Latest Odisha News

BREAKING NEWS

Browsing Category

ସହର

City

ରାଜଧାନୀରେ ନିର୍ବାଚନୀ ହିଂସା ଘଟଣାରେ ୧୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର: ରାଜଧାନୀରେ ଶୁକ୍ରବାର ନିର୍ବାଚନକୁ ନେଇ ଲକ୍ଷ୍ମୀସାଗରରେ ହୋଇଥିବା ଗଣ୍ଡୋଳ ଘଟଣାରେ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗତ ଶୁକ୍ରବାର ରାତିରେ ୨ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ ।…

ଅଧିକ ଭାର ଯୋଗୁ ଆଧାରୁ ବନ୍ଦ ହୋଇଗଲା ଲିଫ୍ଟ , ଫସିଗଲେ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର : ଅଧିକ ଭାର ଯୋଗୁ ଅଧାରୁ ବନ୍ଦ ହୋଇଗଲା ଲିଫ୍ଟ । ଲିଫ୍ଟି ଭିତରେ ଫସିଥିବା ଗଣ ମାଧ୍ୟମ ପ୍ରତିନିଧି ଉଦ୍ଧାର ହେଲେ । ଆଜି ସମ୍ବାଦ ସଂଗ୍ରହ ପାଇଁ ଜଣେ ଗଣ ମାଧ୍ୟମ ପ୍ରତିନିଧି ଏମ୍ସ ଭୁବନେଶ୍ୱରକୁ ଆସିଥିଲେ । ଖବର ସଂଗ୍ରହ କରିସାରି ଲିଫ୍ଟ ସାହାର୍ଯ୍ୟରେ ଉପରୁ ତଳକୁ ଆସିବା ବେଳେ…

ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ : ସସ୍ମିତ ପାତ୍ର

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେଡିରେ ନାହାନ୍ତି । ବାଣପୁରରେ ବିଜେପି କର୍ମୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡି ମଡାଇବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଆମେ ସ୍ପଷ୍ଟ କରୁଛୁ କି ଚିଲିକା ବିଧାୟକ…

[ଭିଡିଓ] ମଣିଷ ପ୍ରେମରେ ପଡିଛି ମାଛ

 ଭୁବନେଶ୍ୱର : ମଣିଷ ସ୍ନେହ ଟିକିଏ ପାଇବା ପାଇଁ କିଏ ଅବା ଭଲ ନପାଏ । ସେ ପଶୁପକ୍ଷୀ ହୁଅନ୍ତୁ ଅବା ମାଛ । ଠିକ୍ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କାର୍ଲିଫନିଆରେ । ମଣିଷ ସହ ସମୁଦ୍ର ମାଛର ଭଲ ପାଇବାର ଦୃଶ୍ୟ । ଜଣେ ବ୍ୟକ୍ତି ସମୁଦ୍ର କୂଳରେ ବସିଥିବା ବେଳେ । ଗଭୀର ସମୁଦ୍ରରେ ରହୁଥିବା…

୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ: ସବୁଠି ବିଜେଡ଼ି ବାଜିମାତ

ଭୁବନେଶ୍ୱର : ଆଜି ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଉ ସବୁଠି ବିଜେଡି ହାତେଇଛି ଅଧ୍ୟକ୍ଷ ଆସନ। ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ ଥର ବବିତା…

ନୂଆପଡାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଡଲି ମାଝୀ

ନୂଆପଡା : ନୂଆପଡା ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଡଲି ମାଝୀଙ୍କ ନାଁରେ ମୋହର ଲାଗିଛି । ଲଗାତାର ଚତୁର୍ଥ ପାଇଁ ଜିଲ୍ଲା ପରିଷଦ ଆସନ ଦଖଲ କରିଛି ବିଜେଡି । ଆଜି ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୧୦ ନମ୍ବର ଜୋନର ଡଲି ମାଝି ନିନ୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି ।…

୩୦ଟି ଜିଲ୍ଳା ପରିଷଦରେ ବିଜେଡ଼ିର ସଂଖ୍ୟା ଗରିଷ୍ଠତା ହାସଲ

ଭୁବନେଶ୍ୱର: ଆଜି ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଗଠନ ପାଇଁ ନିର୍ବାଚନ ହୋଇଛି । ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି କବଜାରେ ରହିଛି ୭୬୬ଟି ଜୋନ୍ । ବିଜେଡି ଦଳ ୩୦ଟି ଜିଲ୍ଳା ପରିଷଦରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ତେବେ ଏହାରି ମଧ୍ୟରେ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ତେବେ…

ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ପ୍ରଶାନ୍ତ ଜଗଦେବ, ବିଜେଡିରୁ ବହିଷ୍କାର କରାଯାଉ : ସମ୍ବିତ ପାତ୍ର

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁରରେ ଲୋକମାନଙ୍କୁ ଗାଡି ଚଢାଇଦେବା ଘଟଣା ।ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଧାୟକ ମଦପିଇ ଗାଡି ଚଳାଇବା ସହ ବିଜେପିର କର୍ମୀମାନଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି ଏବଂ ଗଣତନ୍ତ୍ରକୁ ହତ୍ୟା…

ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ, ହେଲେ ବଞ୍ଚିପାରିଲେନି ଯାତ୍ରୀ

ଭୁବନେଶ୍ୱର:  ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ ।ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଏସିଆ ବିମାନ ଆଜି ଜରୁରୀ ଅବତରଣ କରିଛି ।କୋଲକାତାର ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା । ସୂଚନା ଅନୁସାରେ ବାଙ୍ଗୋଲୋରରୁ ବିମାନଟି ସକାଳ ୬ଟା…

ଅନୁଗୁଳରେ କାର ଧକ୍କାରେ ସାମ୍ବାଦିକ ମୃତ୍ୟୁ ଘଟଣା: କାରଟି ପୂର୍ବତନ ବିଜେଡି ସରପଞ୍ଚଙ୍କ ସୂଚନା

ଅନୁଗୁଳ : ଅନୁଗୁଳ କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ବଜ୍ରକୋଟ ଗାଁରେ କାର ଧକ୍କାରେ ସାମ୍ବାଦିକ ମୃତ୍ୟୁ ଘଟଣା । ଏହି ଘଟଣାରେ ଉତ୍ୟକ୍ତ ଲୋକମାନେ ପୋଡିଦେଇଥିବା କାରଟି ଜଣେ ପୂର୍ବତନ ବିଜେଡି ସରପଞ୍ଚଙ୍କ ବୋଲି ଜଣାପଡିଛି । ଗତକାଲି ବାଣପୁରରେ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ…