Latest Odisha News

BREAKING NEWS

Browsing Category

ସହର

City

ଆଜିଠୁ ବର୍ଷା: ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

 ଭୁବନେଶ୍ୱର : ତାତିରୁ ମିଳିବ ଆଶ୍ୱସ୍ତି । ଆଜିଠୁ ୩ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଆଜି ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ୟେଲୋ ଓ଼୍ବାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର,…

ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ କାଳି ମାଡ଼

ପୁରୀ (ସନ୍ତୋଷ କୁମାର ଦାସ): ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ଧରି ମାମଲା ଚାଲିଛି । ତେବେ ଶନିବାର ପୁରୀ ସାଂସଦ ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ କାଳି ମାଡ ସହିତ କଳା ପତାକା ପ୍ରଦର୍ଶନ ହୋଇଛି । ଆଉ ଏପରି କରିଛନ୍ତି କିଛି ଛାତ୍ର କଂଗ୍ରେସ କର୍ମୀ । ଛାତ୍ର କଂଗ୍ରେସ…

କେବଳ ଦାମୀ ବାଇକ୍‌ ଚୋରି କରୁଥିଲେ; ଧରିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ବିଭିନ୍ନ ଅଞ୍ଚଳରୁ ଦାମୀ କମ୍ପାନିର ବାଇକ୍‌ ଚୋରି ହେବାରେ ଲାଗିଥିଲା । ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ଏଥିରେ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଥିଲା। କାରଣ ଚୋରମାନେ କେବଳ ଦାମୀ ବାଇକ୍‌ ହିଁ ଚୋରି କରୁଥିଲେ । ଏଥିରେ କେଟିଏମ୍‌, ପଲସର…

ସାବଧାନ କଲା ବ୍ରହ୍ମପୁର ପୋଲିସ; ବାହାରେ ମଦ ପିଇଲେ ଭିତରେ ମାରିବ

ବ୍ରହ୍ମପୁର: ପୋଲିସ ପାଟ୍ରୋଲିଂ ଅଭାବ ଯୋଗୁ ବ୍ରହ୍ମପୁର ସହରର ଗଳିକନ୍ଦି ଏବଂ ସର୍ବସାଧାରଣରେ କେତେକ ଅସାମାଜିକ ବ୍ୟକ୍ତି ମଦ୍ୟପାନ କରୁଥିବାର ନଜିର ରହିଛି । ସେମାନଙ୍କ ଯୋଗୁ ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେଉଛି । କେବଳ ସେତିକି ନୁହଁ, ଅନେକ ସମୟରେ ଅପରାଧୀକ କାଣ୍ଡ ମଧ୍ୟ ଘଟୁଛି…

ଭୁବନେଶ୍ୱରରେ ଜାତୀୟ ଖଣିଜ କଂଗ୍ରେସ; ଜେଏସପିର ଗ୍ୟାସିଫିକେସନ ଟେକ୍ନୋଲୋଜି ପ୍ରଶଂସନୀୟ

ଭୁବନେଶ୍ୱର: ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର ୬୦ରୁ ଅଧିକ ପ୍ରତିନିଧି ଖଣି କଂଗ୍ରେସର ଦ୍ୱିତୀୟ ଦିନରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଦ୍ୱାରା ସ୍ଥାପିତ କୋଇଲା ଗ୍ୟାସିଫିକେସନ୍…

[ଦେଖନ୍ତୁ ଭିଡିଓ] ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍

ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସୋନୁ । କରୋନା ସମୟରେ ସେ ୭୦ରୁ ଅଧିକ ଲୋକଙ୍କୁ ରାଜ୍ୟକୁ ଫେରିବାରେ ସହାୟତା କରିଥିଲେ । କେନ୍ଦ୍ରାପଡାର ସମସ୍ତେ ସେତେବେଳେ ଘରକୁ ଫେରିବା ପାଇଁ…

‘ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ମହାପ୍ରଭୁଙ୍କ କାମକୁ ବନ୍ଦ କରିପାରିବନି’

ପୁରୀ : ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଡ଼ା ମନ୍ତବ୍ୟ ରଖିଛନ୍ତି । ଆଜି ପୁରୀରେ ପିନାକୀ କହିଛନ୍ତି ଯେ, ‘ମହାପ୍ରଭୁଙ୍କ ଇଚ୍ଛାରେ କାମ ହେଉଛି, କେହି କାମ ବନ୍ଦ କରିପାରିବେନି । କାମ ଆଇନ ଅନୁସାରେ ହେଉଛି କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ । କାମ…

[ଦେଖନ୍ତୁ ଭିଡିଓ] ସେବାୟତ ଗୁଳିକାଣ୍ଡ ପରେ ଆକ୍ସନରେ ପୁରୀ ପୁଲିସ : ବିଭିନ୍ନ ସ୍ଥାନରେ ଚଢ଼ାଉ, ୪ ବନ୍ଧୁକ ଜବତ ସହ ୭…

ପୁରୀ : ସେବାୟତ ଶିବରାମ ପାତ୍ର ଗୁଳିକାଣ୍ଡ ପରେ ଆକ୍ସନରେ ପୁରୀ ପୁଲିସ  । ହତ୍ୟାକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର  ସହିତ ୪ଟି ବନ୍ଧୁକ ଜବତ କରିଛି ପୁଲିସ । ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା…

[ଦେଖନ୍ତୁ ଭିଡିଓ] ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର : ନିର୍ମାଣ ସରିଲାଣି ତିନି ରଥର ୩୯ଟି ଚକ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର ।  ରଥଖଳାରେ ୩୯ ଟି ରଥଚକ ନିର୍ମାଣ କରାଯାଇଛି । ତିନି ରଥ ର ମୋଟ ୪୨ ଟି ଚକ ନିର୍ମାଣ ହେବାକୁ ଥିବା ବେଳେ ପରମ୍ପରା ଅନୁଯାୟୀ ମଂଗଳବାର ଭୋଇ ସେବକ ମାନେ ମା ଚର୍ଚିକା ଙ୍କୁ ପୂଜାର୍ଚ୍ଚନା ପରେ ରଥ ଚକ ନିର୍ମାଣ…

‘ମେନଷ୍ଟ୍ରୁଆଲ ହାଇଜିନ୍ ଡେ’: କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଦାବି ଜଣାଇଲେ ସମ୍ବଲପୁରର ଝିଅ; ଦସ୍ତଖତ ଅଭିଯାନ ଆରମ୍ଭ

 ଭୁବନେଶ୍ୱର :  ମେ’ ୨୮, ମେନଷ୍ଟ୍ରୁଆଲ ହାଇଜିନ ଡେ’ ଭାବେ ପାଳନ କରାଯାଏ । ଏହି ଅବସରରେ ଋତୁସ୍ରାବ ସମୟରେ ମହିଳା ସ୍ୱାସ୍ଥ୍ୟ ସୁରକ୍ଷା ଓ ସେମାନେ କିପରି ସାମାନ୍ୟ ଆଶ୍ୱସ୍ତି ପାଇବେ ଏହି ପ୍ରସଙ୍ଗ ଉଠାଇଛନ୍ତି ସମ୍ବଲପୁର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ । ପେଡ ପିରିୟଡ ଲିଭ୍ ଦାବି କରିଛନ୍ତି…