Latest Odisha News

BREAKING NEWS

Browsing Category

ସହର

City

ଲାଞ୍ଚ ନେଇ ଧରାପଡ଼ିଲେ ବେଗୁନିଆ ବ୍ଲକ୍ ଜେଇ; ଗିରଫ କଲା ଭିଜିଲାନ୍ସ

ବେଗୁନିଆ: ବେଗୁନିଆ ବ୍ଲକର ଜେଇ(କନିଷ୍ଠ ଯନ୍ତ୍ରୀ) ସଂଘମିତ୍ରା ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଜଣେ ଠିକାଦାରଙ୍କ ଠାରୁ ବିଲ୍ କରେଇଦେବା ପାଇଁ ସଂଘମିତ୍ରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବ ସୂଚନା ମୁତାବକ…

ଗୃହରେ SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ । ସର୍ବଦଳୀୟ ବୈଠକରେ ବାହାରିପାରିଲାନି କୌଣସି ନିଷ୍କର୍ସ । ଶେଷରେ ୪ ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ବିଧାନସଭାରେ ଆଜି ଚିତ୍ରକୋଣ୍ଡା SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ ଉଠିଥିଲା । ଉଭୟ ବିରୋଧୀ ବିଜେପି…

[ଦେଖନ୍ତୁ ଭିଡିଓ] ରସଗୋଲା ଦିବସ : ମିଠା ଭିତରେ ଶ୍ରେଷ୍ଠ ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ

ଭୁବନେଶ୍ୱର: ଓଡ଼ିଆଙ୍କ ଇମୋସନା  ପ୍ରତି ଓଡ଼ିଆ ଘରେ ପୂଜା ପର୍ବାଣୀ ହେଉ କି କୌଣସି ମହୋତ୍ସବ। ସବୁଥିରେ ତାକୁ ହିଁ ଖୋଜା ପଡିଥାଏ। ଛୋଟରୁ ବଡ଼ ସମସ୍ତଙ୍କର ଅତିପ୍ରିୟ। ଖାଲି ସେତିକି ନୁହେଁ ପୌରାଣିକ ପରମ୍ପରା ସହିତ ମଧ୍ୟ ଏହା ଜଡ଼ିତ। ଖାସ୍ କରି ମାଆ ମହାଲକ୍ଷ୍ମୀଙ୍କୁ ମନାଇବାକୁ ବି ପ୍ରଭୁ…

ବାରିପଦାରେ ଶେଷ ହେଲା ବାଣ୍ଠିଆ ଜଗନ୍ନାଥଙ୍କ ଘୋଷଯାତ୍ରା

ବାରିପଦା : ଶେଷ ହେଲା ବାଣ୍ଠିଆ ଜଗନ୍ନାଥଙ୍କ ଘୋଷଯାତ୍ରା ।  ତିନିଠାକୁର ରଥାରୂଢ ହୋଇ ମାଉସୀମା ମନ୍ଦିର ଯାଉଥିବା ବେଳେ ବାରିପଦା ରଥଯାତ୍ରାର ପରମ୍ପରା କିଛି ନିଆରା । ବହୁ ପ୍ରଚୀନ ଆମଳରୁ ବାରିପଦା ସ୍ଥିତ ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଚାଲିଆସିଛି ଏକ ନିଆରା ପରମ୍ପରା। କେବଳ କୁନି କନି…

[ଦେଖନ୍ତୁ ଭିଡିଓ] ଗାଡ଼ି ଧକ୍କାରେ ୩ମୃତ,୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ନିର୍ଦ୍ଦେଶ

ଭୁବନେଶ୍ୱର: ବଲାଙ୍ଗୀର-ସୋନପୁର ରାସ୍ତାର ବଡ଼ବାହାଲୀ ଛକ ନିକଟରେ  ସଡ଼କ ଦୁର୍ଘଟଣା । ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି ।…

କାଲିମେଳାରେ ପ୍ରବଳ ବର୍ଷା: ପୋଲ ଉପରେ ୬ଫୁଟ ବନ୍ୟା ଜଳ

ମାଲକାନଗିରି : ମାଲକାନଗିରି  ଜିଲ୍ଲା କାଲିମେଳା ଵ୍ଲକରେ ପ୍ରବଳ ବର୍ଷା ଜାରି ରହିଛି। ଏଠାରେ ଲଗାଣ ବର୍ଷାରେ ମୋଟୁ ଚିନ୍ତୁର ଜାତୀୟ ରାଜପଥ ପାଣିରେ ବୁଡ଼ିଯାଇଛି। ମୋଟୁ- ଚିନ୍ତୁର ମଝିରେ ଥିବା କୁଇଗୁର ପୋଲ ଉପରେ ପାଖାପାଖି ୬ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଚିନ୍ତୁର ଠାରୁ…

ରୁଚିକାଙ୍କ ଏକାଦଶହ: ନ୍ୟାୟ ନମିଳିବା ଯାଏ ଅନଶନ ଜାରି ରହିବ କହିଲେ ମା’ ବିଦ୍ୟୁତପ୍ରଭା

ଭୁବନେଶ୍ୱର: ବିଜେବି କଲେଜ ପ୍ରିନସିପାଲ, ଓ୍ୱାଡେନ ଏବଂ ସୁପରିଟେଣ୍ଡେଣ୍ଟଙ୍କ ବହିଷ୍କାର ଦାବି କଲେ ଆତ୍ମହତ୍ୟା କରିଥିବା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମା' ବିଦ୍ୟୁତପ୍ରଭା । ଆଜି ରୁଚିକାଙ୍କ ମୃତ୍ୟୁକୁ ଏକାଦଶହ ଦିନ ପୂରଣ ହୋଇଛି । ଏହି ଅବସରରେ ସାମ୍ବାଦିକ…

ସ୍କୁଲରେ ପଢ଼ା ସମୟରେ ସାମ୍ବାଦିକତା ଜରୁରୀ କି ?

ଭୁବନେଶ୍ବର: ଟୁଙ୍ଗୁରୁ ଭୋଳ ଖବରକୁ ନେଇ ସାମ୍ବାଦିକମାନେ ପ୍ରବଳ ଗାଳି ଖାଇବା ପରେ ଆଉ ଏକ ପ୍ରସଙ୍ଗ ଏବେ ଚର୍ଚା ଚାଲିଛି । ତାହା ହେଉଛି ସ୍କୁଲ ଭିତରକୁ ସାମ୍ବାଦିକମାନେ ବିନା ଅନୁମତିରେ ପ୍ରବେଶ କରିପାରିବେ କି ନାହିଁ । ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିପାରିବେ କି ନାହିଁ ।…

ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍ ଓଲଟିଲା: ୩୫ ଯାତ୍ରୀ ଗୁରୁତର ଆହତ

ପୁରୀ: ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାର ଖବର ମିଳିଛି ।  ପୁରୀରୁ ଶହେ ପାଖାପାଖି ଯାତ୍ରୀଙ୍କୁ ନେଇ ନେଇ ଫେରୁଥିବା ବେଳେ ଆଜି ମଧ୍ୟାହ୍ନରେ ସାତଶଙ୍ଖର ଯଶୁଆପୁରଠାରେ ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…

କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା ବଢ଼ାଇଲା ବିଏମସି : ଦୋକାନ ଆଗରେ ଭିଡ ନ କରିବାକୁ ତାଗିଦ

ଭୁବନେଶ୍ୱର : କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବଢାଇଲା ବିଏମସି । ଟିଫିନ୍ ଦୋକାନ, ଚା’ ଦୋକାନ, ଗୁପ୍ଚୁପ୍, ଦହିବରା ଓ ଜୁସ୍ ଷ୍ଟଲରେ ଭିଡ଼ ନଜମାଇବା ପାଇଁ ପାଇଁ ତାଗିଦ୍ କରାଯାଇଛି । ଅଧିକ ଗହଳି ହେଲେ ପୂର୍ବ ପରି ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ବଢ଼ୁଥିବାରୁ ସମସ୍ତ…