Latest Odisha News

BREAKING NEWS

Browsing Category

ସହର

City

[ଭିଡ଼ିଓ] ଗାଁରେ ମାଙ୍କଡ ଆତଙ୍କ:ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ

ପାରାଦୀପ: ଗାଁରେ ମାଙ୍କଡ ଆତଙ୍କ ।  କଲବଲ କରୁଛନ୍ତି ମଣିଷ କାମୁଡ଼ା ମାଙ୍କଡ଼ । ମାଙ୍କଡ଼ ଭୟରେ ଆତଙ୍କିତ ପାରାଦୀପ ମଙ୍ଗରାଜପୁର ପଂଚାୟତର ସନ୍ତରା, ତାଳପଦା, ହସିଣା ଗ୍ରାମବାସୀ । ଘରୁ ବାହାରିବାକୁ ଡରୁଛନ୍ତି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ । ଯଦି କିଏ ବି ଘରୁ ବାହାରୁଛନ୍ତି ତେବେ…

[ଦେଖନ୍ତୁ ଭିଡିଓ] ସଙ୍କଟରେ ପଡିଛି ଗଜରାଜ : ହାତୀ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ଦାୟୀ କିଏ ?

 ଭୁବନେଶ୍ୱର :  ସଙ୍କଟରେ ପଡିଛି ଗଜରାଜ ।  ଦିନକୁ ଦିନ ହାତୀ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ନୀରବଦ୍ରଷ୍ଟା ପାଲଟିଛି ବନବିଭାଗରୁ ନେଇ ପ୍ରଶାସନ ।  ବନବିଭାଗର ଖାମଖିଆଲ ନୀତିକୁ ଏନେଇ ଦାୟୀ କରାଯାଇଛି । ହାତୀ ମୃତ୍ୟୁ ବଢିଚାଲିଥିବା ବେଳେ ଚମ୍ପୁଆ ରେଂଜରୁ ହାତୀ ନିପାତ ହେବାରେ…

[ଦେଖନ୍ତୁ ଭିଡିଓ] ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ୩୨ ଲକ୍ଷ ଟଙ୍କା ଠକେଇ:୨ ଗିରଫ

ଭୁବନେଶ୍ବର: ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ । ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଇନଫୋସିଟଇ ଥାନା ପୋଲିସ । କଲେଜରେ ନାମ ଲେଖାଇବାକୁ କହି  ଧରାଛୁଆଁ ଦେଇ ନଥିଲେ। ଏହାପରେ ବାଧ୍ୟ ହୋଇ ଛାତ୍ରୀଜଣକ ଏନେଇ ଇନଫୋସିଟି ଥାନାରେ…

ଗୋ-ଚାଲାଣକାରୀଙ୍କ ଗୁଳିମାଡ଼ରେ ୨ ଆହତ

ମୟୂରଭଞ୍ଜ : ଗୋରୁ ଗାଡ଼ିକୁ ଅଟକାଇବାରୁ ଗୁଳି ଚଳାଇଲେ ଗୋଚାଲାଣକାରୀ । ଗୁଳିମାଡରେ ଦୁଇ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗନା ଟୋଲଗେଟ ନିକଟରେ ଘଟିଛି ଏପରି ଘଟଣା । ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକ୍‌ରେ କୋଲକାତା…

କେଉଁଠୁ ଆସିଲା କଟା ଗୋଡ଼ ? ଭୟଭୀତ ଲୋକେ

ଯାଜପୁର  : ଜଙ୍ଗଲରୁ କଟା ଗୋଡ଼ ଉଦ୍ଧାର। କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ…

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ନେଇ ହେବ ଆଲୋଚନା

 ପୁରୀ: ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ । ଏଥର ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବା ନେଇ ଦଇତାପତି ନିଯୋଗ ସହ…

ଗଭୀର କୂଅ ଭିତରୁ ଉଦ୍ଧାର ହେଲା ୫ ଫୁଟର ବିଷଧର ନାଗ

ନବରଙ୍ଗପୁର : ଗଭୀର କୂଅ ଭିତରୁ ବିଷଧର ନାଗ ସାପକୁ ଉଦ୍ଧାର କରିଛି ବନ ବିଭାଗ । ପାଣି ଭିତରୁ ୫ ଫୁଟରୁ ଅଧିକ ଲମ୍ବର ସାପକୁ ଉଦ୍ଧାର କରଯାଇଛି । ୧ ଘଣ୍ଟା ପରିଶ୍ରମ କରି ବନ ବିଭାଗର ଟିମ୍ ସାପକୁ କାବୁ କରିଛି । ନବରଙ୍ଗପୁର ଜିଲ୍ଲା ଉମରକୋର୍ଟ ନିକଟସ୍ଥ ଅଧିକରୀଗୁଡାରେ ଏଭଳି ଘଟଣା ଘଟିଛି ।…

ଅନୁଭବ କାହିଁକି ପ୍ରଚାର ତାଲିକାରୁ ବାଦ୍ ପଡ଼ିଲେ ଜବାବ ରଖିଲେ ଦେବାଶିଷ

କଟକ: ସୋଶିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ପ୍ରାୟ ଅଧ ଘଣ୍ଟାଏର ଏକ ଭିଡିଓ ଜାରି କରି ନିଜ ଭିତରେ ଥିବା ଅନେକ ଦୁଃଖକୁ ସର୍ବସାଧାରଣକୁ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ କଳାକାର ଅନୁଭବ ମହାନ୍ତି। ସେ ତାଙ୍କ ଭିଡିଓରେ ନିଜର ରାଜନୈତିକ କ୍ୟାରିଅରକୁ ନେଇ ଆଶଙ୍କା ପ୍ରକାଶ…

କାକଟପୁର ତହସିଲଦାରଙ୍କୁ ୫୦ଟି ଗଛ ଲଗାଇବାକୁ ଦଣ୍ଡ ଦେଲେ ଓଡ଼ିଶା ହାଇକୋର୍ଟ

କଟକ: ଜମି ଜବରଦଖଲକାରୀଙ୍କ ପକ୍ଷ ନଶୁଣି ଜୋରିମାନା ଲଗାଇବା ମହଙ୍ଗା ପଡିଛି । ଏଥିପାଇଁ ଓଡ଼ିଶା ହାଇକୋର୍ଟ କଟକ ଜିଲ୍ଲାର କାକଟପୁର ତହସିଲଦାରଙ୍କୁ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଏକ ପ୍ରକାର ଦଣ୍ଡ ବୋଲି ହାଇକୋର୍ଟ କହିଛନ୍ତି। ପକ୍ଷ ନରଖି ଶୁଣାଣି କରିଥିଲେ …

ବିଦେଶୀ ଆପକୁ ବର୍ଜନ ପାଇଁ ଆହ୍ୱାନ ବେଳେ ଦେଶୀ ଆପରେ ଠକାମିର ଜାଲ, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଠକାମି ପାଇଁ ବିଦେଶୀ ଆପର ଅପପ୍ରଚାର । ଦେଶୀ ଆପରେ ଠକେଇ ପାଇଁ ଚାଲ୍। ଏମିତି ଢଙ୍ଗରେ ଡିଜିଟାଲ ବିପ୍ଳବ ଆଳରେ ଦେଶୀ ଆପର ପ୍ରମୋସନ କରି ଠକେଇ ପାଇଁ ଜାଲ ବିଛାଇଥିଲେ । ଆଉ ନିରୀହ ଲୋକଙ୍କୁ ପୁଞ୍ଜି ନିବେଶର ସ୍କିମ ଦେଖାଇ ଠକୁଥିଲା ଠକ। ଏମିତି ଏକ ଠକକୁ ଉତରପ୍ରଦେଶର…