Latest Odisha News

BREAKING NEWS

Browsing Category

ସହର

City

ପୁଣି ଛୁଟି ବଢ଼ାଇଲେ ସୁମିତ, ଶ୍ୱଶୁର ଘରେ ତପସ୍ୱିନୀଙ୍କ ଧାରଣା ଜାରି

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ବିବାଦ କେବେ ତୁଟିବ ? ନ୍ୟା ଦାବିରେ ତପସ୍ୱିନୀଙ୍କ ତପସ୍ୟା ଜାରି ରହିଥିବା ବେଳେ ସୁମିତଙ୍କ ଖୋଜଖବର ନାହିଁ । ସୁମିତ ଛୁଟି ପରେ ଛୁଟି ବଢ଼ାଇ ଚାଲିଛନ୍ତି । ପୁଣି ଥରେ ୧୫ ଦିନ ଛୁଟି ନେଇଛନ୍ତି ସୁମିତ ।…

ରାଜ୍ୟରେ ଆଉ ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଅପରାହ୍ନ ୫ଟା ୩୦ମିନିଟରେ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ କରାଯିବ । ବୈଠକରେ ୧୦ରୁ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା…

ସାରା ରାଜ୍ୟରେ ଶୀତର ଲହରୀ ଜାରି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଅସହ୍ୟ ହୋଇପଡ଼ୁଛି ଥଣ୍ଡାର ପ୍ରକୋପ । ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଶୀତର ଲହରୀ । ଥଣ୍ଡା ଅଧିକ ହେଉଥିବାରୁ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଲାଣି । ଦିନତମାମ ଶୀତବସ୍ତ୍ର ପିନ୍ଧି…

[ଭିଡ଼ିଓ] ଚିତ୍ରକଳାରେ କୃଷକ ଦିବସର ଶୁଭେଚ୍ଛା

ଭୁବନେଶ୍ୱର : ଦେଶର ମେରୁଦଣ୍ଡ ହେଉଛି କୃଷକ। ଯିଏ କି ଖରା ବର୍ଷା କାକରକୁ ଖାତିର ନକରି ଆମକୁ ଅନ୍ନ ଯୋଗାଇଥାଏ।। ସେହି ଅନ୍ନଦାତା କୃଷକଙ୍କ ପାଇଁ ଆଜି ହେଉଛି ଦିନଟିଏ। ଆଜି ଏହି କୃଷକ ଦିବସରେ ନିଜ ଚିତ୍ରକଳା ମାଧ୍ୟମରେ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ।…

[ଭିଡ଼ିଓ] ଜମାକାରୀଙ୍କ ଟଙ୍କା ଫେରସ୍ତ ନହେଲେ ଜୋରଦାର ଆନ୍ଦୋଳନ

କଳାହାଣ୍ଡି : କ୍ଷତିଗ୍ରସ୍ତ ମାନଙ୍କୁ ଟଙ୍କା ଫେରାଅ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ। ଏହି ଧମକ ଦେଇଛନ୍ତି ଜମାକାରୀ ମିଳିତ ମଞ୍ଚ । କଳାହାଣ୍ଡି ଜିଲ୍ଲାର କେଶିଙ୍ଗା ତହସିଲ ଅଞ୍ଚଳର ପଞ୍ଜି ସ୍କିମ କ୍ଷତିଗ୍ରସ୍ତ ଜମାକାରୀମାନେ ଟଙ୍କା ଫେରସ୍ତ ଦାଵିରେ ତହସିଲ ସମ୍ମୁଖରେ…

ଫୁରଲିଝରଣରେ ଅଭାବନୀୟ ଘଟଣା, ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ି ବାପାଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା । ପ୍ରସିଦ୍ଧ ଫୁରଲିଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ପରିବାର । ଏହି ସମୟରେ ଜଳପ୍ରପାତରେ ଦୁଇ ନାବାଳକ ଖସି ପଡ଼ିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ବାପା ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ । ମୃତକ ଜଣକ ଟିଟିଲାଗଡ଼ର ଜିତେନ୍ଦ୍ର କୁମାର…

ଓମିକ୍ରନ ନେଇ ବଢ଼ୁଛି ଚିନ୍ତା, ଜଗତସିଂହପୁରରେ ୫ଦିନ ଧର୍ମାନୁଷ୍ଠାନରେ ଦର୍ଶନ ବନ୍ଦ

ଜଗତସିଂହପୁର: ବଢ଼ୁଛି ଓମିକ୍ରନ ଚିନ୍ତା । ଆଗକୁ ଆସୁଛି ଖ୍ରୀଷ୍ଟମାସ ଓ ନୂଆବର୍ଷ । ଏହି ଦିନମାନଙ୍କ ହେଉଥିବା ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନଗୁଡ଼ିକରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି…

ଭୁୁବନେଶ୍ୱର ରେଲୱେ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନର ପ୍ରମାଣ ପତ୍ର ମିଳିଲା

ଭୁୁବନେଶ୍ୱର : ଭୁୁବନେଶ୍ୱର ରେଲୱେ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନର ପ୍ରମାଣ ପତ୍ର ମିଳିଲା । ଯାତ୍ରୀ ମାନଙ୍କୁ ଉଚ୍ଚ ଗୁଣବତ୍ତ। ଏବଂ ପୃଷ୍ଟି କର ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ 'FSSAI' ଦ୍ୱାରା ପ୍ରମାଣପତ୍ର ମିଳିଛି । ପ୍ରମାଣ ପତ୍ର ପାଇବାରେ…

ଗୁଣୁପୁରରେ ପ୍ରେସ୍ କ୍ଲବ ଗଠିତ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ଗୁଣୁପୁର: ଗୁଣୁପୁର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୁଣୁପୁର ଉପଖଣ୍ଡର ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଏବଂ ସ୍ୱାସ୍ଥ୍ୟ କାର୍ଡ଼ର୍ ଉପରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଗୁଣୁପୁର…