Latest Odisha News

BREAKING NEWS

Browsing Category

ନିର୍ବାଚନ ୨୦୨୪

ମୋଦି ୩.୦ କ୍ୟାବିନେଟ୍‌; କେଉଁ ରାଜ୍ୟରୁ କିଏ ହୋଇଛନ୍ତି ମନ୍ତ୍ରୀ? ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି | ଆଉ ମାତ୍ର କେଇଟା ମୁହୂର୍ତ୍ତ | ଏହା ସହିତ ଶପଥ ନେବେ ନୂଆ କ୍ୟାବିନେଟ ମନ୍ତ୍ରୀ | ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟକୁ ନେଇ ସମସ୍ତ କଳ୍ପନା ଜଳ୍ପନା ଉପରେ ପଡିଛି ପୂର୍ଣ୍ଣଛେଦ | ଆସିଯାଇଛି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ…

ମୋଦି କ୍ୟାବିନେଟର ସବୁଠୁ ସାନ ସାଂସଦ ରାମ ମୋହନ ନାୟଡୁ, ଜାଣନ୍ତୁ କିଏ……..

ନୂଆଦିଲ୍ଲୀ : ମୋଦୀ ସରକାର ୩.୦ରେ ସାମିଲ ହେବାକୁ ଯାଉଛନ୍ତି ତେଲୁଗୁ ଦେଶମ ପାର୍ଟିର ବା ଟିଡ଼ିପିରୁ ଦୁଇ ସାଂସଦ | କ୍ୟାବିନେଟ ମନ୍ତ୍ରୀ ଭାବେ ସାମିଲ ହେବେ କଂଜରାପୁ କ୍ୟାବିନେଟ ମନ୍ତ୍ରୀ ଟିଡିପିର ରାମ ମୋହନ ନାୟଡୁ ଏବଂ ଚନ୍ଦ୍ରଶେଖର ପେମ୍ମାସାନୀ | ଆଜି ମୋଦିଙ୍କ ଶପଥ ଗ୍ରହଣ ପରେ ରାଜ୍ୟ…

ଏଥର ବିଧାୟକ ଗାଦିରେ ୧୦୭ କୋଟିପତି, ୨୨୭ କୋଟିର ମାଲିକ ସନାତନ

ଭୁବନେଶ୍ବର: ସରିଯାଇଛି ନିର୍ବାଚନ । ଭାଙ୍ଗିଯାଇଛି ପୁରୁଣା ସରକାର । ଇସ୍ତଫା ଦେଇସାରିଲେଣି ମୁଖ୍ୟମନ୍ତ୍ରୀ । ଚାଲିଛି କାମଚଳା ସରକାର କାଳ । ଆଉ ମାତ୍ର ଦିନଟିଏ । ପୁଣି ଗଢା ହେବ ନୂଆ ସରକାର । ୨୪ ବର୍ଷ ପରେ ରାଜ୍ୟକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ପୁଣି ଗଢା ହେବ ନୂଆ…

‘ଗଲା ୧୦ ବର୍ଷ ଟ୍ରେଲର୍ ଥିଲା, ଆଗକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ’

ନୂଆଦିଲ୍ଲୀ: ବିଗତ ୧୦ ବର୍ଷରେ ଆମେ ଯେଉଁ କାମ କରିଥିଲୁ, ତାହା ଟ୍ରେଲର ଥିଲା । ଆମକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ ବୋଲି ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ କହିଛନ୍ତି ମୋଦି  । ଆସନ୍ତା ରବିବାର ତଥା ଜୁନ ୯ରେ  ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି…

ଓଡିଶା ହେବ ଦେଶର ବିକଶିତ ଇଞ୍ଜିନ:ମୋଦି

ନୂଆଦିଲ୍ଲୀ: ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ।ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା । କିଛି ଏଭଳି ବଡ଼ ମନ୍ତବ୍ୟ ଦେଇଛନ୍ତି ଏନ୍‌ଡିଏ ନେତା ନିର୍ବାଚିତ ହେବାପରେ ମୋଦି । ଚଳିତ ନିର୍ବାଚନରେ ଓଡିଶାରେ ବିଜେପିର ବିପୁଳ ବିଜୟ ପରେ ଆଜି ସଂସଦରେ ଖୁସି ବ୍ୟକ୍ତ କରିଛନ୍ତି…

ଏନଡିଏ ଭାରତ ଆତ୍ମାର ପ୍ରତିବିମ୍ବ: ମୋଦି

ନୂଆଦିଲ୍ଲୀ: ଏନ୍‌ଡିଏ ନେତା ନିର୍ବାଚିତ ପରେ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । ମୋଦି କହିଛନ୍ତି ଏନଡିଏ ଭାରତର ଆତ୍ମାର ପ୍ରତିବିମ୍ବ । ସର୍ବସମ୍ମତିରେ  ମୋତେ ବାଛି ନୂଆ ଦାୟିତ୍ବ ଦେଇଛନ୍ତି, ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ ସବୁବେଳେ କୃତଜ୍ଞ । ଏନ୍‌ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର…

ମୋଦୀ ୩.୦; ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ମୋଦି

ନୂଆଦିଲ୍ଲୀ: ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦୀୟ ଦଳ ବୈଠକରେ ମୋଦିଙ୍କ ନାମ ପ୍ରସ୍ତାବ କରିଛନ୍ତି ରାଜନାଥ ସିଂହ । ଯାହାକୁ ସମର୍ଥନ ଜଣାଇଛନ୍ତି ଅମିତ ଶାହ ଓ ନୀତିନ ଗଡ଼କରୀ । ଏହାପରେ ନରେନ୍ଦ୍ର ମୋଦି ଏନ୍‌ଡିଏ ସଂସଦୀୟ ଦଳ ନେତା ଭାବେ…

ଲୋକସଭାରେ ମହିଳା ପାଓ୍ବାର, ୨୦୧୯ ଠାରୁ କମିଛି ସଂଖ୍ୟା

ନୂଆଦିଲ୍ଲୀ: ସରିଯାଇଛି ୨୪ ନିର୍ବାଚନ । ଏଥର ନିର୍ବାଚନ ସବୁଠୁ ରୋଚକ ଥିଲା । ବହୁ ଟାଣୁଆ ନେତା ମାଟି କାମୁଡି ପଡି ଥିବା ବେଳେ ଏଥର ନୂଆ ଚେହେରା ବାଜିମାତ୍ କରିଛନ୍ତି । ସେପଟେ ଦେଶ ତଥା ରାଜ୍ୟରେ ଚାଲିଛି ମୋଦୀ ଲହର । ଏଥର ଲୋକସଭାରେ ବିଜେପି ନେତୃତାଧିନ ଏନଡିଏ ବହୁମତ ଗ୍ରହଣ କରିଥିବା…

ହାରିଗଲେ ହେଭିଓ୍ବେଟ, ସବୁଠୁ ଅଧି୍କ ବିଜେଡି ନେତା

ଭୁବନେଶ୍ବର: ଓଡିଶାରେ ପରିବର୍ତ୍ତନର ସ୍ବର । ୨୫ ବର୍ଷର ଟ୍ରେଣ୍ଡି ସରକାରଙ୍କୁ ଇତିହାସ କରିଦେଲା ବିଜେପି । ଯାହା କେବେ କେହି କଳ୍ପନା କରିନଥିଲେ ଆଜି ତାହା ବାସ୍ତବତାରେ ପରିଣତ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇତିହାସ ହୋଇଯାଇଛନ୍ତି । ଖାଲି ଯେ ଦଳୀୟ ହାର ହୋଇଛି…

ରେକର୍ଡ ବିଜୟ; ବାରଣାସୀରୁ ମୋଦୀ ଓ ଗାନ୍ଧିନଗରରୁ ଶାହା   

ନୂଆାଦିଲ୍ଲୀ: ଦେଶର ସବୁଠୁ ବଡ ନିର୍ବାଚନ ତଥା ରୋଚକ ନିର୍ବାଚନର ମଙ୍ଗଳବାର ଫଳାଫଳ ପ୍ରକାଶ ପାଇଛି । ଏହାରି ଭିତରେ ବାରଣାସୀରୁ ବଡ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରଣୀସୀରେ ମୋଟ ୬,୧୨,୯୭୦ ଖଣ୍ଡ ଭୋଟରେ ଜିତିଛନ୍ତି ମୋଦୀ । କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପ୍ରାୟ…