Latest Odisha News

BREAKING NEWS

Browsing Category

ସହର

City

ବିଧାନସଭାରେ ଶ୍ରୀମନ୍ଦିର ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରାଚୀରକୁ ଲାଗି ହୋଇଥିବା ଗର୍ତ୍ତକୁ ପୋତିବାକୁ ଦାବି କଲେ ସୁର…

ଭୁବନେଶ୍ୱର : ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ବିଧାନସଭା ଶୂନ୍ୟ କାଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଲାଗିରହିଥିବା ବିବାଦ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଶ୍ରୀମନ୍ଦିର ପାଚେରୀକୁ ଲାଗି ଯେଉଁ ବଡ ବଡ ଗାତ ଖୋଳାଯାଇଛି ସେଗୁଡିକୁ…

ମାନସ ସ୍ବାଇଁ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ବର: ଆଜି ବିଧାନସଭାର ଶୁନ୍ୟକାଳରେ ଫଟୋଗ୍ରାଫର୍ ମାନସ ସ୍ବାଇଁ ହତ୍ୟା ମାମଲା ଉଠିଛି ।  ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠା ରାଉତକୁ ଗିରଫ କରାଯାଇ ନାହିଁ।…

ଦେଶରେ ୨୪ ଘଣ୍ଟାରେ ୧୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ , ୩୧ ମୃତ

ଦିଲ୍ଲୀ : ଦେଶରେ କିଛି ଦିନ ହେଲା କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୧୨୭୦ ନୂତନ କରୋନା ସଂକ୍ରମିତ ଚିହ୍ନଟ  ହୋଇଥିବା ରେକର୍ଡ କରାଯାଇଛି । ଦିନକରେ ୩୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସଂକ୍ରମଣ ହ୍ରାସ…

ରାଜ୍ୟରେ ବଢୁଛି ଖରା ପ୍ରକୋପ : ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ

 ଭୁବନେଶ୍ୱର:  ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିବା ବେଳେ ୪୦ ଡେଇଁଲାଣି ପାରଦ । ଗତକାଲି ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ । ୪୦ ଦଶମିକ ୮ ଡିଗ୍ରୀ ସହ ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । କଟକର ସର୍ବାଧିକ ତାପମାତ୍ରା ଗତକାଲି ୩୭.୪ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଓ…

ସିନେମା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ଫିଲ୍ମରେ ଅଭିନୟ କରାଇଦେବା ନାଁରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ପୁଲିସ ଛାନ୍ଭିନ୍ ଆରମ୍ଭ ହୋଇଥିଲା । ତେବେ ଘଟଣାର କିଛି ଦିନ ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ଗିରଫ ହେବା ସହିତ ତାକୁ ଥାନାରେ…

କେନ୍ଦୁଝରରେ ଭାରତ ବନ୍ଦର ପ୍ରଭାବ : ରାଜପଥ ଅବରୋଧ ,ଗାଡି ମଟର ଚଳାଚଳ ବାଧାପ୍ରାପ୍ତ

କେନ୍ଦୁଝର : ବିଭିନ୍ନ ଦାବି ନେଇ ଆଜି ଠାରୁ ଦୁଇ ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି ।ୟୁନାଇଟେଡ ଟ୍ରେଡ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକାରା ଦିଆଯାଇଛି ।ଏଥିରେ ସାମିଲ ହୋଇଛନ୍ତି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଙ୍ଗଠନ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଦୁଇଦିନ ଭାରତ…

ଭାରତ ବନ୍ଦର ପ୍ରଭାବ: ଆମ୍ବୁଲାନ୍ସ ଛାଡିଲେନି ଆନ୍ଦୋଳନକାରୀ

ଭୁବନେଶ୍ୱର  : ରାଜଧାନୀ ଭୁବନେଶ୍ୱରରେ ଭାରତ ବନ୍ଦର ପ୍ରଭାବ ।  ସକାଳୁ ସକାଳୁ ପିକେଟିଂ କରି ରାସ୍ତା ଅବରୋଧ । ଏପରିକି ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡି ନାହାନ୍ତି ଆନ୍ଦୋଳନକାରୀ । ଜୟଦେବବିହାର ଛକରେ ବାଧ୍ୟହୋଇ ପଛକୁ ଫେରିଛି ଆମ୍ବୁଲାନ୍ସ । ପୂର୍ବରୁ ବନ୍ଦ…

ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି, ଜଣେ କର୍ମଚାରୀ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଗୁଳିମାଡ଼ । ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଛି । ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ…

ଦୁଇ ଦିନିଆ ଭାରତ ବନ୍ଦ ପାଇଁ ୨ ଦିନ ଘୁଞ୍ଚିଲା ସମସ୍ତ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ…

ଡାକିନେଇ ଯବାନକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ଡାକିନେଇ ଯବାନକୁ ହତ୍ୟା କଲେ ନକ୍ସଲ  ।  ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଯବାନକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ ।  କୁକନାର ଥାନା ଅନ୍ତର୍ଗତ ବୋଦାରାସ ଗ୍ରାମର ଜଣେ ଯବାନ ନିଜ ଗ୍ରାମରେ ଯାତ୍ରା ଚାଲିଥିବାରୁ ଗ୍ରାମକୁ ଆସିଥିଲା।  ଯାତ୍ରା…