Latest Odisha News
Browsing Category

ଗାନ୍ଧୀ ଗାଥା

୩୦, ଜାନୁଆରୀ, ୧୯୪୮, ମହାତ୍ମା ଗାନ୍ଧୀଙ୍କ ଜୀବନର ଅନ୍ତିମ କେତୋଟି ଦିନ

‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ…

‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି-ଉଦୟଗିରି ଗୁମ୍ପାରେ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଡ଼ିଜିଟାଲ୍ ସମ୍ପନ୍ନ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀଙ୍କ ବ୍ୟବହୃତ କିଛି ଜିନିଷ ଗୁଡ଼ିକୁ ନେଇ ୬ଟି ଗ୍ୟାଲେରୀ ରହିଛି । ଏହି…

ସ୍ୱାଧୀନତା ସଂଗ୍ରାମ, ଗାନ୍ଧୀଜୀ ଓ ଅନନ୍ତକୁମାରମାନେ…

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେଲା । ଏଥିପାଇଁ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା ସେଥିରେ ବହୁ ଦେଶପ୍ରେମୀ ବଳିଦାନ ଦେଇଥିଲେ । ଲକ୍ଷ ଲକ୍ଷ ସଂଗ୍ରାମୀ କାରାବରଣ କରିଥିବା ବେଳେ ଆଉ ଅନେକ ବ୍ରିଟିଶ୍‍ ପ୍ରଶାସନର…

ଅଜଣା ଗାଆଁରେ ଝିଅଟିଏ

ଗାନ୍ଧୀ ଗାଥା ଅଜଣା ଗାଆଁରେ ଝିଅଟିଏ ଦାଶ ବେନହୁର ଝିଅଟି ବିଷୟରେ ଶୁଣି ଗାନ୍ଧିଜୀ ଲୋକଙ୍କ ସହ କଥାବାର୍ତ୍ତା କରିବେ କ’ଣ, କହିଲେ “ଆପଣମାନେ ଆଲୋଚନା କରୁଥାଆନ୍ତୁ ମୁଁ ସେ ଝିଅଟିକୁ ଦେଖିଆସେ ।” ତାଙ୍କୁ ବା ମନା କରିବ କିଏ? ତାଙ୍କ ସହିତ ଆଉ କେତେଜଣ ଉଠୁଥିଲେ । ହେଲେ…

ଗାନ୍ଧୀ ଓ ସର୍ବୋଦୟର ବିଚାର

ଗାନ୍ଧୀ ଓ ସର୍ବୋଦୟର ବିଚାର କେଦାର ମିଶ୍ର ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ହୁଏତ ଆସନ୍ତାକାଲି ନଥିବ। ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି…

ଆଜିକଥା ସେଦିନ ଦିଶିଥିଲା ତାଙ୍କୁ

ଆଜିକଥା ସେଦିନ ଦିଶିଥିଲା ତାଙ୍କୁ ଦାଶ ବେନହୁର ଲୁହ ତାଙ୍କ ଆଖିରେ ନ ଥିଲା । ହେଲେ ଶେଷବେଳକୁ ସେ କାନ୍ଦୁଥିଲେ ଅହରହ । ଛାତି ଭିତରେ ହିଁ ଲହୁଲୁହାଣ ହୋଇ ଚାଲିଥିଲେ । କିଏ ଥିଲା ସେ କଥା ବୁଝିବାକୁ? ଆଖି ଆଗରେ ଭାଙ୍ଗି ପଡ଼ୁଥିଲା ସ୍ୱପ୍ନର ସ୍ୱରାଜ୍ୟ । ଅହିଂସା, ଅପରିଗ୍ରହ,…

ସାମ୍ବାଦିକ ଗାନ୍ଧୀ

ସାମ୍ବାଦିକ ଗାନ୍ଧୀ ଜ୍ୟୋତିପ୍ରକାଶ ମହାପାତ୍ର ଗାନ୍ଧୀଙ୍କ ତିରୋଧାନର କିଛି ଦିନ ପରେ ଏ କଥା “ଦି ଇଣ୍ଡିଆନ୍ ଲିସନର୍’ ନାମକ ପତ୍ରିକା ଲେଖିଥିଲା । ୧୯୪୮ ମସିହା ଫେବୃଆରୀ ୨୨ ତାରିଖର ସଂସ୍କରଣରେ । ୧୯୪୭ ମସିହା ଶେଷ ଆଡ଼କୁ ସମସ୍ତେ ଅନୁରୋଧ କଲେ ଗାନ୍ଧୀଙ୍କୁ ରେଡ଼ିଓରେ…