Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ଅମୁଲକୁଲ କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ

ଅନୁଗୁଳ : କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ । ବାହାରେ ପରିତ୍ୟକ୍ତ ସ୍ଥାନରେ ପଡ଼ିରହିଥିଲା ଅମୂଲକୁଲ କ୍ୟାନ୍ । ଆଉ ସେଥିରେ ଫସିଯାଇଥିଲା ଏହି ସାପଟି । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୁଳ ପିଡବ୍ଲ୍ୟୁଡି କଲୋନୀରେ। ଜଣେ ବ୍ୟକ୍ତିଙ୍କ ବାରିପଟେ ଅଳିଆଗଦାରେ ପଡିଥିବା ଅମୁଲକୁଲ କ୍ୟାନରେ…

[ଦେଖନ୍ତୁ ଭିଡିଓ] ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ : ଭକ୍ତଙ୍କ ଗହଣରେ ଚନ୍ଦନଯାତ୍ରା ବ୍ୟବସ୍ଥା

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଶ୍ରୀମନ୍ଦିରରେ ଆସନ୍ତା କାଲି ମହାପ୍ରଭୁଙ୍କ ଦ୍ଵାରଫିଟା,ମଙ୍ଗଳ ଆଳତୀ,ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘର ଭୋଗ କରାଯିବ ।  ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ଯାତଭୋଗ ଓ ମଧ୍ୟାହ୍ନ ଭୋଗ ସରିବ । ଅପରାହ୍ନ ୩ଟାରେ…

ହ୍ୱାଟସଆପ ଡିପିରେ ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ, କ୍ରାଇମବ୍ରାଞ୍ଚକୁ ଆଲର୍ଟ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆରେ ସ୍ମାର୍ଟ ଲୁଟେରା । ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଯାଇ ବ୍ୟବହାର କରୁଛନ୍ତି ଦେଶର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫଟୋ । ଓଡ଼ିଶାରେ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଓଡିଶାର ବିଏସଏନଲ ନମ୍ବର ବ୍ୟବହାର କରି ସାଇବର ଲୁଟେରା ବୁଣିଛନ୍ତି ଠକାମିର ଜାଲ ।…

କାଳବୈଶାଖୀ ସହ ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: କାଳବୈଶାଖୀ ସହ ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ  ।  ଆଗାମୀ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପଡ଼ୋଶୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ, ମେ ୬ ତାରିଖରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…

ବଟ ନଦୀରେ ମାଛ ମଡକ: ନଦୀରେ ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ

ପାରାଦୀପ : ପାରାଦୀପ ରାଇସମିଲରେ ମାଛ ମଡ଼କ । ପାରାଦୀପରେ ଥିବା ବଟ ନଦୀରେ ମାଛ ମଡ଼କ ଦେଖାଦେଇଛି । ତେବେ ରାଜନୈତିକ ଶତ୍ରୁତାକୁ ନେଇ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷ ପକାଇଦେବା କାରଣରୁ ଟନ ଟନ ମାଛ ମରିଥିବା ଅଭିଯୋଗ ଆଣିଛନ୍ତି ଘେରି ମାଲିକ । ଗତ ପୌର ନିର୍ବାଚନରେ ପାରାଦୀପ ରାଇସମିଲ…

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ: ଆଇନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ  । ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ସରକାର ସ୍ଥିର କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ…

କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ । କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି ବ୍ୟାପିବ ନାହିଁ । କିଛି କିଛି ସ୍ଥାନରେ କରୋନା ରହିବ । ଏହା ସହ ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ । ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ ବୋଲି କହିଛନ୍ତି । ଯଦି ଏହା ଆସେ ବିଶେଷ ପ୍ରଭାବ…

ଅକ୍ଷୟ ତୃତୀୟା ଭେଟି: ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଦୁଇ ହଜାର ଟଙ୍କା

ଭୁବନେଶ୍ୱର: କାଲି ମିଳିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଯାହା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଚଳିତ ବର୍ଷ ଏହା ଚାଷୀଙ୍କ ପ୍ରଥମ ସହାୟତା । ୨୦୧୮…

ନକଲି ବିଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ୨ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁରରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଗୋପାଳପୁର ଥାନା ଡ଼ୁରା ଅଞ୍ଚଳରେ ନକଲି ମଦ ପ୍ରସ୍ତୁତ ନେଇ ସୂଚନା ମିଳିବା ପରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଚଢଉ କରି ବିପୁଳ ପରିମାଣ ନକଲି ମଦ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ବ୍ରହ୍ମପୁର ପ୍ରେମ ନଗରର…

ସାରା ରାଜ୍ୟରେ ସକାଳ ୬ଟାରୁ ୯ ସ୍କୁଲ

 ଭୁବନେଶ୍ୱର :  ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ୬ଟାରେ ଆସିବେ ଓ ମଧ୍ୟାହ୍ନ ଭୋଜନ ସହିତ ୯ ଟାରେ ଛୁଟି ହେବ ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି । କରୋନା ସମୟର ପାଠପଢ଼ା କ୍ଷତିର ଭରଣା ପାଇଁ ଖରା ଛୁଟି ହ୍ରାସ…