Latest Odisha News

BREAKING NEWS

Browsing Category

ସହର

City

୭୦ ପ୍ରତିଶତ ମତଦାନ, ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଶେଷ ଖବର ସୁଦ୍ଧା ୭୦ ପ୍ରତିଶତ ମତଦାନ ସରିଛି । ୨୭ ଟି ଜିଲ୍ଲାର ୬୪ଟି ବ୍ଲକରେ ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ୧୭ ହଜାର ୯୮ଟି ବୁଥରେ ମତଦାନ କରାଯାଇଛି । ଚତୁର୍ଥ…

ସାବଧାନ ! ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ମୋବାଇଲକୁ ଯିବ ଚାଲାଣ

ଭୁବନେଶ୍ୱର: ଆଉ ବର୍ତ୍ତି ପାରିବେନି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ । ଟ୍ରାଫିକ ନିୟମ ମାନୁନଥିଲେ ହୋଇଯାନ୍ତୁ ସାବଧାନ । ଏଣିକି ଟ୍ରାଫିକ ନିୟମ ନମାନିଲେ ମୋବାଇଲକୁ ଯିବ ଚାଲାଣ । ଏଭଳି କଡ଼ା ନିଷ୍ପତ୍ତି ଗ୍ରହଣ କରିଛି ଟ୍ରାଫିକ ପୋଲିସ । ସବୁଠାରୁ ବଡ଼ କଥା ହେଲା ଯଦି ଆପଣ ୫୦ କିମିରୁ ଅଧିକ…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ଭାଗବତ ଗୀତା ବାଣ୍ଟି ଭୋଟ ଭିକ୍ଷା

ଜଗତସିଂହପୁର: ମଇଦାନରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର । ଗୋଟିଏ ପଟେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଅନ୍ୟ ପଟେ ପଞ୍ଚମ ପର୍ଯ୍ୟାୟ ମତଦାନ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ପ୍ରାର୍ଥୀ ମାନେ ବିଭିନ୍ନ ଉପାୟରେ ଭୋଟ୍ ହାତେଇବାର ପ୍ରୟାସ ଜାରି ରଖିଛନ୍ତି ।…

ସୁମିତ୍ ତପସ୍ୱିନୀ ବିବାଦ ମାମଲା : ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସୁମିତ୍ ତପସ୍ୱିନୀ ବିବାଦ ମାମଲା । ପୁଣି ତପସ୍ପିନୀଙ୍କୁ ମିଳିଲା ଝଟକା । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ତପସ୍ୱିନୀଙ୍କୁ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍ । ଭରଣପୋଷଣ ପାଇଁ ମାସକୁ ୧୦ ହଜାର ଲେଖାଏଁ ଦେବେ ସୁମିତ୍…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ମତଦାନ

ନୂଆପଡା: ନୂଆପଡା ଜିଲ୍ଲାର ଖଡ଼ିଆଳବ୍ଲକରେ  ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇଛି ।। ଆଜି ଜିଲ୍ଲାର ୧୨,୧୩ ଓ ୧୪ ନଂ ଜିଲ୍ଲା ପରିଷଦ ସହ ୨୭ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ପଦ ସହ ୱାର୍ଡ ସଭ୍ୟ ପଦ ପାଇଁ ୩୨୧ ବୁଥରେ  ପ୍ରାର୍ଥୀ ଙ୍କ ଭାଗ୍ୟ…

କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୭ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । କେସିଙ୍ଗାରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୭ ଜଣ ଗୁରୁତର ହୋଇଛନ୍ତି । କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୧୭ର ତୁର୍ଲାଖମନ ଠାରେ ଏହି ସଡ଼କ…

ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କଲେ ପାପଡାହାଣ୍ଡି ବ୍ଲକର ଦୁଇ ୱାର୍ଡବାସୀ

ପାପଡାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାପଡାହାଣ୍ଡି ବ୍ଲକର ଦୁଇ ଗୋଟି ୱାର୍ଡ ବାସୀ ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲା ପରିଷଦ ଜୋନ ୩ ର ଘାଟଗୁଡା ପଞ୍ଚାୟତର କାଙ୍ଗମାଝୀ ଗୁଡାର ୧ ନମ୍ବର ୱାର୍ଡ ବାସୀର ୨୦୨ ଭୋଟର ଭୋଟ ବର୍ଜନ କରିଛନ୍ତି। ଚଳିତ ନିର୍ବାଚନରେ…

ଭଦ୍ରକ ଧାମନଗରରେ ନିର୍ବାଚନୀ ହିଂସା : ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ

ଭଦ୍ରକ : ଭଦ୍ରକର ଧାମନଗର ଅଂଚଳରେ ଭୟଙ୍କର ନିର୍ବାଚନୀ ହିଂସାକାଣ୍ଡ । ଗତକାଲି ରାତିରେ ଦଳାଙ୍ଗ ପଂଚାୟତର ଜାହାଙ୍ଗିରି ଅଂଚଳରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ପ୍ରତାପ ଚନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ପ୍ରଚାରକୁ ନେଇ ୨ ଗୋଷ୍ଠୀ ମଧ୍ୟରେ…

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ମୃତକଙ୍କ ସଂଖ୍ୟା ୯୦୩୬ ଛୁଇଁଲା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା । ହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୩୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି : ଦିନ ୧୧ଟା ସୁଦ୍ଧା ୩୬% ରୁ ଅଧିକ ମତଦାନ ସୂଚନା

ଭୁବନେଶ୍ୱର: ପଂଚାୟତର ନିର୍ବାଚନ ପାଇଁ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଶାନ୍ତିଶୃଙ୍ଖଳାର ସହ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି ଭୋଟର । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ୧୭ ହଜାର ୮୯ଟି ବୁଥରେ ମତଦାନ କରିବେ ୫୧ ଲକ୍ଷ ୩୧ ହଜାର ୭୨୭…