Latest Odisha News

BREAKING NEWS

Browsing Category

ସହର

City

କୁହୁଡ଼ି ଚାଦର ତଳେ ଭୁବନେଶ୍ୱର, ଦିଶୁ ନଥିଲା ରାସ୍ତାଘାଟ

ଭୁବନେଶ୍ୱର: ପାଗରେ ପରବର୍ତ୍ତନ । ରାଜଧାନୀରେ ଘନ କୁହୁଡ଼ି । ଆଜି ସକାଳୁ ସକାଳୁ କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇଯାଇଥିଲା ସାରା ଭୁବନେଶ୍ୱର । ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଅତି ପାଖରୁ ବି ଦେଖାଯାଉ ନଥିଲା ରାସ୍ତାଘାଟ । ଏତେ ଜୋରରେ କୁହୁଡ଼ି ପଡ଼ିଥିଲା ଯେ, ମୁହଁକୁ ମୁହଁ…

ସିନେ କଳାକାରଙ୍କ ପକ୍ଷରୁ ମିହିରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ସ୍ବର୍ଗତ ମିହିର ଦାସ ଙ୍କର ଦଶାହ ଦିବସରେ Orissa Cine Artistes Associationର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଙ୍କର ଆହ୍ୱାନ କ୍ରମେ ଏବଂ ସଭାପତି ସିଦ୍ଧାନ୍ତ ମହାପାତ୍ର ଙ୍କର ସଭାପତିତ୍ୱରେ ପିଟିଆ ସ୍ଥିତ RTO 2…

୨୪ ଘଣ୍ଟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ଶହ ପାର୍, ଚିନ୍ତାରେ ରାଜଧାନୀ ବାସୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧୪ ଶହ ଟପିଛି । ଭୁବନେଶ୍ୱରରେ ଆଜି ୧୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।…

ଆଚରଣ ବିଧି ଉଲ୍ଲଂଘନ… ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେପି ଓ ବିଜେଡି

ଭୁବନେଶ୍ୱର: ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନକୁ ନେଇ ସାରା ଓଡିଶାରେ ଜୋରଦାର ଚାଲିଛି ପ୍ରଚାର ପ୍ରସାର । ଏହାରି ଭିତରେ ପରସ୍ପରକୁ କାଦୁଅ ଫୋପାଡିବାରେ ଲାଗିଛି ବିଜେପି ଓ ବିଜେଡି । ନିର୍ବାଚନ ପ୍ରଚାରକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । କୋଭିଡ ନିୟମ ଓ ନିର୍ବାଚନ ଆଇନ୍…

ଶିଶୁଙ୍କ ଅତ୍ୟଧିକ କାନ୍ଦକୁ ଅଣଦେଖା କରିବା ଉଚିତ୍‌ ନୁହେଁ: ଆରିଥ୍‌ମିଆ ନେଇ ସତର୍କ ପରାମର୍ଶ

ଭୁବନେଶ୍ବର: ଯଦି ଆପଣଙ୍କର ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ପେଟ କାଟୁଥିବା, କାନ ଟାଣୁଥିବା ଭଳି ଭାବନା ସହିତ କୋଲିକ୍ କିମ୍ବା ଅନ୍ୟ କିଛି ମଧ୍ୟ ଭାବନ୍ତି।…

ମୋବାଇଲ ଦୋକାନରୁ ୬୦ ସ୍ମାର୍ଟ ଫୋନ ସହ ୧ଲକ୍ଷ ୮୦ ହଜାର ଟଙ୍କା ଲୁଟ ଅଭିଯୋଗ

କେନ୍ଦୁଝର : ମୋବାଇଲ ଦୋକାନରୁ ବଡ ଧରଣର ଲୁଟ । କେନ୍ଦୁଝର ଜିଲ୍ଲା ବିଲେଇପଦା ହାଟ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଏକାଥରକେ ୬୦ ଟି ସ୍ମାର୍ଟ ଫୋନ ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଏହା ସହ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । । ଲୁଟ ହୋଇଥିବା ୬୦ ଟି ସ୍ମାର୍ଟ…

ବାଲିଅନ୍ତା ବୋମା ମାଡ ଘଟଣା, ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ବାଲିଅନ୍ତା ବୋମା ମାଡ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କମିସନରେଟ ପୋଲିସ ଗିରଫ କରିଛି  । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଭାଲିଆବାଡିର ଶୁଶିଲ ବଳିଆର ସିଂ (୨୪) ଏବଂ ଓ ପିତାପଲ୍ଲୀର ମହେଶ୍ୱର ପ୍ରଧାନ(୨୮)। ସୂଚନା ଅନୁସାରେ ବାଲିଅନ୍ତାରେ ଚାଲିଥିବା ଏକ ପ୍ଲଟିଂ ଜମିରେ…

[ଭିଡ଼ିଓ] ଯୁଦ୍ଧକାଳୀନ ଭିତ୍ତିରେ ଗୁଣୁପୁର-ଥେରୁବାଲି ରେଳଲାଇନ ସଂଯୋଗୀକରଣ କରାଯିବ

ଗୁଣୁପୁର: ୱାଲଟେର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ଅନୁପମ ଶତପଥିଙ୍କ ଗୁଣୁପୁର ରେଳ ଷ୍ଟେସନ ପରିଦର୍ଶନ । ଖୁବ ଶୀଘ୍ର ଗୁଣୁପୁର ଥେରୁବାଲି ରେଳଲାଇନ ସଂଯୋଗୀକରଣ କରାଯିବ । ରେଳ କ୍ଷେତ୍ରରେ ସମସ୍ତ ବିକାଶ କରାଯିବ ବୋଲି କହିବା ସହିତ କିଛି ଦାବି ପତ୍ର ମଧ୍ୟ ଗ୍ରହଣ କରିଛନ୍ତି । ଏହା…

ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାଶନ ସଚିବ ଶ୍ରୀ ବିନୋଦ କୁମାର…

ମହିଳାଙ୍କ ପେଟରୁ ୧୦କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍‌ ହସ୍ପିଟାଲର ସର୍ଜନ

ଭୁବନେଶ୍ୱର :ସମ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପୋଚାର । ମହିଳାଙ୍କ ପେଟରୁ ବାହାରିଲା ୧୦ କେଜି ଓଜନର ଟ୍ୟୁମର । ଏହି ଅପରେସନ କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲ ସର୍ଜନ ମାନେ । ଶିକ୍ଷା ଓ ଅନୁସନ୍ଧାନ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର…