Latest Odisha News

BREAKING NEWS

Browsing Category

ଆଲେଖ

ସହଜ ନୁହେଁ ଗାନ୍ଧୀଙ୍କୁ ମାରିବା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଗାନ୍ଧୀଙ୍କୁ ଗୁଳିରେ ମାରି ହୁଏନି କି ମୂର୍ତ୍ତି ତିଆରି କରି ନାଥୁରାମକୁ ମହାନ କରି ହୁଏନି । ବର୍ତ୍ତମାନକୁ ହୁଏତ ରଙ୍ଗ ମାଖି ଲୁଚାଇ ଦିଆଯାଇପାରେ, କିନ୍ତୁ ନିଷ୍ଠୁର ଇତିହାସ ସମସ୍ତଙ୍କ ମୂଖା ଖୋଲିଦିଏ । ଇତିହାସ ଗାନ୍ଧୀ ଓ…

ଦେଶର ବଜେଟ : ଗୁଳି ଆଉ ଶୂଳୀର ବଜେଟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ରାତ୍ର ୧୨, ରକ୍ତନଦୀରେ ଜୋର୍‍ଦାର୍‍ ଜୀବନ ଜୁଆର । ଅଗଷ୍ଟ ୧୫.... ମଶାଲ ଲିଭିଯିବା ପରେ ଘଣ୍ଟା କଣ୍ଟା ପାଖରେ କିନ୍ତୁ ଅଣ୍ଟା ନୂଆଁଇ ଦେଇଛି ମୁକ୍ତିର ମିନିଟ୍ । ଘଣ୍ଟା କଣ୍ଟା ଘାଏଲ ହୋଇଛି ସ୍ୱପ୍ନର ସେକେଣ୍ଡ୍ । ରାଜନେତାମାନଙ୍କ…

ବଜେଟ୍ ଉପରେ ସାଧାରଣଙ୍କ ଦୃଷ୍ଟି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଚଳିତ ଆର୍ଥିକ ବର୍ଷର ବଜେଟ୍ ନିକଟରେ ଆସୁଥିବାରୁ ଭାରତୀୟ ଅର୍ଥନୀତିର ଭଲ ଓ ମନ୍ଦ ବିଶ୍ଳେଷଣ କରିବାର ସମୟ ଆସିଛି । ଏହି ପୃଷ୍ଠଭୂମିରେ ଚଳିତ ଆର୍ଥିକ ବର୍ଷ ୨୦୨୨-୦୨୩ ଭାରତୀୟ ଅର୍ଥନୀତି ପାଇଁ ଏକ ଆହ୍ୱାନର ବର୍ଷ ହୋଇପାରେ । ଗତ ବର୍ଷ ଫେବୃଆରୀରେ…

ଶପଥ ହିଁ ସମାଧାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ମାୟାଧର ନାୟକଯେଉଁଠି ଭୋକ ଆଉ ରୋଗ ନଥିବ, ସେଇଭଳି ପୃଥିବୀ ଆବଶ୍ୟକ । ଭୋକ, ରୋଗ ଏ ଧରଣୀବକ୍ଷରୁ ପୋଛିଦେବାକୁ ହେବ । ଆମ ପ୍ରିୟ ବିଶ୍ୱର ବିଜ୍ଞାନ ଏଯାବତ୍‍ ସେଭଳି ପରମାଣୁ ବୋମା ତିଆରି କରିପାରିନି, ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ…

ଯୋଡ଼ି ହୋଇ ରହୁ ଭାରତ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଦେଶର ପ୍ରକୃତ ବିକାଶ କେବଳ ଭିତ୍ତିଭୂମିର ଉନ୍ନତି ଓ ଅର୍ଥନୈତିକ ପ୍ରଗତି ଉପରେ ନିର୍ଭର କରେନାହିଁ । ଦେଶର ଲୋକମାନଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିନା ପ୍ରକୃତ ବିକାଶ ସମ୍ଭବ ନୁହେଁ । ଶାନ୍ତିପୂର୍ଣ୍ଣ ସହାବସ୍ଥାନ…

ବିନା ବ୍ୟୟରେ ବ୍ୟାଧିର ବିନାଶ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଏଇ ଆଠଶହ କୋଟି ଜନସଂଖ୍ୟା ପୃଥିବୀର ସମସ୍ତ ଜନଗଣ ଚାହାଁନ୍ତି – ରୋଗମୁକ୍ତ, କ୍ଷୁଧାମୁକ୍ତ, ପାପମୁକ୍ତ ସମାଜ । ଏ ତିନୋଟି ମହା ଶକ୍ତିଶାଳୀ ଶଦ୍ଧ ରୋଗ, କ୍ଷୁଧା, ପାପ ଯେଉଁଦିନ ବିନାଶ ହେବ – ସେଦିନ ଜାଣିବ ସମଗ୍ର ବିଶ୍ୱରେ ଶାନ୍ତି, ସୁଖ,…

ଭାରତର ଦୃଷ୍ଟି ଚୀନ୍ ଉପରେ ପଡ଼ୁ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ କିଛି ଦିନ ଧରି ପାଇଁ ଭାରତ - ଚୀନ୍ ସୀମାରେ ଉତ୍ତେଜନା ବୃଦ୍ଧି ପାଉଛି । ବିଶେଷ କରି ତାୱାଙ୍ଗ ଘଟଣା ପରେ ଘଟୁଛି । ଏଥିରେ କୈାଣସି ସନ୍ଦେହ ନାହିଁ ଯେ ଭାରତୀୟ ସେନାର ସୈନିକମାନେ କେବଳ ସାହସର ସହିତ ତାୱାଙ୍ଗରେ ଚୀନ୍ ଅନୁପ୍ରବେଶକୁ ରୋକି ନାହାଁନ୍ତି,…

ମାରକ ମୂଲକ : ମହାମାରୁ ମାହାଳିଆ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ମାର୍ଫତ୍‍ ଦେଶରେ ଥିବା ୮୧ କୋଟି ୩୦ ଲକ୍ଷ ଗରିବଙ୍କୁ ୨୦୨୩ ଡିସେମ୍ବର ମାସ ଯାଏଁ ମାଗଣା ରାସନ୍‍ ପ୍ରଦାନ ଉଦ୍ଦେଶ୍ୟରେ କ୍ୟାବିନେଟ୍‍ରେ ନିଷ୍ପତି ନିଆସରିଛି । ସେହିଭଳି ଆମ ରାଜ୍ୟର…

ଭୋକିଲା ପୃଥିବୀର ଜଳବାୟୁ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଶ୍ୱ ଏହି ୫୦ ତମ ଶତାବ୍ଦୀର ବିକାଶ ପାଇଁ ଗର୍ବିତ ସତ, କିନ୍ତୁ ପ୍ରତ୍ୟେକ ରାତିରେ ୮୨ ମିଲିୟନରୁ ଅଧିକ ଲୋକ ଭୋକିଲା ଶୋଇବାକୁ ଯାଆନ୍ତି । ଆମକୁ ଏହା ବିଶ୍ୱାସ କରିବାକୁ ପଡିବ । କାରଣ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପରିସଂଖ୍ୟାନରୁ…

ସ୍ବପ୍ନିଳ ସକାଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସେଦିନ ଥିଲା ଏକ ମନୋରମ ପରିବେଶ । ରାସ୍ତା ଘାଟରେ ସେଭଳି କୈାଣସି ବିଶୃଙ୍ଖଳା ନଥିଲା । ଷ୍ଟେସନ ନିକଟବର୍ତ୍ତୀ ଜାଣି କିଛି ଦୂରରୁ ଟ୍ରେନର ଗତି ମନ୍ଥର ହେବା ଭଳି ପିଚ୍ଛିଳ ଗତିରେ ଗତି କରୁଥିବା ମୋ କାର୍ ମନ୍ଥର ହେଲା । ସତେଯେମିତି ମୁଁ ଅନୁଭବ କଲି ଯେ…