Latest Odisha News

BREAKING NEWS

Browsing Category

ସହର

City

ଟିକଟ ପାଇଁ ଅଥୟ ହେଲେଣି ଆଶାୟୀ ,୨ ଦିନ ଭିତରେ ବିଜେଡି ଟିକଟ ଘୋଷଣା

ଭୁବନେଶ୍ୱର :ସରିଲା ଗାଁ ଭୋଟ ଏବେ ପୌର ନିର୍ବାଚନ ଚିନ୍ତା । ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାଠାରୁ ଆଶାୟୀଙ୍କ ନିଦ ହଜି ଯାଇଛି । ଟିକଟ ଆଶାରେ ଆଶାୟୀ ମାନେ ବ୍ୟସ୍ତ ହୋଇପଡିଲେଣି । ଏନେଇ ବିଧାୟକଙ୍କ ଘର ଶହ ଶହ ବାୟୋଡାଟା ଦେଇ ନେହୁରା ହେଉଛନ୍ତି ପ୍ରାର୍ଥୀ ମାନେ । ନାମାଙ୍କନ…

ମନ୍ଦିରରେ ଶିବରାତ୍ରୀ ପାଳନ କରୁଛନ୍ତି ଭକ୍ତ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶୈବପୀଠରେ ଚାଲିଛି ଜାଗର ମେଳା । ମନ୍ଦିର ବେଢ଼ାରେ ଦୀପଜାଳି ଜାଗର ପାଳୁଛନ୍ତି ଭକ୍ତ । ମହାଶିବରାତ୍ରୀ ଜାଗର ପାଇଁ ଲିଙ୍ଗରାଜ ମନ୍ଦିର ପାଲଟିଛି ଉତ୍ସବ ମୁଖର । ଫୁଲମାଳରେ ସଜେଇ ହୋଇଛି ମନ୍ଦିର । ପୁରା ପରିବେଶ ହରହରମହାଦେବ ଓ ଶିବ ପଞ୍ଚାକ୍ଷର ମନ୍ତ୍ରରେ ଉଚ୍ଛୁଳି…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୬ ମୃତ

ନୂଆପଡା : ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ । ନୂଆପଡାରେ ଏପରି ଅଭାବନୀୟ ଘଟଣା ଘଟିଛି ।ରାସ୍ତା କଡରେ ଥିବା ଗଛକୁ ଦ୍ରୁତଗାମୀ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ମୟୂରଭଞ୍ଜରେ ୫୩ଟି ଜିଲ୍ଲା ପରିଷଦ ଆସନ ଦଖଲ କଲା ବିଜେଡି

ମୟୂରଭଞ୍ଜ : ମୟୂରଭଞ୍ଜରେ ବିଜେଡିକୁ ବିପୁଳ ସମର୍ଥନ ମିଳିଛି ।୫୬ ଟି ଜିଲ୍ଲା ପରିଷଦ ଆସନରୁ ମୟୂରଭଞ୍ଜରେ ବିଜେଡି ୫୩ଟି ସିଟ ହାତେଇଛି ।ତାସହ ଜେଏମଏମ୍ ୩ଟି ଆସନ ଦଖଲ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଜେପି ଓ କଂଗ୍ରେସ ମୟୂରଭଞ୍ଜରେ ସତ୍ତା ହରାଇଛନ୍ତି । ୧. ଉଦଳା - ୧ - (ବିଜେଡି…

ପଞ୍ଚାୟତ ନିର୍ବାଚନ ଫଳାଫଳ: ୮୫୧ଟି ଜୋନରୁ ୭୬୫ ଆସନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡିର ଐତିହାସିକ ବିଜୟ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୫୧ଟି ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା ହୋଇଛି । ଏହି ଫଳାଫଳରେ ଆଗରେ ରହିଛି ବିଜେଡି ।ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ୭୬୫ଟି ଜୋନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ବିଜେଡିର ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ୨୦୨୨ ନିର୍ବାଚନ ବିଜୁ ଜନତା ଦଳ ବିଜୟୀ ହୋଇଥିବାରୁ ମୋର ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ । ଏହି ଜନମତ ସେବା ଆମ ସଙ୍କଳ୍ପକୁ ଆହୁରି…

ଭଦ୍ରକରେ ବିଜେଡିର ବାଜିମାତ୍ ,୨୮ ଜିଲ୍ଲା ପରିଷଦ ଆସନ ପୋଛିନେଲା ବିଜେଡି

ଭଦ୍ରକ : ସରିଲା ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ରାଜ୍ୟରେ ବିଜେଡି ରେକର୍ଡ ଭାଙ୍ଗିଛି । ଭଦ୍ରକରେ ଜିଲ୍ଲାର ସମସ୍ତ ୨୮ ଟି ଜିଲ୍ଲା ପରିଷଦ ଆସନ ପୋଛିନେଇଛି ବିଜେଡି । ଶଙ୍କନାଦରେ ଫିକା ପଡିଲା ପଦ୍ମ । ଭଦ୍ରକରେ ଗଡ ରକ୍ଷା କରିପାରିଲାନି ବିଜେପି । ୧. ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନରେ…

ମହାଶିବରାତ୍ରୀରେ ଲୋକନାଥ ମନ୍ଦିରରୁ ଚୋରି ,ମହିଳାଙ୍କ ବେକରୁ ୧୪ ଗ୍ରାମର ସୁନା ଚେନ୍ ଲୁଟିନେଲେ ଦୁବୃର୍ତ୍ତ

ପୁରୀ: ଲୁଟେରାଙ୍କ ଟାର୍ଗେଟରେ ଏବେ ପୁରୀ ଲୋକନାଥ ମନ୍ଦିର । ମହାଶିବରାତ୍ରୀରେ ଦର୍ଶନ ପାଇଁ ଆସିଥିବା ବେଳେ ପୁରୀ ଲୋକନାଥ ମନ୍ଦିରରେ ଲୁଟର ଶିକାର ହୋଇଛନ୍ତି ମହିଳା ଭକ୍ତ ।ମନ୍ଦିର ଗମ୍ଭୀରା ଭିତରେ ମହିଳାଙ୍କ ବେକରୁ ଦବୃର୍ତ୍ତ ମାନେ ଲୁଟି ନେଇଛନ୍ତି ସୁନା ଚେନ୍ । ଲୁଟରେ ଶିକାର ହୋଇଥିବା…

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ବାବା କପିଳାଶ ପୀଠ , ଭୋର ୪ଟା ୨୦ରେ ଉଠିବ ମହାଦୀପ

ଢେଙ୍କାନାଳ :ଆଜି ପବିତ୍ର ମହାଶିବ ରାତ୍ରୀ ।ଏନେଇ ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇ ପଡିଛି । ଶଙ୍ଖ ହୁଳ ହୁଳିରେ କମ୍ପୁଛି ପରିବେଶ । ସକାଳୁ ସକାଳୁ ବାବାଙ୍କ ଦର୍ଶନ ପୀଠରେ ଭିଡ ଜମିଛି । ଭୋର ୪ଟା୨୦ରେ ଉଠିବ ମହାଦୀପ । ସମସ୍ତ ରୀତୀନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି। । ତେବେ କରୋନା…

ଜାଗର ପାଇଁ ମୁତୟନ ହେବେ ୨୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆସନ୍ତା କାଲି ଜାଗର । ମହାଦୀପ ପ୍ରଜ୍ୱଳନ ଲାଗି ମନ୍ଦିରମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ରାଜଧାନୀରେ ଟ୍ରାଫିକ ଏକ ବଡ଼ ସମସ୍ୟ ହୋଇଥିବା ବେଳେ ଏ ନେଇ…