Latest Odisha News

ମୟୂରଭଞ୍ଜରେ ୫୩ଟି ଜିଲ୍ଲା ପରିଷଦ ଆସନ ଦଖଲ କଲା ବିଜେଡି

ମୟୂରଭଞ୍ଜ : ମୟୂରଭଞ୍ଜରେ ବିଜେଡିକୁ ବିପୁଳ ସମର୍ଥନ ମିଳିଛି ।୫୬ ଟି ଜିଲ୍ଲା ପରିଷଦ ଆସନରୁ ମୟୂରଭଞ୍ଜରେ ବିଜେଡି ୫୩ଟି ସିଟ ହାତେଇଛି ।ତାସହ ଜେଏମଏମ୍ ୩ଟି ଆସନ ଦଖଲ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଜେପି ଓ କଂଗ୍ରେସ ମୟୂରଭଞ୍ଜରେ ସତ୍ତା ହରାଇଛନ୍ତି ।

BjdElectrycity

୧. ଉଦଳା – ୧ – (ବିଜେଡି ) ସୁଶାନ୍ତି ସିଂ

ବିଜେଡି:-୭୪୧୨
ବିଜେପି:-୪୯୯୪
Jmm:-୬୯୩୨
ଲିଡ଼:-୪୮୦

୨, ଉଦଳା – ୨ – (ବିଜେଡି) ଲଳିତା ବିଶୋଇ।

ବିଜେଡି:-୧୧୪୪୫
ବିଜେପି:-୯୦୧୩
Jmm:-
ଲିଡ଼:-୨୪୩୨
୩. କପ୍ତିପଦା – ୩ (ବିଜେଡି) ସୀରୁ ସୋରେନ

ବିଜେଡି:-୧୬୭୮୧
ବିଜେପି:-୧୦୧୫୫
Jmm:-
ଲିଡ଼:-୬୬୨୬

୪. କପ୍ତିପଦା – ୪ (ବିଜେଡି ) ମକୁ ସିଂ।

ବିଜେଡି:-୧୭୭୦୩
ବିଜେପି:-୯୭୯୫
Jmm:-
ଲିଡ଼:-୭୯୦୮
୫.କପ୍ତିପଦା – ୫ (ବିଜେଡି) ବିପିନ ସିଂ ବଦ୍ରା

ବିଜେଡି:-୧୦୬୩୯
ବିଜେପି:-୪୪୨୩
Jmm:-
ଲିଡ଼:-୬୨୧୬
୬. କରଞ୍ଜିଆ – ୬ (ବିଜେଡି) ବୀଣାପାଣି ନାଏକ
ବିଜେଡି:-୧୬୦୧୪
ବିଜେପି:-୧୦୫୦୩
Jmm:-
ଲିଡ଼:-୫୫୧୧
୭. କରଞ୍ଜିଆ- ୭ (ବିଜେଡି) ଜ୍ୟୋତ୍ସ୍ନାରାଣୀ ନାଏକ।
ବିଜେଡି:-୧୨୧୫୫
ବିଜେପି:-୯୫୪୭
Jmm:-
ଲିଡ଼:-୨୬୦୮
୮. କୁଳିଅଣା – ୮ (ବିଜେଡି) ଦୂର୍ଗା ମାର୍ଣ୍ଡି
ବିଜେଡି:-୧୩୬୧୮
ବିଜେପି:-୧୦୮୩୪
Jmm:-୪୦୯୦
ଲିଡ଼:-୨୭୮୪

୯. କୁଳିଅଣା – ୯ (ବିଜେଡି) ଆନନ୍ଦ ଚରଣ ଟୁଡୁ।
ବିଜେଡି:-୧୧୫୩୬
ବିଜେପି:-
Jmm:-୮୭୦୪
ଲିଡ଼:-୨୮୩୨
୧୦. କୁସୁମୀ – ୧୦ (ବିଜେଡି) ପୁତୁଲ ହାଇବୁରୁ
ବିଜେଡି:-୧୦୯୬୫
ବିଜେପି:-୬୬୨୦
Jmm:-୪୦୫୮
ଲିଡ଼:-୪୩୪୫
୧୧. କୁସୁମୀ – ୧୧ (ବିଜେଡି) ରାମଚନ୍ଦ୍ର ମୁର୍ମୁ।

ବିଜେଡି:-୯୩୭୫
ବିଜେପି:-୬୧୨୮
Jmm:-
ଲିଡ଼:-୩୨୪୭
୧୨. ଖୁଣ୍ଟା – ୧୨ (ବିଜେଡି) ହୃଦାନନ୍ଦ ମୁର୍ମୁ

ବିଜେଡି:-୧୧୪୩୮
ବିଜେପି:-୫୬୪୬
Jmm:-୪୮୫୮
ଲିଡ଼:-୫୭୯୨
୧୩. ଖୁଣ୍ଟା – ୧୩ (ବିଜେଡି) ସୁନୀତି ମାରାଣ୍ଡି।
ବିଜେଡି:-୧୦୧୦୧
ବିଜେପି:-୫୯୫୯
Jmm:-
ଲିଡ଼:-୪୧୪୨
୧୪. ଗୋପବନ୍ଧୁନଗର – ୧୪ (ବିଜେଡି) ଉର୍ମିଳା ଲେଙ୍କା
ବିଜେଡି:-୧୨୯୧୧
ବିଜେପି:-୬୮୨୬
Jmm:-
ଲିଡ଼:-୬୦୪୭
୧୫. ଗୋପବନ୍ଧୁନଗର – ୧୫ (ବିଜେଡି) ଉର୍ମିଳା ସେଠୀ।
ବିଜେଡି:-୧୪୧୮୧
ବିଜେପି:-୬୭୦୩
Jmm:-
ଲିଡ଼:-୭୪୭୮
୧୬. ଜାମଦା – ୧୬ (ବିଜେଡି) ବାବୁଲୁ ଟୁଡୁ

ବିଜେଡି:-୮୬୪୫
ବିଜେପି:-୫୨୭୫
Jmm:-
ଲିଡ଼:-୩୩୭୦
୧୭. ଜାମଦା – ୧୭ (ବିଜେଡି) ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି।

ବିଜେଡି:-୭୯୧୮
ବିଜେପି:-୫୧୪୭
Jmm:-
ଲିଡ଼:-୨୭୭୧
୧୮. ଠାକୁରମୁଣ୍ଡା – ୧୮ (ବିଜେଡି) ପୂର୍ଣ୍ଣିମା ବାଗ ସିଂ
ବିଜେଡି:-୧୨୫୯୯
ବିଜେପି:-୧୧୮୩୮
Jmm:-
ଲିଡ଼:-୭୬୧
୧୯. ଠାକୁରମୁଣ୍ଡା – ୧୯ (ବିଜେଡି) ପ୍ରହଲ୍ଲାଦ ମାଝି।

ବିଜେଡି:-୧୬୨୦୪
ବିଜେପି:-୧୧୪୫୯
Jmm:-
ଲିଡ଼:-୪୭୪୫
୨୦ . ତିରିଂ – ୨୦ (ବିଜେଡି) ପରେଶ ଚନ୍ଦ୍ର ମୁଣ୍ଡା

ବିଜେଡି:-୯୭୬୪
ବିଜେପି:-୨୮୯୫
Jmm:-
ଲିଡ଼:-୬୮୬୯

୨୧ . ତିରିଂ – ୨୧ (ବିଜେଡି) ଜନତା ବସା।

ବିଜେଡି:-୬୩୯୮
ବିଜେପି:-୩୪୨୨
Jmm:-
ଲିଡ଼:-୨୯୭୬
୨୨. ବଡସାହି – ୨୨ (ବିଜେଡି) ଦଶରଥ ସିଂ
ବିଜେଡି:-୧୭୬୭୦
ବିଜେପି:-୮୫୯୩
Jmm:-
ଲିଡ଼:-୯୦୭୭
୨୩. ବଡସାହି – ୨୩ (ବିଜେଡି) ସୁବାସିନୀ ନାଏକ

ବିଜେଡି:-୧୪୩୧୦
ବିଜେପି:-୯୪୫୨
Jmm:-
ଲିଡ଼:-୪୮୫୮
୨୪. ବଡସାହି – ୨୪ (ବିଜେଡି) ଜଗନ୍ନାଥ ମଲ୍ଲିକ।

ବିଜେଡି:-୧୭୮୫୧
ବିଜେପି:-୮୪୯୧
Jmm:-
ଲିଡ଼:-୯୩୬୦

୨୫ . ବହଳଦା – ୨୫ (ବିଜେଡି) ଭଗବତୀ ମିଶ୍ର
ବିଜେଡି:-୮୨୩୧
ବିଜେପି:-୭୦୨୩
Jmm:-
ଲିଡ଼:-୧୨୦୮
୨୬. ବହଳଦା – ୨୬ (ବିଜେଡି) ସୂର୍ଯ୍ୟମଣି ହାଁସଦାଃ।
ବିଜେଡି:-୧୧୭୪୦
ବିଜେପି:-୭୦୯୭
Jmm:-
ଲିଡ଼:-୪୩୪୬
୨୬. ବାଙ୍ଗିରିପୋଷି – ୨୬ (ବିଜେଡି) ପାର୍ବତୀ ସିଂ
ବିଜେଡି:-୧୩୩୯୩
ବିଜେପି:-୮୨୩୮
Jmm:-
ଲିଡ଼:-୫୧୫୫
୨୮. ବାଙ୍ଗିରିପୋଷି – ୨୮ (ବିଜେଡି) ରାମଚନ୍ଦ୍ର ମୁର୍ମୁ।

ବିଜେଡି:-୧୪୬୬୪
ବିଜେପି:-୧୨୨୪୫
Jmm:-
ଲିଡ଼:-୨୪୧୯
୨୯. ବାରିପଦା- ୨୯ (ବିଜେଡି) ସତ୍ୟଭାମା ମହାନ୍ତ

ବିଜେଡି:-୧୧୫୮୪
ବିଜେପି:-୬୮୦୯
Jmm:-
ଲିଡ଼:-୪୭୭୫

30. ବାରିପଦା- ୩୦ (ବିଜେଡି) ନରେନ୍ଦ୍ର ହାଃସଦାଃ।
ବିଜେଡି:-୭୮୫୯
ବିଜେପି:-
Jmm:-୫୩୧୯
ଲିଡ଼:-୨୫୪୦

31. ବିଜାତଳା – ୩୧ (ବିଜେଡି) ପାର୍ବତୀ ଟୁଡୁ

ବିଜେଡି:-୭୨୫୨
ବିଜେପି:-
Jmm:-୫୯୫୮
ଲିଡ଼:-୧୨୯୪

୩୨. ବିଜାତଳା – ୩୨ (JMM ) ମିନା ସରେନ।

ବିଜେଡି:-୫୮୭୯
ବିଜେପି:-
Jmm:-୬୭୯୮
ଲିଡ଼:-୯୧୯

୩୩. ବିଶୋଇ – ୩୩ (ଜେଏମ୍ଏମ୍) ଶୀତଲ କିସ୍କୁ

ବିଜେଡି:-୫୭୪୬
ବିଜେପି:-୪୫୮୮
Jmm:-୫୭୬୮
ଲିଡ଼:-୨୨
୩୪ . ବିଶୋଇ – ୩୪ (JMM ) ବିଦୁସ୍ମିତା ଦେଓ।

ବିଜେଡି:-୬୮୭୦
ବିଜେପି:-
Jmm:-୮୧୨୩
ଲିଡ଼:-୧୨୫୩

୩୫. ବେତନଟୀ – ୩୫ (ବିଜେଡି) ବିଶ୍ବନାଥ ହେମ୍ବ୍ରମ।

ବିଜେଡି:-୧୫୧୮୭
ବିଜେପି:-୮୫୦୮
Jmm:-
ଲିଡ଼:-୬୬୭୯
୩୬ . ବେତନଟୀ – ୩୬ (ବିଜେଡି) ସବିତା ଦାସ।
ବିଜେଡି:-୧୪୪୩୭
ବିଜେପି:-୧୨୦୬୨
Jmm:-
ଲିଡ଼:-୨୩୭୫
୩୭. ବେତନଟି – ୩୭ (ବିଜେଡି) ଧନୀ କିସ୍କୁ।

ବିଜେଡି:-୧୬୭୪୦
ବିଜେପି:-୧୧୫୬୧
Jmm:-
ଲିଡ଼:-୫୧୭୯
୩୮. ମୋରଡା – ୩୮ (ବିଜେଡି) ଅଭିରାମ ଭୋଇ

ବିଜେଡି:-୯୬୫୫
ବିଜେପି:-୬୪୦୦
Jmm:-
ଲିଡ଼:-୩୨୫୫
୩୯. ମୋରଡା – ୩୯ (ବିଜେଡି) ଝରଣା ମୁର୍ମୁ।

ବିଜେଡି:-୮୪୪୪
ବିଜେପି:-୬୧୩୨
Jmm:-
ଲିଡ଼:-୨୩୨୧

୪୦. ମୋରଡା – ୪୦ (ବିଜେଡି) ମିନାକ୍ଷୀ ସୋରେନ।

ବିଜେଡି:-୧୦୧୫୫
ବିଜେପି:-୭୨୪୦
Jmm:-
ଲିଡ଼:-୨୯୧୫

୪୧. ଯଶିପୁର – ୪୧ (ବିଜେଡି) ମିନତି ନାଏକ

ବିଜେଡି:-୧୫୦୧୧
ବିଜେପି:-୯୩୦୦
Jmm:-
ଲିଡ଼:-୫୭୧୧

୪୨. ଯଶିପୁର – ୪୨ (ବିଜେଡି) ଲଳିତା ଧୁଙ୍ଗୁୟା ।

ବିଜେଡି:-୧୧୯୧୨
ବିଜେପି:-୭୬୦୩
Jmm:-
ଲିଡ଼:-୪୩୦୯
୪୩. ରରୁଆଁ – ୪୩ (ବିଜେଡି) ବଦନୀ ମୁଦି

ବିଜେଡି:-୯୪୯୪
ବିଜେପି:-୫୬୩୫
Jmm:-
ଲିଡ଼:-୮୫୯

୪୪. ରରୁଆଁ – ୪୪ (ବିଜେଡି) ମିନତି ତିରିଆ।

ବିଜେଡି:-୯୮୪୧
ବିଜେପି:-୬୭୮୬
Jmm:-
ଲିଡ଼:-୩୦୫୫

୪୫. ରାଇରଙ୍ଗପୁର – ୪୫ (ବିଜେଡି) ଶଚିଦାନନ୍ଦ ମହାନ୍ତ
ବିଜେଡି:-୭୬୬୧
ବିଜେପି:-୪୫୮୮
Jmm:-
ଲିଡ଼:-୨୮୬୫

୪୬. ରାଇରଙ୍ଗପୁର – ୪୬ (ବିଜେଡି) ଲିପିକା ମଣ୍ଡଳ।

ବିଜେଡି:-୭୧୭୭
ବିଜେପି:-
Jmm:-୫୧୦୭
ଲିଡ଼:-୨୦୧୦

୪୭. ରାସଗୋବିନ୍ଦପୁର – ୪୭ (ବିଜେଡି) ଦଶରଥ ରାମ
ବିଜେଡି:-୧୨୧୮୭
ବିଜେପି:-୬୮୮୪
Jmm:-
ଲିଡ଼:-୫୩୦୩

୪୮. ରାସଗୋବିନ୍ଦପୁର – ୪୮ (ବିଜେଡି) ଶ୍ୟାମସୁନ୍ଦର ଡାକୁଆ।

ବିଜେଡି:-୧୬୩୨୯
ବିଜେପି:-୬୬୨୬
Jmm:-
ଲିଡ଼:-୯୭୦୩

୪୯. ଶ୍ୟାମାଖୁଣ୍ଟା – ୪୯ (ବିଜେଡି) ମଧୁସୂଦନ ସିଂ

ବିଜେଡି:-୯୬୧୦
ବିଜେପି:-୬୮୦୪
Jmm:-
ଲିଡ଼:-୨୮୦୬
୫୦. ଶ୍ୟାମାଖୁଣ୍ଟା – ୫୦ (ବିଜେଡି) ଭାରତୀ ହାଁସଦାଃ

ବିଜେଡି:-୧୦୬୧୪
ବିଜେପି:-୭୬୦୮
Jmm:-
ଲିଡ଼:-୩୦୦୬

୫୧. ଶୁକ୍ରୁଳି – ୫୧ (ବିଜେଡି) ପରମେଶ୍ବର ନାଏକ
ବିଜେଡି:-୯୫୦୧
ବିଜେପି:-୬୪୩୪
Jmm:-
ଲିଡ଼:-୩୦୬୬
୫୨. ଶୁକ୍ରୁଳି – ୫୨ (ବିଜେଡି) ବିକାଶ ରଞ୍ଜନ ସି

ବିଜେଡି:-୯୧୪୭
ବିଜେପି:-୬୩୯୯
Jmm:-
ଲିଡ଼:-୨୭୪୮

୫୩. ଶୁଳିଆପଦା – ୫୩ (ବିଜେଡି) ମୀରାଲତା ସିଂ

ବିଜେଡି:-୧୩୭୨୬
ବିଜେପି:-୧୦୭୯୦
Jmm:-
ଲିଡ଼:-୨୯୩୬
୫୪. ଶୁଳିଆପଦା – ୫୪ (ବିଜେଡି) ନାଗେନ୍ଦ୍ର ନାଏକ କିସ୍କୁ।

ବିଜେଡି:-୧୫୩୭୪
ବିଜେପି:-୧୦୨୪୧
Jmm:-
ଲିଡ଼:-୫୧୩୩

୫୫. ସାରସକଣା- ୫୫ (ବିଜେଡି) ମାନୀ ମାହାଲି
ବିଜେଡି:-୧୧୪୫୫
ବିଜେପି:-୮୬୯୬
Jmm:-୬୩୬୪
ଲିଡ଼:-୨୭୫୯
୫୬. ସାରସକଣା- ୫୬ (ବିଜେଡି) ମିତାରାଣୀ ନାଏକ ବିଜୟୀ ହୋଇଛନ୍ତ ।

 

Comments are closed, but trackbacks and pingbacks are open.