Latest Odisha News

BREAKING NEWS

Browsing Category

ଛାୟାଲିପି

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ମିହିର ଦାସଙ୍କ ସାମ୍ବାଦିିକତା ଆଉ ‘କିନ୍ତୁ’ : ‘ଚିତ୍ର ଲହରୀ’

ଛାୟାଲିପି : ଭାଗ ସତର  ମିହିର ଦାସ ଚାଲିଗଲେ ଆଜି ! ଆଜି ଘୋର ଦୁର୍ଦ୍ଦିନରେ, ତାଙ୍କୁ ସ୍ମରଣ କରି କେତେକେତେ ଶ୍ରଦ୍ଧାଞ୍ଜଳି ଓ ଶୋକାଞ୍ଜଳି ଅର୍ପଣ ହୋଇଛି, କେତେ କେତେ ଧାର ଲୁହରେ ଓଦା ହୋଇଛି ଛାତି ଆଉ ମନ, କେତେ କେତେ ଦୀର୍ଘଶ୍ୱାସରେ ଉନ୍ମନା ହୋଇଛି କେତେ ହୃଦୟ ତା’ର ଇୟତ୍ତା ନାହିଁ ।…

‘ଇନ୍ଦ୍ରଧନୁ’ର ନବରଙ୍ଗ ଚଳଚ୍ଚିତ୍ର ଅବୋଲକରା କାହାଣୀ

ଛାୟାଲିପି: ଭାଗ ଷୋହଳ  ‘ଇନ୍ଦ୍ରଧନୁ’ ଚଳଚ୍ଚିତ୍ର ପତ୍ରିକାରେ କେବଳ ଚଳଚ୍ଚିତ୍ର ଭିତ୍ତିକ ଖବର କି ଆଲୋଚନା କି ଭିତିରି କଥା ନଥିଲା, ଆହୁରି ଥିଲା ‘ସମୟ ସ୍ରୋତ’ ଶୀର୍ଷକରେ ରାଜନୀତି ଚର୍ଚ୍ଚା, ‘ଭାଗ୍ୟଲିପି’ ଶିରୋନାମାରେ ରାଶିଫଳ, ‘ସାମାନ୍ୟ ସମ୍ବାଦ ଓ ଅସାମାଡ଼୍ୟ ତଡ଼ିତ୍‌’ ନାମରେ ଖେଳ…

‘ଇନ୍ଦ୍ରଧନୁ’ ପଛରେ ଜନ ସାହିତ୍ୟ

ଛାୟାଲିପି : ଭାଗ ୧୫  ପଚାଶ ଦଶକର ଶେଷ ଓ ଷାଠିଏ ଦଶକର ଆରମ୍ଭ ଭାଗରେ ଓଡ଼ିଆ ପତ୍ରପତ୍ରିକାର ବିଷୟ ଚୟନରେ କ୍ଷେତ୍ରରେ ଯେଉଁ ନୂଆ ଭାଗଟି ଯୋଡ଼ି ହେଲା ତାହା ହେଉଛି ଚଳଚ୍ଚିତ୍ର । ପଚାଶ ଓ ଷାଠିଏ ଦଶକରେ ଓଡ଼ିଆ ସାଂସ୍କୃତିକ ଚେତନାରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଭାଗ ବସାଇବା ଆରମ୍ଭ କରିଥିଲା ।…

ଚିତ୍ରପୁରୀ : ଅର୍ଦ୍ଧେକ ଇନ୍ଦ୍ରଜାଲ, ଅର୍ଦ୍ଧେକ ଦ୍ୟୋତକ

ଭାଗ : ୧୪ ଏହା ଏହି ସ୍ତମ୍ଭରେ ‘ଚିତ୍ରପୁରୀ’ ସମ୍ବନ୍ଧିତ ଶେଷ ଲେଖା । ଚଳଚ୍ଚିତ୍ରର ଇନ୍ଦ୍ରଜାଲରେ ଛନ୍ଦି ହୋଇଥିବା ‘ଚିତ୍ରପୁରୀ’ର ସମ୍ପୂର୍ଣ୍ଣ କଲେବରରୁ ଅଧା ସାହିତ୍ୟ ଆଉ ଅଧା ଚଳଚ୍ଚିତ୍ର ବୋଲି ମୁଁ ଆଗରୁ କହିସାରିଛି । ଏଠି ସ୍ପଷ୍ଟ କରିଦିଏ ଯେ ଯେଉଁ ଅଧା କଳେବର ଚଳଚ୍ଚିତ୍ର ବିଷୟ…

ଚିତ୍ରପୁରୀ : ଲଘୁଧର୍ମୀ ସାହିତ୍ୟ ପାଇଁ ଛବି

ଭାଗ : ୧୩ ମୁଁ ସେହି ସମୟ କଥା କହୁଛି, ଯେତେବେଳେ ଚଳଚ୍ଚିତ୍ର ଥିଏଟର୍ ଟିକଟ ଝରକା ଆଗରେ ଲମ୍ବା ଧାଡ଼ି ଲାଗୁଥିଲା । ସେହି ସମୟର କଥା କହୁଛି ଯେତେବେଳେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ଅଧିକାଂଶ କାନ୍ଥରେ ବିଜ୍ଞାପନ ମଡ଼ା ଯାଉଥିଲା । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ସେହି…

ଚିତ୍ରପୁରୀ : ୩ଟି ସୂତ୍ର

ଭାଗ : ୧୨ ବସନ୍ତ ପଟ୍ଟନାୟକଙ୍କ ପ୍ରକାଶିତ ଓ ସମ୍ପାଦିତ ‘ଚିତ୍ରପୁରୀ’ ପ୍ରକାଶନ ଓ ସମ୍ପାଦନା କ୍ଷେତ୍ରରେ ଯେଉଁସବୁ ନୂଆ ନୂଆ ଦିଗ ଉନ୍ମୁକ୍ତ କଲା, ସେଥିରୁ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ଅବଦାନ ସମ୍ପନ୍ଧରେ ଅନ୍ତତଃ ତିନିଟି ପର୍ଯ୍ୟାୟରେ ଲକ୍ଷ୍ୟ କରିବାକୁ ହେବ । ଏକ: ପତ୍ରିକାର ଆକାର ଓ…

ଚିତ୍ରପୁରୀ : କେତେ ସିଧା କେତେ ଓଲଟା ? କେତେ ରଙ୍ଗ କେତେ ରୂପ?

ଭାଗ – ୧୧  ଓଡ଼ିଶାର ଘରେ ଘରେ ଯାହାର ଆଦର ବଢ଼ି ଚାଲିଛି ତା କ’ଣ ? ତା’ ହେଉଛି ଆପଣଙ୍କ ପ୍ରିୟ ପତ୍ରିକା ‘ଚିତ୍ରପୁରୀ’ । ଏହା ୧୯୬୬ ମସିହାର ଅକ୍‌ଟୋବର ମାସ ୨ ତାରିଖରେ ସମାଜରେ ପ୍ରକାଶିତ ବିଜ୍ଞାପନର ଲେଖା । ତୃତୀୟ ପୃଷ୍ଠାରେ ବିଜ୍ଞାପନ ପ୍ରକାଶିତ । ତତ୍କାଳୀନ ସର୍ବାଧିକ ପ୍ରସାରିତ…