Home ଆଲେଖ ଶବ୍ଦ ତୂଣୀର

ଶବ୍ଦ ତୂଣୀର

Shabda Tuneera

ଜୀବନ ସଂଗ୍ରାମ ସ୍ୱାଧୀନତା ଜରୁରୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମୁକ୍ତି ସଂଗ୍ରାମର ସ୍ୱାଧୀନତା ଆମେ ପାଇବା ୭୪ବର୍ଷରୁ ବେଶି ହେବଣି । ମାତ୍ର ଏ ପର୍ଯ୍ୟନ୍ତ ଆମ ଜୀବନ ସଂଗ୍ରାମର ସ୍ୱାଧୀନତା ହାସଲ କରିବାରେ ଗୋଟିଏ ଦିନ କ’ଣ, ଗୋଟିଏ ଘଂଟା କ’ଣ, ଗୋଟିଏ ମିନିଟ୍...

ସବୁଲେଖା – ଲେଖା ନୁହେଁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ସେଦିନ ଉଚ୍ଚାରିତ ହେଉଥିଲା ସେଇସବୁ ଉଦାତଶଦ୍ଦ ଲହରି । ଲିପି ନଥିଲା, ନଥିଲା ବର୍ଣ୍ଣମାଳାର ବନ୍ଧନ । ମୁକ୍ତସ୍ରୋତ ପରି, ଉଚ୍ଛଳ ଝରଣା ପରି ସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ...

ଯୋଗ୍ୟନେତାରହିତ ଜନଗଣ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଲୋକ ଅନେକ । ଏଇ ପୃଥିବୀରେ ପାଖାପାଖି ଆଠଶହ କୋଟି ଲୋକ । ସରକାରୀ ହିସାବ ସବୁବେଳେ ଭୁଲ । ଆତ୍ମସ୍ୱାର୍ଥ ସର୍ବସ୍ୱ କର୍ମଚାରୀମାନେ ନିଜ ପ୍ରେମରେ ବୁଡିରହି ପ୍ରକୃତ ଜନଗଣନା କରନ୍ତି ନାହିଁ ।...

ଓଡିଶା : ଦାରୁ ଦେବତାଙ୍କ ଭୂଇଁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଓଡିଶା ସେଇ ମାଟି, ଯେଉଁଠି ମଣିଷ ଦାରୁକୁ ଦେବତା ମାନେ । ଏହା ଏକ ଆଦିବାସୀ ବିଶ୍ୱାସବୋଧର ଅବଦାନ ଏ ମାଟିର ଐତିହ୍ୟକୁ । କାରଣ ଶବରରାଜା ବିଶ୍ୱାବସୁର ଦିଅଁ ନୀଳମାଧବକୁ ପୁରୀ ଆଣି ଜଗନ୍ନାଥ...

ପାଉଁଶରେ ପହଁରିବ ପୁଞ୍ଜିବାଦ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଅନ୍ଧମୁହାଣିରେ ବିଶ୍ୱ ପୁଂଜିବାଦୀ ଅର୍ଥନୀତି ଦ୍ରୁତ ଗତିରେ ମାଡିଚାଲିଛି । ବିଭିନ୍ନ ଦେଶରେ ପୁଂଜିବାଦୀ ବଜାର ସଂକଟ ଯୋଗୁ ଭୟଙ୍କର ଅବସ୍ଥା ଉପୁଜିଲାଣି । ଅନେକ ଦେଶ ଆର୍ଥିକ ଦେଣ-ନେଣରେ ସୁଧାର ଆସୁନଥିବାରୁ ଧୀରେ ଧୀରେ...

ଧିକ୍ ନେତାଗିରି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆମେ ଜଣେ ଶ୍ରମିକନେତା ଭାବେ ଜଣାଶୁଣା । ଏବେ ଏ ବିଶ୍ଲେଷଣଟି ଭାରି ଅଡୁଆ ଲାଗୁଛି । ଜଣେ ସାଧୁ ବ୍ୟଭିଚାରୀ ହେଲେ ଲୋକେ ପୁରା ସାଧୁସମାଜକୁ ସନ୍ଦେହ ଚକ୍ଷୁରେ ଦେଖନ୍ତି । ଆଗର ସେ...

ସାଂପ୍ରତିକ ସମୟରେ ଗାନ୍ଧୀଦର୍ଶନ ବିଚାରର ପ୍ରାସଂଗିକତା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସାଂପ୍ରତିକ ସମୟ ଏକ ତ୍ରିବିଧ ଚରିତ୍ରାତ୍ମକ କାଳଖଣ୍ଡ । ନୈତିକ ଚରିତ୍ର, ରାଜନୈତିକ ଚରିତ୍ର ଓ ଅର୍ଥନୈତିକ ଚରିତ୍ର ଦୃଷ୍ଟିରୁ ସାଂପ୍ରତିକ ସମୟ ଏକପ୍ରକାର ଶୂନ୍ୟକାଳର ସଂଶୟ । ଏହି ସମୟରେ ଗାନ୍ଧୀଦର୍ଶନର ବିଚାରଣା ଅନେକଙ୍କ...

ଅସନ୍ତୋଷର ଅନ୍ତଃସ୍ୱର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ବିଶ୍ୱର ସୃଷ୍ଟି ଠୁଁ ଆଜି ଅବଧି ଅନେକ ବିଚିତ୍ର ଓ ବୈଚିତ୍ର‌୍ୟମୟ ଘଟଣାମାନ ଘଟିଚାଲିଛି । ବିଗତ ୩୦୦ ବର୍ଷ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ପରେ...

ଇତିହାସର ଉଗ୍ର ଉପହାସ !

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମାଓବାଦ ସମସ୍ୟା ନୁହେଁ । ସଂକଟ ବି ନୁହେଁ । ଏହାର ସର୍ବକାଳୀନ ସମାଧାନ ବି ସମ୍ଭବ । ଯେକୌଣସି ସରକାର ମାଓବାଦ ସମସ୍ୟାକୁ ଆଇନ କାନୁନର ଗଣ୍ଡି ଭିତରେ ଆକଳନ କରି ‘ଯେସାକୁ ତେସା’...

ଭାରତୀୟ ନିର୍ବାଚନ – ଜଘନ୍ୟ କ୍ଷମତା ଯୁଦ୍ଧ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ନିର୍ବାଚନ-ଧର୍ମଯୁଦ୍ଧ ନୁହେଁ – ଜଘନ୍ୟ କ୍ଷମତା ଯୁଦ୍ଧ । ସଂକଟର ସନ୍ଧିକ୍ଷଣରେ ଆଜି ଭୂଆଁବୁଲୁଛି ସମଗ୍ର ଭାରତବର୍ଷ । ଗଣତନ୍ତ୍ର ଆଜି ରକ୍ତାକ୍ତ । ସାଂପ୍ରଦାୟିକ ଦଙ୍ଗା, ଦୁର୍ନିତୀ ପରେ ଦୁର୍ନୀତି, ଶୋଷଣ, କଷଣ, ଅନ୍ୟାୟ...

ସାହିତ୍ୟ