Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଗଲା ଆଉ ଏକ ଜୀବନ । ଗତ ୨୪ଘଣ୍ଟା ମଧ୍ୟରେ ୧୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଗାଁରେ ୨୦ ଟିକିଆ ହାତୀ ପଲ ଆତଙ୍କ

ଟାଙ୍ଗୀ : ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ। ଦିନ ଦିପହରରେ ବି ହାତୀ ପଲ ଗାଁ ଗଣ୍ଡାରେ ପଶି ଆତଙ୍କ ଖେଳାଉଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ସବୁ ନଷ୍ଟ କରିଚାଲିଛନ୍ତି । ସେହିଭଳି ଟାଙ୍ଗୀ ଅଞ୍ଚଳରେ ରାତି ହୋଇଗଲେ ହାତୀ ଉପଦ୍ରବ ଜାରି ରହିଛି । ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫୫ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ସଙ୍ଗରୋଧରୁ ୯୧ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୬୪ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଆଜି ହକରମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହକରମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ନଭେମ୍ବର ୩୦ତାରିଖରେ ରାଜ୍ୟ ସମ୍ବାଦପତ୍ର ହକରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ…

ସୁମିତ୍- ତପସ୍ୱିନୀ ବିବାଦ ମାମଲା, ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ରାଜଭବନରୁ ନିର୍ଦ୍ଦେଶ

ବ୍ରହ୍ମପୁର: ସୁମିତ୍ ତପସ୍ୱିନୀ ମାମଲା । ଦିନକୁ ଦିନ ଘଟଣାର ମୋଡ଼ ବଦଳୁଛି । ହେଲେ ସମାଧାନର ବାଟ ଫିଟୁନି । ଶାଶୁଘର ବାରଣ୍ଡାରେ ଦୀର୍ଘଦିନ ହେବ ଧାରଣାରେ ବସିରହିଛନ୍ତି ତପସ୍ୱିନୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତପସ୍ୱିନୀ ନ୍ୟାୟ ପାଇଁ ସେ ୨୦ତାରିଖରେ ରାଜ୍ୟପାଳଙ୍କ ନିକଟକୁ ପତ୍ର…

ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଞ୍ଜକୋଠି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଘର ଅଜଗରବେଦୀ ଗାଁର ବୋଲି ସୂଚନା ମିଳିଛି । ତାଙ୍କୁ ହତ୍ୟା ପରେ ଅଖା ଭିତରେ ଭର୍ତ୍ତି କରାଯାଇଥିବା ସନ୍ଦେହ କରାଯାଉଛି…

ଧାନକିଣା ଓ ମଣ୍ଡି ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍

ନୂଆଦିଲ୍ଲୀ:ମଣ୍ଡି ଓ ଧାନକିଣା ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍ । ମଣ୍ଡିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡି ନଷ୍ଟ ହେଉଛି ।ଏନେଇ ପୀୟୁଷ ଗୋଏଲଙ୍କୁ ଜଣାଇଲା ବିଜେପି ଟିମ୍ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଥିବା…

ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ଚିତ୍ର କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ ଜନ୍ମ ବାର୍ଷିକୀ । ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୬ ଫେବୃଆରୀ ୨୦୧୨ରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…

ମଣ୍ଡିରେ ସମସ୍ୟା: ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀଙ୍କ ବିରୋଧ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ଧାନ ମଣ୍ଡିରେ ପିଛା ଛାଡ଼ୁନି ସମସ୍ୟା। ଆଜିବି ଚାଷୀଙ୍କ ଧାନ ଉଠିପାରିନଥିଲା। ନିୟନ୍ତ୍ରିତ ବଜାର କମିଟି ଅଧିକାରୀଙ୍କ ସମେତ ଧାନ କିଣିବା ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଦଳ ଉପସ୍ଥିତ ଥିଲେ ବି କୌଣସି ମିଲର ଆସିନଥୁବାରୁ…

ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଡ଼ିଆରଡ଼ିଓ ପକ୍ଷରୁ ବୁଧବାର ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟର ପରୀକ୍ଷଣ ହୋଇଥିଲା । ଯାହା ସମ୍ପୂର୍ଣ୍ଣ ସଫଳ…