Latest Odisha News

BREAKING NEWS

Browsing Category

ଆଲେଖ

ଜଗୁ ମଉସା, ଆପଣ ଏବେ ବି ଅଛନ୍ତି …

(ଜଗନ୍ନାଥ ଶତପଥୀଙ୍କ ଦ୍ୱାଦଶାହ ଅବସରରେ..) ସଂସାରରେ ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ ଖିଆଲ୍ ମନକୁ ନେଇ ବଂଚନ୍ତି । ସେଇ ଖିଆଲ୍ ମନ ଭିତରେ ଚିରକାଳ ରହିବାକୁ ଭଲପାଆନ୍ତି, ସେଇଥିରେ ନିଜକୁ ହଜେଇପାରନ୍ତି, ନିଜକୁ ନିଜ ଭିତରେ ଭିଜେଇ ପାରନ୍ତି । ତାଙ୍କ ସ୍ୱପ୍ନ ହିଁ ତାଙ୍କ…

ମଞ୍ଚ ଓ ନାଚର ପ୍ରେମରେ ଏକ ସମର୍ପିତ ଜୀବନ; ଡକ୍ଟର ସୁନୀଲ କୋଠାରି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ  ସତୁରୀ ବର୍ଷ ଧରି ଜଣେ ଲୋକ କେବଳ ନାଚ ଦେଖିଛନ୍ତି ଓ ନାଚ ଉପରେ ଲେଖିଛନ୍ତି- ଏମିତି ଜଣେ ବ୍ୟକ୍ତିଙ୍କୁ ଆମେ କଣ ବୋଲି କହିବା? ରସିକ, ପାଗଳ ନା ନୃତ୍ୟର ଏକନିଷ୍ଠ ଭକ୍ତ? ଜୀବନର ସବୁକିଛି ଛାଡି ଦେଇ କେବଳ ମଞ୍ଚସାମ୍ନାରେ ସତୁରୀ ବର୍ଷର ଜୀବନ…

ମିଶନ ରକ୍ତଦାନ: ଏକ ନିଆରା ଢଙ୍ଗରେ ଜନ୍ମ ଦିନ ଓ ବିବାହ ବାର୍ଷିକୀ ପାଳନ

ରକ୍ତଦାନ ମହତ୍ ଦାନ ଶିର୍ଷକଟି ସମସ୍ତେ ଜାଣନ୍ତି ଏବଂ ଏହାର ଆବଶ୍ୟକତା ସେହି ବ୍ୟକ୍ତି ନିଶ୍ଚିତ ଭାବରେ ହୃଦବୋଧ କରିଥିବେ ଯିଏ ନିଜେ କେବେ ଆତ୍ମୀୟ ପାଇଁ ବୁନ୍ଦାଏ ରକ୍ତ ପାଇଁ ଆକୁଳ ନିବେଦନ କରିଥିବେ । ରକ୍ତ ର ବିକଳ୍ପ ନାହିଁ ! ଜଣେ ମଣିଷର ଜୀବନ ବଞ୍ଚାଇବାକୁ ହେଲେ ଆଉ ଜଣଙ୍କର ରକ୍ତ…

ଦୁର୍ନୀତି ନିବାରଣରେ ଲେଖକମାନଙ୍କର ଭୂମିକା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଦୁର୍ନୀତି ସାହିତ୍ୟକୁ ବି ଗ୍ରାସିଛି । ସରକାରୀ ସ୍ୱୀକୃତି, ମାନପତ୍ର, ପୁରସ୍କାର ପାଲାରେ ନିଜେ ଲେଖକ ଗୋଷ୍ଠୀର ବହୁଳାଂଶ ଲବି କରିବାରେ ବ୍ୟସ୍ତ । ଏପରିକି ରାଜ୍ୟ ସରକାର କିଣୁଥିବା ଲେଖକମାନଙ୍କର ବହି ସିଲେକ୍‌ସନ୍‌ରେ ଲାଂଚ କାରବାର…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

(ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ନେଇ ସ୍ବତନ୍ତ୍ର ଉପସ୍ଥାପନା) ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷର ବିଭିନ୍ନ ସମୟରେ ପାଳିତ ହେବା ସଙ୍ଗେ ସଙ୍ଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ…

ଓଡିଆ କଥା ସାହିତ୍ୟରେ ଝଡର ଇଗଲ, ଅଖିଳ ମୋହନ ପଟ୍ଟନାୟକ

ମୁଁ ସୋନପୁରରେ ଜନ୍ମ ନେଇଛି। ସୋନପୁରରେ ମହାନଦୀ ଓ ମାଛ ଦେଖିଛି। ଦେଖିଛି ବି ଜହ୍ନରାତିରେ କେମିତି କୁହୁକର ଏକ ଚାଦର ପାଲଟିଯାଏ ମହାନଦୀ। ହେଲେ, ଆମ ନଦୀରେ ଯେ ମତ୍ସ୍ୟକନ୍ୟାମାନେ ଥାନ୍ତି ଓ ସେମାନଙ୍କ ସହିତ ଯେ କୌଣସି ଜହ୍ନରାତିରେ ଭେଟା ହୋଇ ଯାଇପାରେ, ସେ ସମ୍ଭାବନା ବିଷୟରେ ମୁଁ କେବେ ବି…

ସୂକ୍ଷ୍ମ ସୂତାର ବର୍ଣ୍ଣିଳ କବିତା ; ବାଂଧ କଳା ଓ ସମ୍ବଲପୁରୀ ହସ୍ତତନ୍ତର ଗାଥା

ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି।  ସୂତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି।  ଶହ ଶହ ବର୍ଷ ଧରି ଓଡିଶାର ହାତ ବୁଣା ଲୁଗା ଦେଶ ବିଦେଶରେ ଆଦର ଲାଭ କରିଛି।  ସମ୍ବଲପୁର୍,…

ଅନ୍ନଦାତାଙ୍କ ଆନ୍ଦୋଳନ, ଆମେ ଓ ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଖରା, ବର୍ଷା, ଶୀତକୁ ଖାତିର୍ ନକରି ହାଡ଼ଭଙ୍ଗା ପରିଶ୍ରମ କରି ସାରା ଦେଶକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତା ତଥା ଚାଷୀ ମାନେ ଆଜି ଡିସେମ୍ବରର ଥୁରୁଥୁରୁ ଥଣ୍ଡାରେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ବିଶେଷ କରି ପଞ୍ଜାବ, ହରିୟାଣା,…

ସୋସିଆଲ ମିଡିଆ ଓ ଓଡିଆ ସାହିତ୍ୟ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଆ ସାହିତ୍ୟ ଓ ସୋସିଆଲ ମିଡିଆର ସମ୍ପର୍କ ବିଷୟରେ କିଛି କହିବା ଆଗରୁ ମୁଁ ଗୋଟେ ବହି ଏବଂ ସିନେମା ଉପରେ କିଛି କହିବାକୁ ଚାହୁଁଛି। ବହିଟିର ଶୀର୍ଷକ ହେଉଛି “ଟେନ ଆର୍ଗ୍ୟୁମେଣ୍ଟସ ଫର ଡ଼ିଲିଟିଙ୍ଗ ୟୋର ସୋସିଆଲ ମିଡିଆ ଏକାଉଣ୍ଟ ରାଇଟ ନାଓ”।…

ଶ୍ରୀମନ୍ଦିରରେ ଆଜିଠୁ ଦୀପାବଳୀ ନୀତି

(ଦୀପାବଳୀ ନୀତିର ପ୍ରଥମ ଦିନ )  କୃଷ୍ଣ ପକ୍ଷେ ଚତୁର୍ଦ୍ଦଶ୍ୟାଂ ତ୍ରିକାଳର୍ଚ୍ଚାବସାନତଃ । ବୃକ୍ଷ ତଣ୍ଡୁଳ କୁଯ୍ୟାତ୍ତନ୍ମଧ୍ୟେ ଘୃତୈଯୁର୍ତାନ । ଆଜି ପବିତ୍ର ଦେବ ଦୀପାବଳୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର…