Latest Odisha News

BREAKING NEWS

Browsing Category

କଟକ

Cuttack

୫ଟି ସଚିବଙ୍କ କଟକ ଗସ୍ତ; ଖାନନଗରକୁ ସ୍ଥାନାନ୍ତର ହେବ ବାଦାମବାଡି ବସଷ୍ଟାଣ୍ଡ

କଟକ: ଅତିଶୀଘ୍ର କଟକ ବାଦାମବାଡି ବସଷ୍ଟାଣ୍ଡର ନବୀକରଣ ଓ ଆଧୁନିକୀକରଣ କାମ ଆରମ୍ଭ ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଦିନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଆକସ୍ମିକ କଟକ ଗସ୍ତ ପରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୋଲିସ…

କରୋନା ଭାଇରସ: ଏସସିବିରେ ଆଉ ୨ କରୋନା ସନ୍ଦିଗ୍ଧ ଭର୍ତ୍ତି

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଦୁଇ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଡିଏମଇଟି ଡା. ସିବିକେ ମହାନ୍ତିଙ୍କ ସୂଚନା ଅନୁସାରେ, ୨ ଜଣ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଫେରିଛନ୍ତି ଓ ଅନ୍ୟ ଜଣେ ଓମାନ ସହ ସଂପୃକ୍ତ । ଡାକ୍ତରଙ୍କ ମୁତାବକ, ଉଭୟଙ୍କୁ…

ଭୁବନେଶ୍ୱର ହୋଟେଲରୁ ଠାବ ହେଲେ ଏସସିବିରୁ ନିଖୋଜ କରୋନା ସନ୍ଦିଗ୍ଧ

କଟକ: ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ହୋଇଥିବା ଆୟର୍ଲାଣ୍ଡ ନାଗରିକଙ୍କୁ ଭୁବନେଶ୍ୱରର ଏକ ହୋଟେଲରୁ ଠାବ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ ତାଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କରୋନା ସନ୍ଦେହରେ ଏସସିବି…

କରୋନା ଭାଇରସ: ପାରାଦୀପ ବନ୍ଦରରୁ ଚିହ୍ନଟ ଦମ୍ପତିଙ୍କ ରିପୋର୍ଟ ନେଗେଟିଭ

କଟକ: ଦୁଇ ଦିନ ତଳେ ପାରାଦୀପ ବନ୍ଦରରୁ ଚିହ୍ନଟ ହୋଇଥିବା ଦମ୍ପତିଙ୍କ ରକ୍ତ ନମୂନା ନେଗେଟିଭ ରହିଥିବା ଜଣାପଡିଛି । ସିଙ୍ଗାପୁରର ଏକ ମାଲବାହୀ ଜାହାଜର ଭାରତୀୟ ଚାଳକ ଦଳ ସଦସ୍ୟ ଓ ତାଙ୍କ ପତ୍ନୀଙ୍କୁ ମାର୍ଚ୍ଚ ୨ ତାରିଖରେ କରୋନା ସନ୍ଦେହରେ ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା…

ସଫଳ ହେଲା ରାଜ୍ୟର ତୃତୀୟ କିଡନୀ ପ୍ରତ୍ୟାରୋପଣ

କଟକ/ ଭୁବନେଶ୍ୱର: ଗୁରୁବାର ଦିନ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରମାନେ ସଫଳତାପୂର୍ବକ କିଡନୀ ପ୍ରତ୍ୟାରୋପଣ କରିଛନ୍ତି । କିଡନୀ ଦାନ କରିଥିବା ମହିଳା ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗର ରାଜଲକ୍ଷ୍ମୀ ଦାସ । ନିକଟରେ ସେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ…

କଟକ ଏସସିବି ସମ୍ପ୍ରସାରଣ: ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ ପାଇଁ ଆଜିଠାରୁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚୂନ ଭାଟି, ରାଣୀହାଟ, ମଙ୍ଗଳା ବସ୍ତି, ତାଳଦଣ୍ଡା କେନାଲ ବସ୍ତିର ଉଚ୍ଛେଦ ହେଉଛି । ମୋଟ ୯୫ଟି ବସ୍ତି ଘର ଉଚ୍ଛେଦ ନେଇ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଯାଇଛି । ସିଏମସି…

ପୁଣି ଏସସିବିରେ ବିରଳ ଅସ୍ତ୍ରୋପଚାର; ଶିଶୁକନ୍ୟାର ବିଶି ଆଙ୍ଗୁଳି ହେଲା ବୁଢ଼ା ଆଙ୍ଗୁଳି

କଟକ: ବିରଳ ଅସ୍ତ୍ରୋପଚାର କରି କଟକ ବଡ ମେଡିକାଲ ପୁଣି ଥରେ ଇତିହାସ ରଚିଛି । ଜନ୍ମରୁ ବୁଢ଼ା ଆଙ୍ଗୁଳି ନଥିବା ୧୫ ମାସର ଶିଶୁକନ୍ୟା ଦେହରେ ବିରଳ ଅସ୍ତ୍ରୋପଚାର କରାଯାଇ ବିଶି ଆଙ୍ଗୁଳିକୁ ବୁଢ଼ା ଆଙ୍ଗୁଳି କରାଯାଛି । ଦେବଗଡ ଜିଲ୍ଲା ଛତାବାର ଗ୍ରାମର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ୧୫ ମାସର…

କାଲିଠୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡିବ ଜନସାଧାରଣ ଏକ୍ସପ୍ରେସ

ଭୁବନେଶ୍ୱର: ଲୋକଙ୍କ ଯାତ୍ରା ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହାକୁ ମାର୍ଚ୍ଚ ୧ରୁ ୩୧ ତାରିଖ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚଳାଚଳ କରାଯିବ । ଭୁବନେଶ୍ୱରରୁ ଆରମ୍ଭ ହୋଇ ଏହି ଟ୍ରେନ୍…

ହୋମଗାର୍ଡଙ୍କ ଦରମା ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହୋମଗାର୍ଡଙ୍କ ମାନ୍ୟତା ବଢାଇ ଦରମା ଦେବାକୁ ଓଡିଶା ହାଇକୋର୍ଟ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ରାଜ୍ୟ ସରକାରଙ୍କୁ ସପ୍ତମ ବେତନ କମିଶନ ଅନୁସାରେ, ଜାନୁଆରୀ ୧, ୨୦୨୦ରୁ ଦୈନିକ ୫୦୦ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ମାସକ ମଧ୍ୟରେ…

ଲାଞ୍ଚ ନେଇ ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଙ୍କି: କଟକ ଜିଲ୍ଲାର ଏକ ବିଦ୍ୟାଳୟର ଜନୈକ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଶତପଥିଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ସେ ତୁଳସୀପୁରର ରଗଣୀ ସାହିରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ…