Latest Odisha News

BREAKING NEWS

Browsing Category

ଗୁଗଲୀ

Googly

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ବର୍ଷର ଆଶା ଅଲିମ୍ପିକରେ ୫ ମେଡାଲ…

ସମ୍ବିତ୍ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଗୁଗଲୀ... ଆରମ୍ଭ ହୋଇସାରିଛି ନୂଆବର୍ଷ । ଏହା କେବଳ ଗୋଟିଏ ବର୍ଷର ଆରମ୍ଭ ନୁହେଁ । ଏହା ଏକ ଦଶନ୍ଧିର ଆରମ୍ଭ ହୋଇଥିବାରୁ ୨୦୨୦ର ଗୁରୁତ୍ୱ ବେଶ ବେଶୀ । ଭାରତୀୟ କ୍ରୀଡ଼ା ସକାଶେ ୨୦୨୦ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି । କ୍ରୀଡ଼ା…

୨୦୧୯ ଭାରତୀୟ କ୍ରୀଡ଼ା: ଅନେକ ସଫଳତା ଅନେକ ଆଶା

୨୦୧୯ ସରିବାକୁ ଯାଉଥିଲା ବେଳେ ଭାରତୀୟ କ୍ରୀଡ଼ା ଉପରେ ନଜର ପକାଇଲା ବେଳେ ସଫା ବାରିହୋଇପଡେ ଏକାଧିକ ଖେଳରେ ଅପୂର୍ବ ଚମକର କଥା । ବିଶେଷ କରି ଅଲିମ୍ପିକ୍‍ କ୍ରୀଡ଼ାର ଏକାଧିକ ଇଭେଣ୍ଟରେ ଆମ ଖେଳାଳିମାନଙ୍କର ସଫଳତା ଏଥର ଆକାଶ ଛୁଆଁ ହେବା ସାଙ୍ଗକୁ ମନରେ ଅନେକ ଆଶା ଭରିଛି । କେବଳ ପି.ଭି…

ବାରବାଟୀ ଷ୍ଟାଡିୟମ: କିଛି କଥା, କିଛି ବେଦନା…

ସଂବିତ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ଗୁଗଲୀ’... ଏଇ ରବିବାର ମାନେ ଡିସେମ୍ବର ୨୨ ତାରିଖ ଦିନ ପୁଣି ଝଲସି ଉଠିବ ଆମ ବାରବାଟୀ ଷ୍ଟାଡିୟମ । ଶେଷ ଦିନିକିଆରେ ବାଜିମାତ୍ କରିବାକୁ ଲଢେଇ କରିବେ ଇଣ୍ଡିଆ ଓ ଇଣ୍ଡିଜ । ଜଣେ କ୍ରୀଡ଼ା ସାମ୍ବାଦିକ, କ୍ରୀଡ଼ା ଭାଷ୍ୟକାର ତଥା ଜଣେ ନିରୋଳା ଖେଳ ପାଗଳ…

ନିଜକୁ ସୁରକ୍ଷିତ କର ଆର ମ୍ୟାଚ ପାଇଁ, ଏବେ ବନିଛି ଅଲିଖିତ ଷ୍ଟ୍ରାଟେଜି

ସଂବିତ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ ପ୍ରତି ରବିବାର: ‘ଗୁଗଲୀ’ ଆଉ ଦିନ କେଇଟା ପରେ ରଣଜୀ ସିଜିନ ଆରମ୍ଭ ହୋଇଯିବ । ଠିକ୍‍ କହିଲେ ସୋମବାରଠାରୁ ଦେଶର ବିଭିନ୍ନ ଷ୍ଟାଡ଼ିୟମରେ ୨୦୧୯-୨୦ ସିଜିନର ପ୍ରଥମ ରଣଜୀ ମ୍ୟାଚ ଖେଳାଯିବା ଆରମ୍ଭ ହେବ । ଅତୀତ ବର୍ଷର ଧାରା ଲଗାଯାଇଥିଲେ ଏତେବେଳକୁ ଗ୍ରୁପ୍…