Latest Odisha News

BREAKING NEWS

Browsing Category

ଆଲେଖ

ସ୍ବପ୍ନିଳ ସକାଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସେଦିନ ଥିଲା ଏକ ମନୋରମ ପରିବେଶ । ରାସ୍ତା ଘାଟରେ ସେଭଳି କୈାଣସି ବିଶୃଙ୍ଖଳା ନଥିଲା । ଷ୍ଟେସନ ନିକଟବର୍ତ୍ତୀ ଜାଣି କିଛି ଦୂରରୁ ଟ୍ରେନର ଗତି ମନ୍ଥର ହେବା ଭଳି ପିଚ୍ଛିଳ ଗତିରେ ଗତି କରୁଥିବା ମୋ କାର୍ ମନ୍ଥର ହେଲା । ସତେଯେମିତି ମୁଁ ଅନୁଭବ କଲି ଯେ…

ଏ ଯାଏଁ ଏକାଠି, ମୁଁ ଓ ମୋ କଲମକାଠି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଅକ୍ଷରରେ ଅନେକ କଥାକାହାଣୀ କହିଯାଇଛି କଲମ । ସେଇ ଯେ ୧୯୬୨ରୁ.... ଏଯାଏ ଚାଲିଛି ଏ କଲମ ଏହିପରି - ଆଉ ତାହା ସହିତ ଖୋଦ୍‍ ମୁଁ ବି । ସମୟର ରଙ୍ଗବଦଳ ସତ୍ୱେ ଏ କଲମ ଅଙ୍ଗହାନି କରିବାକୁ ଚାହିଁନି କେଭେଁ ସେଇ ବଜ୍ରସଂକଳ୍ପର - ଅନ୍ଧାରୀ…

ଆଇନଜୀବୀଙ୍କ ସ୍ୱାଭିମାନ ମର୍ଯ୍ୟାଦା ଓ ସ୍ଵାଧୀନତା

ବିଭୂ ପ୍ରସାଦ ତ୍ରିପାଠୀ  ଚଳିତ ବର୍ଷର ଶେଷ ଭାଗରେ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷମାନେ ନୂଆ ବର୍ଷ ପାଳନ କରିବା ଅବସରରେ ସମ୍ବଲପୁରରେ ଜେଲରେ ଥିବା ଆଇନଜୀବୀ ବନ୍ଧୁମାନଙ୍କ ବିଷୟ ମତେ ଗଭୀର ଭାବରେ ବ୍ୟଥିତ କରିଛି। ଏହି ପରିପ୍ରେକ୍ଷୀରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୨…

ପୀଡ଼ିତା ଏବେ ଜୀବିତ ନା ମୃତ?

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଗଲା ବର୍ଷ ୮ ଅକ୍ଟୋବରରେ ବଲାଙ୍ଗୀରର ଉଚ୍ଚଶିକ୍ଷିତା ଝିଅ ତଥା ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ହେଇଯାଇଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହେଲା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ପରେ ପରେ ଯେତେବେଳେ ଅକ୍ଟୋବର…

ଆଣବିକ ଶକ୍ତି କ୍ଷେତ୍ରରେ ଭାରତର ସ୍ୱପ୍ନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବୈଜ୍ଞାନିକ ଓ ବୈଷୟିକ ବିକାଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆଜି କେବଳ ସେହି ଦେଶ ବିଶ୍ୱରେ ଆଗକୁ ବଢିପାରିବ, ଯେଉଁଠାରେ ନୂତନ ଆବିଷ୍କାର, ଟେକ୍ନୋଲୋଜିର ଉଦ୍ଭାବନ ଓ ପୁରୁଣା ଟେକ୍ନୋଲୋଜି କ୍ରମାଗତ ଭାବେ ଅପଗ୍ରେଡ୍ ହୋଇଛି । ସେଥିପାଇଁ ଏକ…

ଗଣ ଆନ୍ଦୋଳନ : ସେଦିନ ଓ ଆଜି, କେତେ ତଫାତ୍‍ !

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ 'ଶବ୍ଦ ତୂଣୀର' ଆମେ ଜାଣନ୍ତି, ଟ୍ରେଡ୍‌ୟୁନିୟନ ଓ ଗଣତାନ୍ତ୍ରୀକ ଆନ୍ଦୋଳନ ଧାରା ଅତି ପୁରୁଣା ଓ ଚିରାଚରିତ । ଶହେବର୍ଷ ପୂର୍ବେ ସେତେବେଳର ପୁଞ୍ଜିବାଦର ଉତ୍ପତ୍ତି ଓ କ୍ରମୋନ୍ନତିକୁ ବିରୋଧ କରିବା ପାଇଁ ଶ୍ରମିକ ଆନ୍ଦୋଳନ ଜନ୍ମ ନେଇଥିଲା । ବର୍ତ୍ତମାନର…

ଡିଜିଟାଲ ମୁଦ୍ରାରେ ନୂଆ ଜଗତ 

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଏବେ ଡିଜିଟାଲ ବିପ୍ଳବ । କିପରି "ଟଙ୍କା - ଟଙ୍କା ଜଗତ" କୁ ବଦଳାଉଛି ତାହାର ଏକ ଉଦାହରଣ ହେଉଛି ଭାରତ । ଯେତେବେଳେ ୨୦୧୬ ରେ ବିମୁଦ୍ରୀକରଣ କରାଯାଇଥିଲା, ସେତେବେଳେ ପୂର୍ବାନୁମାନ କରାଯାଇଥିଲା ଯେ ଲୋକମାନେ ଶୀଘ୍ର ଡିଜିଟାଲ୍ ପେମେଣ୍ଟ ବିକଳ୍ପକୁ ଯିବେ…

ବିଷାକ୍ତ ବାୟୁ, ନୀରବ ଘାତକ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଜୀବନକୁ ସହଜ ସୁନ୍ଦର ଓ ବିଳାସମୟ କରିବା ପାଇଁ ମଣିଷ ବିଭିନ୍ନ ପ୍ରକାର କଳକାରଖାନା, ଆମୋଦ ପ୍ରମୋଦର ସାମଗ୍ରୀ, ଅତ୍ୟାଧୁନିକ ଗାଡ଼ି ମଟର, ଚକାଚକ୍ ରାସ୍ତାଘାଟ ଆଦି ତିଆରି କରିବାରେ ଲାଗୁଛି । କିନ୍ତୁ ଅନ୍ୟପକ୍ଷରେ ଏସବୁର ବହୁଳ ଓ…

କାମିନୀର ଭାଇ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କାମିନୀର ପୁଅକୁ ସେତେବେଳେ ମାତ୍ର ଚାରି ବର୍ଷ। ତା ସ୍ୱାମୀ ରାଜ୍ୟ ବାହାରେ କାମ କରୁଥିବାରୁ, ଅଧିକାଂଶ ସମୟରେ ସେ ନିଜ ପୁଅକୁ ନେଇ ବାପଘର ଗାଁରେ ରହେ। ତାର ତିନି ତିନିଟା ଭାଇ। ଆଉ କାମିନୀ ଭାବେ, ତା ଭାଇମାନେ ଥିଲା ଯାଏଁ, ପୃଥିବୀରେ…