Latest Odisha News

BREAKING NEWS

Browsing Category

ସହର

City

ପୋଷ୍ଟର ମୁକ୍ତ ହେବ ରାଜଧାନୀ, ରାସ୍ତାକଡ଼ କାନ୍ଥରେ ଲଗାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସିର ଲକ୍ଷ୍ୟ ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ…

ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ନିଆଁ ଥମି ନଥିବା ବେଳେ ପୁଣି ସେଇ ସମାନ ଅଭିଯୋଗ। ବିଜେବି କଲେଜରେ ପୁଣି ଥରେ ରାଗିଂ ଅଭିଯୋଗ ହୋଇଛି।  ଆମ୍ବେଦକର ଛାତ୍ରାବାସରେ ଜଣେ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଙ୍କୁ ରାଗିଂ…

[ଦେଖନ୍ତୁ ଭିଡିଓ] ମନ୍ଦିରରୁ ଚୋରି ବେଳେ ସିସିଟିଭିରେ କଏଦ ହେଲା ଲୁଟ୍ ଚିତ୍ର

ଢେଙ୍କାନାଳ : ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି। ଚୋରି ମନ୍ଦିର ଭିତରୁ ଚୋରି କରିନେଇଥିବା ବେଳେ ସିସିଟିଭି କ୍ୟାମେରାରେ ଧରାପଡ଼ିଛି। ଘଟଣା ଘଟିଛି ଢେଙ୍କାନାଳ ପରଜଙ୍ଗ ସାଆନ୍ଦା ଅଞ୍ଚଳରେ। ସେଠାରେ ଥିବା କିଛି ମନ୍ଦିରରୁ ଲଗାତର ଭାବେ ଲୁଟେରା ଲୁଟି ନେଇଛନ୍ତି ଠାକୁରଙ୍କ ମୂର୍ତ୍ତି ସହ ପୂଜା…

ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗରେ ଗୃହ ସରଗରମ : ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

 ଭୁବନେଶ୍ୱର: ଗୃହରେ ଉଠିଲା ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ । ଆଜି ବିଧାନସଭାରେ ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ ଉଠିଛି । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି । ଜୟପୁରର ବିଭିନ୍ନ ସ୍କୁଲରେ ଦୁର୍ନୀତି ଅଭିଯୋଗ…

[ଦେଖନ୍ତୁ ଭିଡିଓ] ନାଗୁଣୀର ମାତୃ ସ୍ନେହ: ଛୁଆଙ୍କୁ ସୁରକ୍ଷିତ ରଖି ଭୋକରେ ଜୀବନ ହାରିଲା

କଟକ : ଟାଙ୍କି ଭିତରୁ ଉଦ୍ଧାର ହେଲା ନାଗ ସାପ ଛୁଆ ।  କଟକ ଜିଲ୍ଲା ବାଙ୍କୀ  ଦୋଳଣାପୁରର ଲକ୍ଷ୍ମୀଧର ପରିଡାଙ୍କ ଘରେ ଟାଙ୍କି ମରାମତି କରାଯିବା ବେଳେ କିଛି ନାଗ ସାପ ଛୁଆ ଓ ଅଣ୍ଡା ଉଦ୍ଧାର ହୋଇଛି । ତାସହିତ ସେଠାରେ ଏକ ବଡ଼ ନାଗ ସାପ ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଘଟଣା ନେଇ …

ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ

 ଭୁବନେଶ୍ୱର :  ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ଓଡ଼ିଶା ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜିଠୁ ଆବେଦନ କରିପାରିବେ । ଆଜି ଦିନ ୧୧ଟା ରେ www.samsodisha.gov.in ରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ।  ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ…

ରାଜ୍ୟ‌ରେ ୨୪ ଘଣ୍ଟା ମଧ୍ୟରେ ୧୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ଅପେକ୍ଷା ରାଜ୍ୟ‌ରେ ଆଜି କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି ୯୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟା ମଧ୍ୟରେ ୧୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ…

[ଦେଖନ୍ତୁ ଭିଡିଓ] ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି ସରକାରୀ କୋଠା

ଜଗତସିଂହପୁର : ଜଗତସିଂହପୁରରେ ଅବହେଳିତ ହୋଇପଡ଼ିଛି ସରକାରୀ କୋଠା ।  ଅବହେଳିତ ହୋଇପଡ଼ିଛି ସରକାରୀ ପ୍ରକଳ୍ପ । ଖାଲି ସେତିକିନୁହେଁ ପ୍ରକଳ୍ପ ସହ ସରକାରୀ କାର୍ଯ୍ୟାଳୟ ଓ କଲ୍ୟାଣମଣ୍ଡପ ଗୁଡିକ ପାଲଟିଛି ଭୂତକୋଠା। ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିରହିଛି ଜନସାଧାରଣଙ୍କ ପାଇଁ…

[ଦେଖନ୍ତୁ ଭିଡିଓ] ମୁକୁଳା ପଡ଼ିଛି ଦୁର୍ବଳ ନଦୀ ବନ୍ଧ। ଆତଙ୍କିତ ନଦୀକୂଳିଆ ଗାଁର ଲୋକେ

ଯାଜପୁର  : ବର୍ଷା ଆରମ୍ଭ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଦୁର୍ବଳ ନଦୀ ବନ୍ଧ ଗୁଡିକ ମରାମତି ହୋଇନି। ଫଳରେ ବନ୍ୟା ଆସିଲେ ନଦୀକୂଳିଆ ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ଏ ହେଉଛି ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଂଚାୟତ, ବାଣପୁର ଅଂଚଳ ର ଦୃଶ୍ୟ। ଯେଉଁଠି ମରାମତି ଅଭାବରୁ ନଦୀ ବନ୍ଧ ଗୁଡିକ…

[ଦେଖନ୍ତୁ ଭିଡିଓ] ଦୁର୍ଗମ ଅଞ୍ଚଳରେ ଜନ୍ତୁ ଆତଙ୍କ। ଗାଁରେ ବିଦ୍ୟାଳୟ ଦାବି

ଢେଙ୍କାନାଳ : ଗାଁରେ ନାହିଁ ସ୍କୁଲ । ବଣ ପାହାଡ ଘେରା ଅଞ୍ଚଳ। ତା ସାଙ୍ଗକୁ ଜଙ୍ଗଲ ରାସ୍ତା ଅତିକ୍ରମ କରି ପାଠ ପଢିବାକୁ ଯାଉଛନ୍ତି କୁନି କୁନି ପିଲା ମାନେ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଜଙ୍ଗଲୀ ଜନ୍ତୁ ଆତଙ୍କ। ଆଉ ଏଥିରୁ ବାଦ୍ ପଡ଼ୁନାହାନ୍ତି ହାତୀ ପଲ। ଜୀବନକୁ ପାଣି ଛଡାଇ ବିଦ୍ୟାଳୟକୁ ଯାଉଥିବା…