Latest Odisha News

BREAKING NEWS

Browsing Category

କଟକ

Cuttack

‘ବିଦ୍ୟାଭାରତୀଙ୍କୁ ଗିରଫ କାହିଁକି କରୁନ’–ସୌମ୍ୟଙ୍କ ବାପା

କଟକ : ଏସିଏଫ୍‌ ସୌମ୍ୟରଞନ ମୃତ୍ୟୁ ମାମଲା  ୭୫ ଦିନ ବିତିଲାଣି କିନ୍ତୁ ଏଯାଏଁ  ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦା ଉଠିଲା ନାହିଁ । ତେଣୁ ମାମଲାର ପୁନଃ ତଦନ୍ତ ପାଇଁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ  ବାପା । ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୂଖ୍ୟାଳୟରେ ପହଞ୍ଚି ADG ଙ୍କୁ  ଭେଟି…

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା, ଦୁଇ ଗିରଫ

କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାରେ୨ ଜଣ ଗିରଫ ହୋଇଛନ୍ତି । ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି…

ବାତ୍ୟା ଗୁଲାବ ପ୍ରଭାବ, ଅଶାନ୍ତ ଚିଲିକା

ଟାଙ୍ଗୀ: ବାତ୍ୟା ଗୁଲାବ ପ୍ରଭାବରେ ଅଶାନ୍ତ ଚିଲିକା ବାତ୍ୟା ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ବିତ୍ପାତ । କିଛି ସ୍ଥାନରେ ମାଟି ଧସି ଯାଇଥିବା ବେଳେ କିଛି ସ୍ଥାନରେ ବର୍ଷ ଯୋଗୁ ବେହାଲ ସ୍ଥିତି ଉପୁଜିଛି । ସେହିଭଳି ବାତ୍ୟା ଯୋଗୁ ଚିଲିକା ବି ଅଶାନ୍ତ ହୋଇପଡିଛି । ଜୁଆର ଆସିବା…

ଯୋବ୍ରା ବ୍ୟାରେଜରୁ ହାତୀର ମୃତଦେହ ଠାବ

କଟକ: ଯୋବ୍ରା ବ୍ୟାରେଜରୁ ଏକ ହାତୀର ମୃକଦେହ ଠାବ ହୋଇଛି । ମୁଣ୍ଡୁଳିରେ ଫସି ରହିଥିବା ହାତୀଟି ଭାସି ଆସିଥିବା ସନ୍ଦେହ କରାଯାଉଛି । ତେବେ ଏହି ହାତୀଟି ମହାନଦୀରେ ଫସିଥିବା ହାତୀ କି ନୁହେଁ ସ୍ପଷ୍ଟ ହୋଇନି । ଏନେଇ ବନବିଭାଗ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ହାତୀର…

ଜଗତପୁର ବ୍ରିଜରୁ ମହାନଦୀକୁ ଡେଇଁଲେ କଲେଜ ଅଧ୍ୟାପକ

କଟକ: ଜଗତପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଜଣେ କଲେଜ ଅଧ୍ୟାପକ । ତାଙ୍କ ନାଁ ଦେବାଶିଷ ଦାସ ଓ ଘର ଚାଉଳିଆଞ୍ଜରେ । ଆଜି ସକାଳେ ଏହି ଅଘଟଣ ଘଟିଛି । ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଅଛନ୍ତି ଦେବାଶିଷ ଦାସ । ସେ ନିଖୋଜ ଅଛନ୍ତି । ଡ୍ରାଇଭର କାର୍ ଚଳାଉଥିଲେ । ବ୍ରିଜ୍…

ମୁଣ୍ଡଳୀ ବୋଟ୍ ବୁଡିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର

କଟକ : ମୁଣ୍ଡଳୀ ବୋଟ୍‌ ବୁଡି ଘଟଣା । ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମର ଶରୀର  । ମୁଣ୍ଡଳୀ ବ୍ୟାରେଜ୍‌ରେ ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍‌ ଟିମ ବୋଟ୍‌ ବୁଡି ଘଟଣାରେ ନିଖୋଜ ଓଡ୍ରାଫ୍‌ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ…

ମୁଣ୍ଡଳୀରେ ଫସିଥିବା ଦନ୍ତା ହାତୀର ମିଳୁନି ପତ୍ତା

କଟକ: ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ  ହାତୀକୁ ଉଦ୍ଧାର କରିବା ପାଇଁ ହାତୀଟିକୁ…

ଧଳାଜହର କାରବାର,୧ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଟାଙ୍ଗି: ବେଧଡକ ଚାଲିଛି ଧଳାଜହର କାରବାର । ଟାଙ୍ଗିରୁ ପୁଣି ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ । ଚଢାଉରେ ଜଣେ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଏହି ବ୍ୟବସାୟୀଙ୍କଠାରୁ ଏକ ଲକ୍ଷ ଟଙ୍କାର ଧଳା ଜହର ଜବତ…

ମୁଣ୍ଡୁଳି ବ୍ରିଜ ଉପରେ ବୋଟ୍ ଓଲଟିବା ଘଟଣା; ଉଦ୍ଧାର ହେଲେ ଦୁଇ ଓଟିଭି ପ୍ରତିନିଧି ଏବଂ ଓଡ୍ରାଫ୍ ଟିମ୍ ସଦସ୍ୟ

କଟକ: ଜାରି ରହିଥିଲା ଅପରେସନ ଗଜ । ଘଟିଲା ଅଘଟଣ । ମୁଣ୍ଡୁଳି ବ୍ରିଜ ଉପରେ ଓଲଟିପଡିଲା ଓଡ୍ରାଫ୍ ଟିମର ବୋଟ୍ । ବୋଟରେ ଥିବା ଓଡ୍ରାଫ୍ ଟିମ୍ ସଦସ୍ୟଙ୍କ ସମେତ ନଦୀରେ ପଡିଗଲେ ଓଟିଭିର ଦୁଇ ପ୍ରତିନିଧି ଅରିନ୍ଦମ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା । ଏହି ଘଟଣାରେ ଚାରିଜଣ ଓଡ୍ରାଫ୍…

ଓଲଟିଲା ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍‌ , ଭାସିଗଲେ ୨ ଗଣମାଧ୍ୟମ ପ୍ରତିନିଧି

କଟକ: ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍ । ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟ୍ ଓଲଟି ପଡ଼ିଛି । ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ରବର ବୋଟ୍‌ରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ୍ ଟିମ୍ । ନଦୀ ସ୍ରୋତରେ ଫସିଥିବା…