Latest Odisha News

BREAKING NEWS

Browsing Category

ଶବ୍ଦ ତୂଣୀର

Shabda Tuneera

କଳିକାଳ ପରେ ମହା କଳିକାଳ: କରୋନା କରାଳ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ମହାକଳିକାଳ ସମାଗତ । ଯେଉଁ ଅନାଗତ ଅବତାର କଳ୍‌କୀ ବୃତାନ୍ତ ଆମେ ସବୁ ଏଯାବତ୍ ଶୁଣିଆସିଥିଲେ- ଏ ଅବତାର ଏବେ ପ୍ରତ୍ୟେକ ବିବେକି ମଣିଷ ମଧ୍ୟରେ କାୟା ପ୍ରବେଶ କରିସାରିଲାଣି । ଏ ଅପ୍ରକଟ କଳ୍‌କୀର ଆୟୁଧ ଆଉ ବାରହାତୀ ଖଣ୍ଡା ନୁହଁ, ବରଂ…

ଭୋକ-ରୋଗ ଅସମ୍ଭାଳ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସମ୍ପ୍ରତି ରୋଗ ଓ ଭୋକ କବଳରେ ସାରା ବିଶ୍ୱବାସୀ । ଜୀବଜଗତ ଆଉଟୁପାଉଟୁ ହେଉଛନ୍ତି । ବିଜ୍ଞାନ ସବୁଠୁ ବଡ ସାଂଘାତିକ ରୋଗ ଓ ଭୋକକୁ ବିନାଶ କରିବାର ଉପାୟ ବାହାର କରିପାରିନାହିଁ । କରୋନା ଭୂତାଣୁ ବିଶ୍ୱ ମହାମାରୀବେଳେ କିଛି କିଛି ସମ୍ବାଦ…

ଦକ୍ଷିଣ ଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର... ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା, ଦୃପ୍ତତାର ଓଡ଼ିଶା, ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଂଗଲରୁ ଆରମ୍ଭ କରି ପାହାଡ଼ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ଼ ଭାବମୂର୍ତ୍ତି…

ମୋ ମାଟିର ମହାଶିଳ୍ପୀ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’... ହାତର ତୂଳୀରେ କଣ ସାତରଙ୍ଗର ଘରକରଣା? କାନ୍ଧର ଝୁଲାବ୍ୟାଗ୍‌ରେ କଣ ଅଜଣାଅଶୁଣା କୁହୁକଟାପୁର ଠିକଣା? ପାଦର ଚଟିହଳକରେ କଣ ଧୂସର ଛାୟପଥର ଧୂଳିକଣା? ସଂସାର ବୁଝେନା ମାଟିର ମହାଶିଳ୍ପୀକୁ । ଦିନ କ’ଣ ଧରିପାରେ ରାତିର ସ୍ୱପ୍ନକୁ ନା ରାତି…