Latest Odisha News

BREAKING NEWS

Browsing Category

ସହର

City

[ଭିଡିଓ]ପୁରୀ ବାସେଳୀସାହି ପୋଲିସକୁ ସଫଳତା :୧୪୦ ଗ୍ରାମ ବ୍ରାଉନସୁଗର ଜବତ, ୫ ଗିରଫ

ପୁରୀ : ପୁରୀ ବାସେଳୀସାହି ପୋଲିସକୁ ସଫଳତା । ପୁରୀରେ ନିଶା ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ୫ ଜଣ ବ୍ରାଉନ ସୁଗର ବେପାରୀ ଆଜି ଗିରଫ ହୋଇଛନ୍ତି । ଅଭିଯୁକ୍ତ ମାନଙ୍କ ନିକଟରୁ ୧୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ତା ସହ ଅଭିଯୁକ୍ତଙ୍କ ଠାରୁ ୫୦ ହଜାରରୁ ଉର୍ଦ୍ଦ ଟଙ୍କା…

[ଭିଡ଼ିଓ]ମାଲକାନଗିରି ଦୁର୍ଗମ ଇଲାକାରେ ଦୂର ହେବ ବେକାରୀ ସମସ୍ୟା

ମାଲକାନଗିରି: ଆଗକୁ ବଢିବେ ଦୁର୍ଗମ ଇଲାକା ପିଲା । କେହି ରହିବେନି ବେକାରୀ। ବେକାର ଯୁବକ ଯୁବତୀ ମାନଙ୍କୁ ମିଳିବ ଚାକିରୀ। ଏନେଇ ମାଲକାନଗିରି ଜିଲ୍ଲା ପଲିଟେକନିକ କଲେଜରେ ଆୟୋଜିତ ହୋଇଛି କ୍ଷୁଦ୍ର ନିଯୁକ୍ତି ମେଳା । ଯେଉଁଥିରେ ପ୍ରଥମ ଦିନରେ ଜିଲ୍ଲାର ୮୩୭ ଜଣ ଯୁବକ ଯୁବତି ନିଜର ନାମ…

[ଭିଡ଼ିଓ]ଝାରସୁଗୁଡ଼ା ଡ଼ିଆରଡ଼ିଏ ଅଫିସରେ ପଶିଲା କରୋନା, ୩ଦିନ ଅଫିସ ସିଲ୍

ଝାରସୁଗୁଡ଼ା: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଛି । ଝାରସୁଗୁଡ଼ା ଡ଼ିଆରଡ଼ିଏ ଅଫିସରେ ପଶିଲା କରୋନା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ୨୨ କର୍ମଚାରୀ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହେବା ପରେ ୩ଦିନ ଅଫିସ ସିଲ୍ କରାଯାଇଛି । ଏନେଇ…

ବୁର୍ଲା ଭିସୁଟରେ ଅଫଲାଇନ୍ କ୍ଲାସ ବାତିଲ

ସମ୍ବଲପୁର: ବୁର୍ଲା ଭିସୁଟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକ ଦୃଷ୍ଟିରେ ରଖି ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟାର ଅଫଲାଇନ୍ ପରୀକ୍ଷା ସ୍ଥଗିତ ରଖାଯାଇଛି । କ୍ୟାମ୍ପସ ଛାଡ଼ିଲେ ଛାତ୍ରଛାତ୍ରୀ । କୋଭିଡ଼ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ଅଙ୍ଗିରା ହଷ୍ଟେଲରେ ଆଇସୋଲେସନରେ…

୪୦ କେଜି ଗଞ୍ଜେଇ ଜବତ, ଏସଟିଏଫ୍ ପଞ୍ଝାରେ ୩ଜଣ ଚୋରା ଚାଲଣକାରୀ

ଭୁବନେଶ୍ୱର : ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ଚୋରା ଚାଲଣକାରୀ । ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ୪୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏତେ ପରିମାଣର…

[ଭିଡ଼ିଓ]ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବିରେ ଡ଼ଗରାସାହି ଲେବୁଲ କ୍ରସିଂରେ ଧାରଣା

ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନ ନିକଟରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ଦାବିରେ ଧାରଣା ଦିଆଯାଇଛି । ଚରମ୍ପା ଡ଼ଗରାସାହିରେ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବି ଜୋର ଧରିଛି । ପୂର୍ବତନ ବିଧାୟକ ନରେନ୍ ପଲାଇଙ୍କ ନେତୃତ୍ୱରେ ସ୍ଥାନୀୟବାସିନ୍ଦା ଲେବଲ କ୍ରସିଂରେ ରେଳ ଧାରଣା ଉପରେ ଧାରଣା…

ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ : ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ୧୧୯୧ କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଚାଲିଛି । ହେଲଥ କେୟାର…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କରୋନା ପଜିଟିଭ , ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କରୋନା ସଂକ୍ରମିତ ହୋଇଛନ୍ତି  । ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି । ଗତ ତିନି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ଟ୍ୱିଟ କରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଉମରକୋଟ୍ ପୋଲିସକୁ ମିଳିଛି ସଫଳତା, ଗଞ୍ଜେଇ ଜବତ ସହ ୩ଜଣ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସକୁ ମିଳିଛି ବଡ଼ ସଫଳତା । ୧୨୯ କିଲୋଗ୍ରାମ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ଏହାସହ ୩ଜଣଙ୍କୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁସାରେ, ଗୁରୁବାର ସକାଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉମରକୋଟ୍ ଷ୍ଟାଡ଼ିୟମ ନିକଟରୁ ଏକ ପିକଅପ…

ରାଜ୍ୟରେ ୨୪ଘଣ୍ଟାରେ ୨୭୦୩ କୋଭିଡ଼୍ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ..

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ିଚାଲିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୭୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୭୯ ଓ ସ୍ଥାନୀୟ ସଂକ୍ରମଣରୁ ୧୧୨୪ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷ ମଧ୍ୟରେ ୪୦୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…