Latest Odisha News

BREAKING NEWS

Browsing Category

ସହର

City

ନିର୍ବାଚନରେ ଦଳ ପ୍ରଦର୍ଶନ ରିପୋର୍ଟ ୧୦ ଦିନ ଭିତରେ ଦାଖଲ କରିବା ପାଇଁ ପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର : ଆକ୍ସନ ମୋଡରେ ବିଜେଡି । ତୃଣମୂଳ ସ୍ତରରେ ଦଳକୁ ସଜାଡିବା ପାଇଁ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପ୍ରସ୍ତୁତି ଏବେଠାରୁ ଆରମ୍ଭ କରିସାରିଲାଣି । ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହ ଆଜି ୱାନ ଟୁ ୱାନ ସମୀକ୍ଷା ବୈଠକ କରିଛନ୍ତି ଦଳର…

ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର !

ଭୁବନେଶ୍ବର : ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ । ଯେଉଁ ମାନେ ଟୀକା ଦ୍ୱିତୀୟ ଡୋଜ ଏବଂ ପ୍ରିକସନ ଡୋଜ ନେଇନାହାନ୍ତି ସେମାନେ ଟୀକା ତୁରନ୍ତ ନେଇଯିବା ଆବଶ୍ୟକତା ରହିଛି । ଏବେ ଯୋଉ ଭ୍ୟାରିଏଣ୍ଟ…

[ଭିଡିଓ] ଶ୍ରୀମନ୍ଦିର ଉନ୍ନତିକରଣ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ବିକାଶରେ ମୋର ବାଧା ନାହିଁ ।ଶ୍ରୀମନ୍ଦିର ଉନ୍ନତି କରଣ ହେବା ଦରକାର । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ବିକାଶ କାମକୁ ଆଗେଇ…

ଦେଶରେ ୨୪ ଘଣ୍ଟାରେ ୨ହଜାର ୫୨୭ ଜଣ ପଜିଟିଭ୍ ଚିହ୍ନଟ,୩୩ ମୃତ

ଦିଲ୍ଲୀ : ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ହେଲେ ରାଜ୍ୟରେ ସଂକ୍ରମଣ ତଳମୁହାଁ ରହିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୨୪ ଘଣ୍ଟାରେ ୩୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଟିଆଇ ପରେଡ ଶେଷ, ୫ ଅଭିଯୁକ୍ତଙ୍କୁ ଚିହ୍ନିଲେ ୩ ଜଣ ସାକ୍ଷୀ

ଭଦ୍ରକ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ଭିନ୍ନ ମୋଡ ନେଉଛି । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ଟି ଆଇ ପରେଡ ଶେଷ ହୋଇଛି । ଭଦ୍ରକ ଜେଲରେ ଘଟଣାର ୫ ଜଣ ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଇଥିଲା…

ଆଜିଠୁ ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ ,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ମେଳାରେ ମୁଖ୍ୟ ଆକର୍ଷଣ ସାଜିବ ଜନଜାତି କଳା ସାମଗ୍ରୀର ପ୍ରଦର୍ଶନ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆ ୟୁନିଟ ୩ରେ ଏହା ଆରମ୍ଭ ହେବ । ଆଜିଠାରୁ ଆସନ୍ତା ମେ ୨ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।୧୦ ଦିନ ଧରି ଚାଲିବାକୁ ଥିବା…

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜିଠୁ ୩ଦିନ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ , ଗୁରୁମନ୍ତ୍ର…

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ବିଜେଡି ଦଳ ସୁଦୃଢ କରିବା ଆରମ୍ଭ କରିଛି । ନେତା ମାନଙ୍କୁ ଗୁରୁମନ୍ତ୍ର ଦେବେ ଦଳ ସୁପ୍ରିମୋ ।ଆଜିଠାରୁ ତିନି ଦିନ ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେଠାରୁ ଦଳର ସ୍ଥିତିକୁ ସୁଦୃଢ ନକଲେ ଆଗାମୀ ୨୦୨୪…

ପାଣିପାଗ ବିଭାଗର ସତର୍କ ସୂଚନା: ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

 ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଏହାରି ମଧ୍ୟରେ ଏକ ଆଶ୍ୱସ୍ଥିକର ଖବର ମିଳିଛି । ରାଜ୍ୟରେ ପ୍ରବଳ ତାତି ମଧ୍ୟରେ କେତେକ ସ୍ଥାନରେ ବର୍ଷା ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି । ରାଜ୍ୟର…

ବଢୁଛି ତାତି, ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନିଆଁ

ଭୁବନେଶ୍ବର: ୨୦ ଦିନରୁ ଅଧିକ ସମୟ ପରେ ଆଜି ପଶ୍ଚିମ ଓଡ଼ିଶା ଓଡ଼ିଶାବାସୀ ପ୍ରଚଣ୍ଡ ଅଗ୍ନିବର୍ଷାରୁ ସାମାନ୍ୟ ଆଶ୍ବସ୍ତି ପାଇଥିଲେ। କିନ୍ତୁ ଆଜି ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଇଥିଲେ ରାଜଧାନୀବାସୀ । ଗତକାଲି ଅପେକ୍ଷା ହଠାତ୍‌ ଆଜି ରାଜଧାନୀର ପାରଦ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଯାଇଥିଲା।…

ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଟେଣ୍ଟ ମାଲିକଙ୍କୁ ହତ୍ୟା

ଗୋପ: ଗୋପ ଥାନା ବାଲିକନ୍ଦଳ ଗାଁରେ ହତ୍ୟା ।  ଗତକାଲି ରାତିରେ ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ ଘଟିଥିଲା। ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି- କୋଣାର୍କ ରାସ୍ତାର ବେଗୁନିଆ…