Latest Odisha News

BREAKING NEWS

Browsing Category

ସହର

City

ଲେମ୍ବୁ ଗୋଟା ୧୦ ଟଙ୍କା ହେବା ପଛର କାରଣ କ’ଣ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁଇ ସପ୍ତାହରୁ ଲେମ୍ବୁ ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଯେଉଁ ଲେମ୍ବୁ ଖାଇବା ଥାଳିରେ ନରହିଲେ କିମ୍ବା ଅତିଥି ଚର୍ଚ୍ଚାରେ ପରସା ନଗଲେ ଭଲ ଲାଗିନେ । ଏବେ ସେହି ଲେମ୍ବୁ କିଣିବା ବହୁତ କଷ୍ଟକର ହୋଇପଡିଲାଣି । ବଜାରରେ ଗୋଟା ଲେମ୍ବୁ ଦେଖିଲେ ମଧ୍ୟ…

[ଦେଖନ୍ତୁ ଭିଡିଓ] ସାହିଯାତର ଚତୁର୍ଥ ଦିନର ଯାତ୍ରା: ସପ୍ତଶିରା, ମେଢ଼ ଓ ନାଗା ନୃତ୍ୟ ପରିବେଷଣ

ପୁରୀ: ପୁରୀରେ ଆଜି ସାହିଯାତର ଚତୁର୍ଥ ଦିନ। ବେଶ ଜାକଜମକର ସହ ଚତୁର୍ଥ ଦିନର ଯାତ୍ରା । ତେବେ ଗତକାଲି ଶ୍ରୀମନ୍ଦିରରେ ବନବାସ ଓ କନ୍ଦର୍ପାଧୀବାସ ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ…

ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

ପୁରୀ : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହୁନୁମାନ ଜୟନ୍ତୀ । ଏନେଇ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ସମେତ ମଠ ପରିସରରେ ଦୟଣା ଚୋରି ନୀତି ସମ୍ପନ୍ନ ହେବ । ଗୁରୁବାର ସକାଳୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧୁବନ ନାଗାପାଟଣା ନିବାସୀ…

ରେଳ ଧାରଣାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ହୀରାକୁଦ ଷ୍ଟେସନ ନିକଟରେ ଅଘଟଣ । ଷ୍ଟେସନ ନିକଟ ଏ . କଟାପାଲି ଓଭରବ୍ରିଜ ତଳେ ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଟ୍ରେନରେ କଟି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ…

ପ୍ରଭାତ ପଟ୍ଟନାୟକଙ୍କୁ ମିଳିବ ୨୦୨୨ ମାଲକମ୍ ଅଡିଶେଷିୟା ପୁରସ୍କାର

ଭୁବନେଶ୍ୱର : ପ୍ରଭାତ ପଟ୍ଟନାୟକଙ୍କୁ ମିଳିବ ୨୦୨୨ ବର୍ଷ ପାଇଁ ମାଲକମ୍ ଅଡିଶେଷିୟା ପୁରସ୍କାର । ଜଣାଶୁଣା ଭାରତୀୟ ଅର୍ଥନୀତିଜ୍ଞ ଓ ରାଜନୈତିକ ସମୀକ୍ଷକ ପ୍ରଭାତ ପଟ୍ଟନାୟକ ୨୦୨୨ ମଲକମ୍ ଆଡିଶିୟା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହି ପୁରସ୍କାର ପ୍ରତି ବର୍ଷ ମାଲକମ୍ ଏବଂ ଏଲିଜାବେଥ…

ପିଶାଚୀ ମା’ , ତିନି ବର୍ଷର ଶିଶୁକୁ ଗଳାକାଟି ନୃଶଂସ ଭାବେ ହତ୍ୟା କଲା

କୋରାପୁଟ : ରାକ୍ଷସୀ ସାଜିଲା ମା' । ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ । ତିନି ବର୍ଷର ଶଶିକୁ ଅତି ନୃଶଂସ ଭାବେ ହତ୍ୟା କଲା ମା । ମା' ଶିଶୁଟିକୁ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।କୋରାପୁଟ ସଦର ଲୁକୁମାରୀ ଗାଁରେ ଏପରି ଅଘଟଣ ଘଟିଛି । ଘଟଣା ସ୍ଥଳରେ କୋରାପୁଟ…

କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ , ବିଭିନ୍ନ ଉନ୍ନତିମୂଳକ କାମର କଲେ ସମୀକ୍ଷା

ନୟାଗଡ : ନୟାଗଡ ଜିଲ୍ଲାର କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ପାଣ୍ଡିଆନ ପ୍ରଥମେ ମନ୍ଦିରରେ ପହଁଞ୍ଚି ନୀଳ ମାଧବଙ୍କୁ ଦର୍ଶନ କରିଛନ୍ତି ।ପରେ ମନ୍ଦିର ପରିସର ପାଣ୍ଡିଆନ ବୁଲିଦେଖିବା ସହ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି । କଣ୍ଟିଲୋ…

ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ

 ଭୁବନେଶ୍ୱର: ଓଡିଆରେ କଥା ଅଛି ‘ବାର ମାସରେ ତେର ପର୍ବ’ ଅର୍ଥାତ କାଳ ତୁଳନାରେ ଅନେକ ପର୍ବପର୍ବାଣି ଓଡିଶାରେ ଅନୁଷ୍ଠିତ ହୁଏ । ଉତ୍କଳର ପର୍ବପର୍ବାଣି ଗୁଡିକ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନ ଉପରେ ପ୍ରତିଷ୍ଠିତ । ଉତ୍କଳୀୟମାନେ ପର୍ବପର୍ବାଣିକୁ ବହୁତ ଆନନ୍ଦ ସହକାରେ ପାଳନ କରନ୍ତି ।…

ପୋଲିସ ଓ ବିଏସଏଫ୍ ମିଳିତ ଭାବେ ସ୍ୱଭିମାନ ଅଞ୍ଚଳରୁ ନକ୍ସଲ ହଟାଇବାରେ ସଫଳ ହୋଇଛନ୍ତି : ଏଡିଜି ରାଜବିନ୍ଦର ସିଂ

ମାଲକାନଗିରି :  ଆଜି ଏଡିଜି ରାଜବିନ୍ଦର ସିଂ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ । ମାଲକାନଗିରିରେ ପହଁଞ୍ଚି ମାଓବାଦୀଙ୍କ  ଗତିବିଧି ନେଇ ସମୀକ୍ଷା କରିଥିଲେ ଏଜିଡି । ଏଡିଜି ପ୍ରଥେମ ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ କ୍ୟାମ୍ପରେ ପହଁଞ୍ଚି ସେଠାରେ ଯବାନ ମାନଙ୍କ ସହ ବହୁ ସମୟ ଧରି…

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିର ରାୟ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିରି ରାୟ ବିଜେଡିରେ ଯୋଗେଦେଇଛନ୍ତି । ରାଉରକେଲାର ଜଣାଶୁଣା ସମାଜସେବୀ ସଙ୍ଗଠକ ତଥା ବରିଷ୍ଠ ସାମ୍ବାଦିକ ମିହିର  ରାୟ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡି ସାଙ୍ଗଠନିକ ସମ୍ପାଦକ…