Latest Odisha News

BREAKING NEWS

Browsing Category

ଆଲେଖ

ବିଷାଦ ବ୍ୟାଧିର ବଳୟରେ ବିଶ୍ୱ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନା ମହାମାରୀ, ଭୋକର ଜ୍ୱାଳା ଭଳି ଏବେ ବିଷାଦର ବ୍ୟାଧି ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ମଣିଷ ମନରୁ ଶାନ୍ତି ଉଭେଇ ଯାଇଛି । ଧନସମ୍ପତି, କୋଠାବାଡି, ସୁନାରୂପା, ଗାଡିଘୋଡା ସବୁଥାଇ ମଣିଷ ମନରେ ସୁଖ ନାହିଁ । ଏବେ ସେ ପାଗଳ ଭଳି…

ଜାଣନ୍ତୁ; ପୁରୀ ଶ୍ରୀକ୍ଷେତ୍ରକୁ କାହିଁକି କୁହାଯାଏ ଶଙ୍ଖକ୍ଷେତ୍ର !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ପୃଥିବୀରେ ଯେତେ ସଂସ୍କୃତି ରହିଛି ତନ୍ମଧ୍ୟରୁ ଭାରତୀୟ ସଂସ୍କୃତି ସର୍ବାଗ୍ରେ ବା ଶ୍ରେଷ୍ଠ ବିବେଚିତ ହୋଇ ଆସିଛି । ବ୍ୟାସଦେବଙ୍କ ରଚିତ ଅମୂଲ୍ୟ ଗ୍ରନ୍ଥ ଜଗତର କଲ୍ୟାଣ ପାଇଁ…

ଦରଦୀ ପ୍ରାଣର ମହାନ ବ୍ୟକ୍ତିତ୍ୱ

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଗାଁ ମଫସଲିଆ ସେ । ତାରି ପାଇଁ ଜୀବନ ଜୀଇଁବାର ଆଶା ଦେଖେ ମନୁଷ୍ୟ । ମାଟି ମାର ସେ କୁଶଳୀ କାରିଗର । ସଭ୍ୟତାର ମାପକାଠି । ସେ ନଥିଲେ ଦିନରେ ଦି ଓଳି ଖାଇବା ସ୍ୱପ୍ନ ପାଲଟିଯିବ । ସତରେ ସେ ହିଁ ପ୍ରକୃତ ବିନ୍ଧାଣୀ…

ଫ୍ଲଏଡ-ପରବର୍ତ୍ତୀ ବିଶ୍ୱ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବେ ଜନକ୍ରୋଧର ଫୁତ୍କାରରେ ବିପର୍ଯ୍ୟସ୍ତ| ମେ ୨୫ ତାରିଖରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଜଣେ ସାଧାରଣ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ ଙ୍କ ମୃତ୍ୟୁ ପ୍ରତିବାଦରେ ବିଭିନ୍ନ ସହରରେ…

ଅଣସର ପିଣ୍ଡିରେ ମହାପ୍ରଭୁ; ଜ୍ୱର ଉପଶମ ଲାଗି ହୁଏ ଉପଚାର !

ନୀଳାଚଳ ନିବାସୀ ପରମାତ୍ମା ଦାରୁବ୍ରହ୍ମ ରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳାର ରହସ୍ୟ ଭକ୍ତମାନଙ୍କୁ ଭକ୍ତିମାର୍ଗରେ ଅଗ୍ରସର ହେବାକୁ ଯଥେଷ୍ଟ ପ୍ରେରଣା ଯୋଗାଇଥାଏ । ସାଧାରଣ ମନୁଷ୍ୟ ପରି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିନଚର୍ଯ୍ୟା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ମଣିଷଟିଏ…

ଭଗବାନ ଚୈତନ୍ୟ ଓ କୃଷ୍ଣଭକ୍ତି: ନାମରସରେ ନାଚି ଉଠିଲେ ହିଂସ୍ର ଜୀବଜନ୍ତୁ !

ଭଗବାନଙ୍କର ପବିତ୍ର ନାମ ସମସ୍ତ ଜୀବଜଗତକୁ ଆକର୍ଷିତ କରିଥାଏ । ନାମ ହି କେବଳମ୍ । ନାମ ଅମୃତ । କଳିଯୁଗରେ ନାମର ମାହାତ୍ମ୍ୟକୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଭଗବାନଙ୍କ ନାମରେ ହିଁ ରହିଛି ଅମାପ ଶକ୍ତି, ଅନବରତ ନାମଜପରୁ ସୃଷ୍ଟି ହୋଇଥାଏ ଛାଏଁ ଭକ୍ତି । ଏକଦା ପ୍ରଭୁ ଚୈତନ୍ୟ…

ଗଣନାଥ ପାତ୍ର, ଅଗ୍ନିପଥର ସେ ଗାୟକ ଓ ନାୟକ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଯେତେବେଳେ ଭାରତ ସରକାର ନକ୍ସଲବାଡି ଆଂଦୋଳନର ଅନ୍ୟତମ ତୁଙ୍ଗ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ଫାଶୀ ଦେବାକୁ ଜାଲ ବିଛାଉଥିଲେ, ସେତେବେଳେ ତାଙ୍କୁ ନିଜର ପଣତ ତଳେ ଯିଏ ମା’ର ଆଶ୍ରୟ ଦେଇ ଘୋଡେଇ ରଖିଥିଲେ, ସେ ଥିଲେ ଭାରତୀୟ ସ୍ଵାଧୀନତା ଆଂଦୋଳନର…

କରୋନା ବିପତ୍ତି ସମୟରେ ଏମ୍‌.ଜି.ଏନ.ଆର.ଇ.ଜି.ଏ.ର ଭୂମିକା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ମହାମାରୀ ଓ ତଦ୍‌ଜନିତ ସୁଦୀର୍ଘ ଲକ୍ ଡାଉନ୍ ଯୋଗୁ ଦେଶରେ ବେକାରୀ ସମସ୍ୟା ଭୟଙ୍କର ଭାବେ ବଢ଼ିଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ରସାତଳଗାମୀ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରମିକ, ଛୋଟ ବେପାରୀ, ମୂଲ ମଜୁରୀ ଲାଗି ଚଳୁଥିବା…

ଅଣସରରେ କାହିଁକି ମହାପ୍ରଭୁ ଶ୍ରୀଅଲାରନାଥ ରୂପେ ଦିଅନ୍ତି ଦର୍ଶନ; ଜାଣନ୍ତୁ ପୌରାଣିକ କିମ୍ବଦନ୍ତୀ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଦେବ ସ୍ନାନ ଉତ୍ସବରେ ଅଧିକ ଗାଧେଇବା ଦ୍ୱାରା ପ୍ରଭୁଙ୍କୁ ଜ୍ୱର ହୁଏ । ଏହି ସମୟରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ଘରେ ରହଣି…

କରୋନାର କରାଳ କାଳ ବଳୟ ପରର ପୃଥିବୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନାର କରାଳ କାଳ ବଳୟରେ ସମଗ୍ର ବିଶ୍ୱ ଆଜି ଜ୍ୱଳନ୍ତ ଜତୁଗୃହ । ସବୁଠି ନିଆଁ ଲାଗିଛି – ସବୁଠି ନିଆଁ ଜଳୁଛି – ମଶାଣିରେ, ମନ୍ଦିରରେ, ମସଜିଦ୍‌ରେ, କଳ-କାରଖାନାରେ, କ୍ଷେତରେ, ଖାଦାନରେ, ଗାଁଗଣ୍ଡାରେ, ସହରରେ – ସବୁଠି ମଣିଷ ମନରେ ନିଆଁ…