Latest Odisha News

BREAKING NEWS

Browsing Category

ସହର

City

ପୋଲିସ ଓ ଏସଟିଏଫ୍ ପଞ୍ଝାରେ ଦୁଇ ବ୍ରାଉନସୁଗର ବେପାରୀ

ପୁରୀ : ପୋଲିସ ପଞ୍ଝାରେ ଧଳା ଜହର ବେପାରୀ । ଏସଟିଏଫ୍ ଓ ତାଳବଣିଆ ପୋଲିସ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ବେପାରୀ ହେଲା ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ୱର ଖଣ୍ଟପଡାର କମଳ କିଶୋର ପଣ୍ଡା । ଅଭିଯୁକ୍ତମାନଙ୍କ ଠାରୁ ୧୦୦…

୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି

ଭୁବନେଶ୍ୱର : ୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି । ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଛି । ଆସନ୍ତା ୪ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ରାୟ ଦେଇଛନ୍ତି ମାନ୍ୟବର କୋର୍ଟ । ମାନ୍ୟବର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆସନ୍ତା ୪…

ଆଜିଠାରୁ ତିନି ଦିନ ବର୍ଷିବ

ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ବର୍ଷା । ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ ଲଗାଇଛି । ଘନ କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏବଂ ଓ୍ବେଷ୍ଟର୍ଣ୍ଣ…

ମଦ ଦୋକାନ ଖୋଲିବାକୁ ବିରୋଧ କରି ଦାବିପତ୍ର ପ୍ରଦାନ

ଯାଜପୁର: ଜନବସତି ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପ୍ରହ୍ଲାଦପୁର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରାଯାଇଛି । ଏନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଏକ…

ସୁସ୍ଥ ହେଲେ ନାଇଜେରିଆ ଫେରନ୍ତା ପ୍ରଥମ ଓମିକ୍ରନ ସଂକ୍ରମିତ

କଟକ : ସୁସ୍ଥ ହେଲେ ନାଇଜେରିଆ ଫେରନ୍ତା ପ୍ରଥମ ଓମିକ୍ରନ ସଂକ୍ରମିତ । କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । ସେ ୧୪ ଦିନ କାଳ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ଡିସଚାର୍ଜ ହୋଇଛନ୍ତି ବୋଲି ଅଶ୍ୱିନୀ ହସ୍ପିଟାଲ କର୍ତୁପକ୍ଷ ସୂଚନା…

ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସମଗ୍ର ଦେଶରେ ଓମିକ୍ରନ ଆକ୍ରାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଅନ୍ୟ ରାଜ୍ୟ ତୁଳନାରେ ଏବେ ଓଡ଼ିଶାରେ ସ୍ଥିତି ଭଲ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ କିମ୍ବା ଲକଡ଼ାଉନ ଭଳି ପରିସ୍ଥିତି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।…

କଟକ ପରେ ପୁରୀରେ ଅଘଟଣ ,ମାଞ୍ଜା ସୂତା ଲାଗି କଟିଲା ଜଣଙ୍କ ବେକ

ପୁରୀ : କଟକ ପରେ ପୁରୀରେ ଅଘଟଣ। ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ମାଞ୍ଜା ସୂତା ଲାଗି ବେକ କଟିଯାଇଛି । ଡ଼ାକ୍ତରଖାନା ଛକ ସ୍ଥିତ ମାଳିଜାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର…

[ଭିଡିଓ] କାମାକ୍ଷାନଗରରେ ଧାନ ମଣ୍ଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଢେଙ୍କାନାଳ : ଶୁଭାରମ୍ଭ ହେଲା ଧାନ ମଣ୍ଡି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବ୍ଲକ ଗୋଦରିବିଲି ଠାରେ ଧାନମଣ୍ଡିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସରଜ କୁମାର ସେଠୀ ଯୋଗଦେଇ ସରକାରୀ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ । ଅନ୍ୟପଟେ ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୧୧…

ରାଜବୀରଙ୍କ ସହାୟତା ପାଇଁ ବିଦେଶରେ ସ୍ୱର

ଫୁଲବାଣୀ : ରାଜବୀରଙ୍କ ସହାୟତା ପାଇଁ ବିଦେଶରେ ସ୍ୱର । ଓଡିଶା ପୁଅ ରାଜବୀର ପାଇଁ ବିଦେଶରେ କରାଯାଉଛି କ୍ୟାମ୍ପେନିଙ୍ଗ । ସ୍ପାଇନାଲ ମସ୍କୁଲାର ଅଟ୍ରୋଫି ତଥା ଏସ୍ଏମ୍ଏ ଭଳି ମେରୁଦଣ୍ଡ ମାଂସପେଶୀ ରୋଗରେ ଆକ୍ରାନ୍ତ ରାଜବୀର । ଫୁଲବାଣୀର ୧୯ ମାସର ପୁଅ ରାଜବୀର ପାଇଁ ଆମେରିକାରେ ଏକାଠି ହୋଇ…

‘ଓମିକ୍ରନ’ର ପ୍ରଥମ ଲକ୍ଷଣ କଣ ? ସଂକ୍ରମଣ ବ୍ୟାପିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର : ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନେକ ପଜିଟିଭ୍ କେଶ୍ ମଧ୍ୟ ପ୍ରତିଦନ ସାମ୍ନାକୁ ଆସିଛି । ଭାରତରେ ଓମିକ୍ରନ ସଂଖ୍ୟା ୫ଶହ ପାର ହୋଇସାରିଲାଣି । ହେଲେ ଡେଲଟା ତୁଳନାରେ ଓମିକ୍ରନର ଲକ୍ଷଣ କିଛି ଅଲଗା ରହିଛି । ଦକ୍ଷିଣ ଆଫ୍ରିକାର ହେଲଥ୍…