Home ଆମ ଚାଷୀ ଆମ ପରିଚୟ

ଆମ ଚାଷୀ ଆମ ପରିଚୟ

Ama Chasi Ama Parichaya

ଟିସୁ କଲ୍‌‌ଚର କଦଳୀ ଚାଷ-୨

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ସାଧାରଣତଃ ଗ୍ରାମାଂଚଳ ମାନଙ୍କରେ କଦଳୀ ଚାଷକୁ ଚାଷୀ ମାନେ ବେଶୀ ପ୍ରାଥମିକତା ଦେଇଥାନ୍ତି । କାରଣ କଦଳୀ ଚାଷ ଏକ ଲାଭଜନକ ଫସଲ । ତେଣୁ ଚାଷୀମାନେ ସେମାନଙ୍କ ପୁରୁଣା ପଦ୍ଧତିକୁ ଆପଣେଇ...

ଟିସୁ କଲ୍‌ଚର କଦଳୀ ଚାଷ (୧)

( କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଖାଦ୍ୟ ଉତ୍ପାଦନର ପ୍ରଥମ ପ୍ରାଥମିକତା କୃଷି । ତେବେ କର୍ମବ୍ୟସ୍ତ ସମୟ ଭିତରେ ସଭିଏଁ ଏବେ ପାରମ୍ପରିକ କୃଷି ନିଶାରେ ବ୍ୟସ୍ତ । ଗାଁ ମାନଙ୍କରେ ସେଇ ପୁରୁଣା ପଦ୍ଧତି ଏବେ...

ମାଟି ଲିପା ମଣିଷର କଥା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ରାତି ପାହିଲେ ଦୂର ଦିଗବଳୟରୁ ସିନ୍ଦୂରା ଫାଟି ପହିଲି କିରଣ ଗାଁ ଠୁ ସହରକୁ ପ୍ରଥମ ସ୍ପର୍ଶ ଦିଏ । ସକାଳର ପହିଲି କିରଣରେ ହସେ ଗାଁ ବିଲର ପରିପାଟୀ...

ଅଖିମୁଠିରୁ ଆରମ୍ଭ ସଭ୍ୟତାର ସୂଚୀପତ୍ର

କୃଷି – ସେ ମାନବ ସମାଜର ସଂଚାଳକ ଶକ୍ତି । ଜୀଇଁବାର ପ୍ରତ୍ୟେକଟି ମୁହୂର୍ତ୍ତକୁ ଅନୁଭବ କରିବାର ମାଧ୍ୟମ ଏଇ କୃଷି । ସଭ୍ୟତାର ସୂଚୀପତ୍ର ଆଉ ଚିନ୍ତା ଓ ଚେତନାର ଉନ୍ମେଷକ । ଦିନରେ ଦି ଓଳିଖାଇବାର ସ୍ୱପ୍ନକୁ ଚରିତାର୍ଥ କରେ...

ସମୟର ସାରାଂଶରେ କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଓଡିଶା କୃଷିପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ଧାନ ଫସଲରେ ଏକ ସ୍ୱତନ୍ତ୍ର ସ୍ଥାନ ସାରା ଦେଶରେ ଅକ୍ତିଆର କରିଛି ଓଡିଶା । ମୌସୁମୀ ବର୍ଷା ଉପରେ ଚାତକ...

ବିନା ମାଟିରେ ଚାଷ

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଜନସଂସ୍କୃତି ଆଉ କୃଷି ପରସ୍ପରର ପରିପୂରକ । କୃଷି ଆଉ କୃଷକର ସାଥ ବିନା ଖାଦ୍ୟ ସାରା ଦୁନିଆ ପାଇଁ ଏକ ସ୍ୱପ୍ନ ପ୍ରାୟ । ମଣିଷ ଯଦି କାଲି...

ଘରେ କରନ୍ତୁ ପୁଦିନା ଚାଷ !

ସାମାଜିକ ଜୀବନର ବ୍ୟସ୍ତତା ଭିତରେ ଏବେ ଟିକିଏ ଖାଲି ସମୟ ପାଇବା ସତରେ କଷ୍ଟ । ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜକୁ ଦୁର୍ବିସହ ଲାଗିବା ସ୍ୱାଭାବିକ । ସମୟ ଆସି ଏପରି ସ୍ଥଳରେ ଉପନୀତ ଆଜି କୌଣସି ବ୍ୟକ୍ତି ବି ଚାଷ...

ଏକ ଦେଶ, ଏକ ବଜାର

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ସବୁ ସମୟରେ ଚାଷୀଙ୍କ ପାଇଁ ଅନେକ ବ୍ୟବସ୍ଥା । ଚାଷୀ କୁଳର ଉନ୍ନତି ପାଇଁ ସବୁବେଳେ ନୂଆ ପରିପାଟୀର ସମାହାର । ବଜେଟ ହେଉ କି ସ୍ୱତନ୍ତ୍ର ପ୍ୟାକେଜ, ଚାଷୀ...

ଚାଷ ଜମିରେ ସୋରିଷ ଛିଟା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଧାନ ଚାଷ ପରେ ପରେ ରବି ଫସଲ ନିଶାରେ ମାତେ ଚାଷୀ, ପ୍ରାୟତଃ ଚାଷ ଜମିରେ ମୁଖ୍ୟ ରବି ଫସଲ ଭାବେ ସୋରିଷ ଚାଷ କରାଯାଏ । ରାସ୍ତା କଡେକଡେ...

ଶ୍ୟାମଳ କ୍ଷେତରେ ସୁବର୍ଣ୍ଣର ହସ

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଫାଲଗୁନର ଫଲ୍‌ଗୁରେ କ୍ଷେତକୁ କର୍ଷଣରେ କର୍ଷିତ କରେ କୃଷକ । ହଳକର୍ଷିତ ଭୂମିରେ ଦେଖାଦିଏ ବର୍ଷିତ ଜଳର ସମାହାର । ମାଟିରେ ଆସେ ବାସ୍ନା । କୃଷକର ମନରେ ଆନନ୍ଦର...

ସାହିତ୍ୟ