Latest Odisha News
Browsing Category

ସହର

City

“ଲିଙ୍ଗରାଜଙ୍କ ଜମି ବିକ୍ରି ପ୍ରସଙ୍ଗ”, ରାଜ୍ୟ ସରକାର ଖଣି ବ୍ୟବସାୟୀ ପ୍ରଭାକରନଙ୍କୁ ଅନୈତିକ ଭାବେ ଜମି…

ଭୁବନେଶ୍ୱର: “ବାଡ ଯଦି କ୍ଷେତ ଖାଇବ କ୍ଷେତକୁ କିଏ ସୁରକ୍ଷା ଦେବ?” ଯେଉଁମାନଙ୍କ ହାତରେ ରାଜ୍ୟ, ପ୍ରକୃତିକ ସଂପଦ ସମେତ ଭଗବାନଙ୍କ ସଂପତିର ସୁରକ୍ଷା କରିବାର ଗୁରୁ ଦାୟୀତ୍ୱ ରହିଛି ସେମାନେ ଭକ୍ଷକ ସାଜି ବେଆଇନ ଭାବେ ହରିଲୁଟ୍ କରିବେ, ତାହେଲେ ଏହାଠୁ ନିନ୍ଦନୀୟ ଓ ଜନବିରୋଧୀ କାର୍ଯ୍ୟ କଣ…

ପ୍ରାର୍ଥୀପତ୍ର ନାକଚକୁ ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର : ପ୍ରାର୍ଥୀପତ୍ର ନାକଚକୁ ନେଇ ତେଜିଲା ବିବାଦ ।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଡେଇପଙ୍କ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ବିନା କାରଣରେ ପ୍ରାର୍ଥୀ ପତ୍ର ନାକଚକୁ ନେଇ ଗ୍ରାମବାସୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସରପଞ୍ଚ ପ୍ରାର୍ଥୀ ମହେଶ୍ୱର…

ଫେବ୍ରୁଆରୀ ମାସ ପାଇଁ ଆସିଲା ନୂଆ ଗାଇଡଲାଇନ,ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର :ଫେବ୍ରୁଆରୀ ମାସ ପାଇଁ ଆସିଲା ଗାଇଡଲାଇନ । ନାଇଟ କର୍ଫ୍ୟୁ ଅବଧି ପୁର୍ବପରି ଜାରି ରହିବ । ରାତି ୧୦ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ସକାଳ ୫ଟା ପରେ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିବ । ପୂର୍ବରୁ ୯ ଟାରୁ ର୍ଫ୍ୟୁ ଅବଧି ଗାଇଡଲାଇନ ଥିଲା ହେଲେ…

ବେଆଇନ ମାଛ ଧରିବା ପଡିଲା ମହଙ୍ଗ। :୪ଟି ଟ୍ରଲର ଜବତ, ୩୨ ଅଟକ

କୋଣାର୍କ :ବେଆଇନ ମାଛ ଧରିବା ପଡିଲା ମହଙ୍ଗ। ।ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁହାଣ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ୪ ଟି ଟ୍ରଲର ଜବତ ହୋଇଛି । ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି ।ସୂଚନା ଅନୁସାରେ ବନ ବିଭାଗ ଓ କୋଷ୍ଟଗାର୍ଡ ଯବାନ ପାଟ୍ରୋଲିଂ କରୁଥିବା ସମୟରେ ୨୦ ଟି…

ପୌର ସଂସ୍ଥା ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଲା ପୌରାଧ୍ୟକ୍ଷ ଚୂଡ଼ାନ୍ତ ତାଲିକା । ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ଏସି ମହିଳାଙ୍କ ପାଇଁ ୯ଟି ଅଧ୍ୟକ୍ଷ ପଦ ଥିବା ବେଳେ ଏସଟି ପାଇଁ ୮ଟି ଅଧ୍ୟକ୍ଷ ପଦ ସଂରକ୍ଷିତ…

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର : ହସ୍ପିଟାଲରେ ଲାଗିଲା ନିଆଁ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାଇଲେସିସ ଓ ସିଟି ସ୍କାନ କେନ୍ଦ୍ରରେ ନିଆଁ ଲାଗି ଯାଇଛି । ପ୍ରାୟ ୬ ଜଣ ଡାକ୍ତର ୨୦ର ଅଧିକ ମେଡିକାଲ କର୍ମଚାରୀ ପହଁଞ୍ଚି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ପ୍ରତେକ୍ଷ ଦର୍ଶୀଙ୍କ କହିବା…

ହୃଦ୍‌ଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ

ଚଣ୍ଡିଖୋଲ : ହୃଦ୍‌ଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ।ଯାଜପୁର ଜିଲ୍ଲା ଧାନମଣ୍ଡଳ ବ୍ଲକ ପଞ୍ଚାୟତର ପ୍ରାର୍ଥୀ ସରୋଜ କୁମାର ସ୍ୱାଇଁଙ୍କ ପରଲୋକ ଘଟିଛି । ତାଙ୍କ ଦେହ ଅସୁସ୍ଥ ହେବାପରେ ତାଙ୍କୁ ରବିବାର ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା…

ପୋଲିସ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର , ମାଓବାଦୀ ଆହତ

ମାଲକାନଗିରି :ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ମାଓବାଦୀ ଆହତ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ଜଣେ ହାର୍ଡଖୋର ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି ।ଆହାତ ମାଓବାଦୀକୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି…

ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ

ଭୁବନେଶ୍ୱର :ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ । କଂଟେନର ସିଜ୍ ସହ ନାଲି ପତାକା ଓ ନୋଟିସ୍ ଲଗାଇଛନ୍ତି ତହସିଲଦାର । ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିର୍ମାଣ କାମ ବନ୍ଦ କରିଛନ୍ତି । ବିବାଦୀୟ ଜମିକୁ ନେଇ ବୋର୍ଡ ଅଫ୍…

ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ

ଭୁବନେଶ୍ୱର: ମଦ ମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ । ଅବକାରୀ ବିଭାଗର ବଡ଼ ସୂଚନା । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ କାଉଣ୍ଟର ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି । ଏନେଇ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ପ୍ରେସମିଟ୍…