Latest Odisha News
Browsing Category

ପୁରୀ

Puri

ପିପିଲି ଟୋଲ୍ ଗେଟ ନିକଟରେ ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ପିପିଲି : ପିପିଲି ଟୋଲଗେଟ୍ ନିକଟରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ଗ୍ରାମବାସୀ । ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ କଟାମୁଣ୍ଡ ସହ ମୃତଦେହ ରଖି ନ୍ୟାୟ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି  ।ଏନେଇ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି କିଛି ସମୟ ପାଇଁ ଅଟକି ଯାଇଥିଲା । ପିପିଲି…

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଏଥିପାଇଁ ସାମୟିକ ବନ୍ଦ ରହିବ ଶ୍ରୀଜିଉଙ୍କର ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଯାଏ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ । ଏହି ସମୟରେ ବନକପେଡ଼ି ଧରି ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ।…

ପୁରୀରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଟିମର ସର୍ଭେ

ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ବୈଷୟିକ ଟିମର ସର୍ଭେ ଆରମ୍ଭ । ୭ ଜଣିଆ ଟିମ୍ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ ବ୍ୟୟ ବରାଦ…

ପୁରୀ ବେଳାଭୂମିରେ ବାଲୁକାକଳାରେ ମହିଳା ଦିବସ ଶୁଭେଚ୍ଛା

ପୁରୀ: ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଅନୁଷ୍ଠାନର ଛାତ୍ରୀ ମାନେ ଏକ ସୁନ୍ଦର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଏହି ଦିବସର ଉପଲବ୍ଧି କରି ସମସ୍ତ ମହିଳା ଏହି ଦିବସକୁ…

କାଲି ଶ୍ରୀଜିଉଙ୍କର ବନକଲାଗି ନୀତି, ସନ୍ଧ୍ୟା ୫ରୁ ୮ଟା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିସହ ଶ୍ରୀମୁଖ ଶୃଙ୍ଗାର ହେବ । ବନକଲାଗି ନୀତି ପାଇଁ କାଲି ସଂଧ୍ୟା ୫ଟାରୁ ରାତି ୮ଟା ଯାଏ ଶ୍ରୀଜିଉଙ୍କର ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାତି ୮ଟାରେ…

[ଭିଡିଓ] ବାଲୁକା କଳାରେ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

ପୁରୀ : ଅନ୍ତର୍ଜାତୀୟ ମହିଳା ଦିବସରେ ଅବସରରେ ପୁରୀ ବେଳା ଭୂମିରେ ସୁନ୍ଦର ବାଲୁକା କଳା । ଆସନ୍ତା କାଲି ମାର୍ଚ୍ଚ ୮ ତାରିଖରେ ଦେଶ ପାଳିବ ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି  ବାଲୁକା ଶିଳ୍ପୀ ମାନସ…

ଶ୍ରୀମନ୍ଦିରରେ ରକ୍ତଛିଟା,ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି

ପୁରୀ : ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା । ନୀତିକାନ୍ତି ବିଳମ୍ବ ।ଶ୍ରୀମନ୍ଦିରରେ ଅବକାଶ ପୂଜା ପରେ ଭିତରକାଠ ନିକଟରେ ଆଜି ସକାଳେ ରକ୍ତ ଛିଟା ଦେଖିବାକୁ ମିଳିଥିଲା । ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ଫଳରେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି…

ବାଲୁକା କଳା ମାଧ୍ୟମରେ ଜନୌଷଧି ସପ୍ତାହର ଶୁଭେଚ୍ଛା

ପୁରୀ : ଆଜି ଭାରତ ପାଳୁଛି ଜନୌଷଧି ସପ୍ତାହ । ମାର୍ଚ୍ଚ ୭ ତାରିଖକୁ ଜନୌଷଧି ସପ୍ତାହ ରୂପେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ବାଳୁକାଶିଳ୍ପୀ ସୁଦାମ ପ୍ରଧାନ ସମସ୍ତଙ୍କୁ ଏହି ଯୋଜନାର ଉପଯୋଗୀତା ଜାଣିବା ପାଇଁ ବାଲୁକା କଳା ଜରିଆରେ ସଚ୍ଚେତନତା ବାର୍ତା ବାଣ୍ଟିଛନ୍ତି…

ବାଲୁକା କଳାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବାଲୁକା କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଜନଜନାୟ ବିଜୁ ପଟ୍ଟନାୟକଙ୍କ ବାଲୁକା…

ମନ୍ଦିରରେ ଶିବରାତ୍ରୀ ପାଳନ କରୁଛନ୍ତି ଭକ୍ତ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶୈବପୀଠରେ ଚାଲିଛି ଜାଗର ମେଳା । ମନ୍ଦିର ବେଢ଼ାରେ ଦୀପଜାଳି ଜାଗର ପାଳୁଛନ୍ତି ଭକ୍ତ । ମହାଶିବରାତ୍ରୀ ଜାଗର ପାଇଁ ଲିଙ୍ଗରାଜ ମନ୍ଦିର ପାଲଟିଛି ଉତ୍ସବ ମୁଖର । ଫୁଲମାଳରେ ସଜେଇ ହୋଇଛି ମନ୍ଦିର । ପୁରା ପରିବେଶ ହରହରମହାଦେବ ଓ ଶିବ ପଞ୍ଚାକ୍ଷର ମନ୍ତ୍ରରେ ଉଚ୍ଛୁଳି…