Latest Odisha News
Browsing Category

ସହର

City

[ଦେଖନ୍ତୁ ଭିଡିଓ] ଦେବଦୂତ ସାଜିଲେ ଦୁଇ ଓଡ଼ିଆ ଝିଅ : ମୃତ୍ୟୁ ମୁଖରୁ ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ

ରାୟଗଡ଼ା:  ଦୁଇ ଓଡ଼ିଆ ଝିଅଙ୍କ ସାହସିକତା । ପର୍ଯ୍ୟଟକଙ୍କୁ ମୃତ୍ୟୁମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଲେ ୨ଓଡ଼ିଆ ଝିଅ । ଏହି ଦୁଇଜଣ ହେଲେ ଆକାଂକ୍ଷା ଓ ତାଙ୍କ ସମ୍ପର୍କୀୟ ଭଉଣୀ ଆୟୁଷୀ । ହିମାଚଳପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନ ସ୍ଥଳୀର ପର୍ଯ୍ୟଟକଙ୍କୁ ମୃତ୍ୟୁମୁଖରୁ ବଚାଂଇ…

ମାଲେସିଆରେ ରଜ ମହୋତ୍ସବ, ରଙ୍ଗବତୀ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ବିଦେଶ ମାଟିରେ ମହକିଛି ଓଡ଼ିଆ ପର୍ବ, ମହକିଛନ୍ତି ଓଡ଼ିଆ । ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ ବିଦେଶରେ ପାଳିତ ହୋଇଛି ।  ମାଲେସିଆର କୁଆଲାଲମ୍ପୁରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗତ ଜୁନ୍ ୧୮ ତାରିଖ ଦିନ ଧୁମଧାମରେ ପାଳନ କରିଛନ୍ତି ରଜ । ମାଲେସିଆ ଓଡ଼ିଆ କମ୍ୟୁନିଟି ପକ୍ଷରୁ…

[ଦେଖନ୍ତୁ ଭିଡିଓ] ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା: ବିଧାୟକଙ୍କୁ ହତ୍ୟା ଧମକ ଅଡ଼ିଓ…

ଜଗତସିଂହପୁର : ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା। ବିଧାୟକ ପ୍ରେମରେ ଧୋକା ଦେଇ ଠକିବାର ଅଭିଯୋଗ ପରେ ଏବେ ତାଙ୍କ ନାଁରେ ସେକ୍ସ ରାକେଟ ଚଳାଉଥିବା ସଙ୍ଗୀନ୍ ଅଭିଯୋଗ। ଖାଲି ସେିତିକି ନୁହେଁ ବିଚ୍ ରାସ୍ତାରେ ବିଜୟଙ୍କୁ ହତ୍ୟା କରାଯିବାର ଧମକ ବି ଦିଆଯାଇଛି ପ୍ରେମିକା…

[ଦେଖନ୍ତୁ ଭିଡିଓ] ଜ୍ୱରରୁ ଉପଶମ ପାଇଁ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡିତ ଚତୁର୍ଦ୍ଧା ମୁର୍ତ୍ତି । ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ଏବେ ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ଆଜି…

+୨ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆଜିଠୁ

ଭୁବନେଶ୍ବର : ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବ। ରାଜ୍ୟର ୧୦୦ଟି ମୂଲ୍ୟାୟନ କେନ୍ଦ୍ରରେ ୮ ହଜାରରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଉତ୍ତର ଖାତା ମୂଲ୍ୟାୟନ କରିବେ। ପ୍ରଥମ ପର୍ଯ୍ୟାୟ ତୁଳନାରେ ଏଥର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ଗୋଟିଏ ହ୍ରାସ ପାଇଛି। ମାତ୍ର…

ରାଜ୍ୟରେ ୫ ଦିନ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ଦିନ ପ୍ରାକ୍‌-ମୌସୁମୀ ବର୍ଷା ହୋଇଛି। ଏହା ରାଜ୍ୟର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ପାଇଁ ବାଟ ଫିଟାଇଛି। ଆଜିଠାରୁ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା (୭୦ରୁ ୧୧୦ ମିମି)ରୁ ଅତିପ୍ରବଳ ବର୍ଷା…

ଅକଲ ତେରି ଚାଲ୍ ମେରି, ଧଳା ଜହରର ମହିଳା ସର୍ଦ୍ଦାର ରିନା ଜେନା ଗିରଫ

ଭୁବନେଶ୍ୱର: ନିଶା କାରବାରରେ ଗୁଲାବି ଗ୍ୟାଙ୍ଗ୍ । ଭୁବନେଶ୍ୱର ଛାଇଗଲେଣି ଲେଡି ପେଡଲର । କଲୋନିଠୁ ଛକ ହାଇପ୍ରୋଫାଇଲ ହୋଟେଲ ହେଉ ବା ବସ୍ତି ଭୁବନେଶ୍ୱର ଚାରିଆଡେ ବ୍ରାଉନସୁଗାର ଲେଡିଙ୍କ ନେଟୱର୍କ। ପୋଲିସଠୁ ବର୍ତ୍ତିବାକୁ ନିଶା କାରବାର ଆପଣାଇଛନ୍ତି କିଛି ମହିଳା ଓ ଯୁବତୀ। ଯାହାକି ସହଜରେ…

ଛୁଆ ପାଇଁ ଛଅ ଦିନ ନାକେଦମ, ସିଡବ୍ଲ୍ୟୁସି କହିବ କାହା ପାଖରେ ରହିବ

ଭୁବନେଶ୍ୱର: ଛୁଆ ପାଇଁ ଛଅ ଦିନ ନାକେଦମ। ଶେଷରେ ଉଦ୍ଧାର ହୋଇଛି କୁନି ଝିଅ। ବସ୍ତିରେ ଭାବ ବିହ୍ୱଳ ପରିବେଶ। ପାଳିତ ମା'କୁ ଛାଡିବାକୁ ଛୁଆ ନାରାଜ। ଶେଷରେ ଆଇନ ବଳରେ ଛୁଆ ଉଦ୍ଧାର ହୋଇଛି। କମିଶନରେଟ ପୋଲିସ ସହାୟତାରେ ଉଦ୍ଧାର କରିଛି ଚାଇଲଡ ଲାଇନ। ତେବେ ଉଦ୍ଧାର ପରେ ଏବେ ବଡ ଦ୍ୱନ୍ଦ୍ୱ…

[ଦେଖନ୍ତୁ ଭିଡିଓ] ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର : ତାଲିମ ନେଇ ନିଯୁକ୍ତି ଅପେକ୍ଷାରେ ଶତାଧିକ ଆଶାୟୀ

ଜଗତସିଂହପୁର : ନାଉଗାଁ ଥାନା ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର । ଏହା କୌଣସି ସରକାରୀ ଅନୁଷ୍ଠାନ ନୁହେଁ, ମାତ୍ର ସେନାବାହିନୀରେ ଭର୍ତ୍ତି କରିବାକୁ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ସାମିଲ କରିଛି ବାଟାଲିୟନ କ୍ୟାମ୍ପ। । ପୂର୍ବତନ ସେନା କର୍ମଚାରୀ ଶିଲୁ ନାୟକ ଆରମ୍ଭ କରିଥିଲେ ମହାଗୁରୁ…

୧୦ ଜିଲ୍ଲାର ‘ଆହାର’ରେ ବ୍ରହ୍ମପୁର ଆଚାର

ବ୍ରହ୍ମପୁର:ବ୍ରହ୍ମପୁର ଆଚାରର ପ୍ରସିଦ୍ଧି ଦେଶ ବିଦେଶରେ ରହିଛି । ଦୂରଦୂରାନ୍ତରରୁ ଲୋକମାନେ ବ୍ରହ୍ମପୁର ଆସନ୍ତି ଆଚାର କିଣିବା ପାଇଁ । ବ୍ରହ୍ମପୁର ଆଚାରର ଏହି ସ୍ବତନ୍ତ୍ରତା ବର୍ତ୍ତମାନ ମହିଳାଙ୍କ ସଶକ୍ତିକରଣ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ମିଶନ ଶକ୍ତି ଏବଂ…