Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଓଡ଼ିଶା ଆସୁଛି ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା, ଯାଜପୁର ଓ କେନ୍ଦୁଝରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ (୪୫ବର୍ଷରୁ ଅଧିକ) ଟିକାକରଣ ଜାରି ରହିଛି ।  ଆଜି ରାଜ୍ୟରେ ପହଞ୍ଚିବ ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା । ଟିକା ଅଭାବରୁ ଆଜି ଯାଜପୁର ଓ କେନ୍ଦୁଝରରେ ବନ୍ଦ ରହିଛି ଟିକାକରଣ । ୪୬୪ କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି । ଏହି ସୂଚନା ଦେଇଛନ୍ତି…

ଦେଶରେ ୨ଲକ୍ଷ ପାର କଲା କରୋନା ଡେଥ୍ କେସ୍, ୬ ମାସରେ ଲକ୍ଷେ ମୃତ

ନୂଆଦିଲ୍ଲୀ: କରୋନାର ଏପ୍ରିଲ ଟେନସନ୍ । ଘାତକ ହେଉଛି ମହାମାରୀ । ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ଦେଶରେ ଆଜି କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ପାର କରିଛି । ସେହିପରି ରେକର୍ଡ ତିନି ହଜାର ଡେଇଁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୨ଶହ ୯୩ ଆକ୍ରାନ୍ତ…

ରାଜ୍ୟରୁ କରୋନା ନେଲା ଆଉ ୧୦ ଜୀବନ, ସପ୍ତାହେ ଭିତରେ ୫୯ ମୃତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରୁ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ଅଛନ୍ତି ୩ ଜଣ ଲେଖାଏ ଆକ୍ରାନ୍ତ । ସେହିପରି ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ…

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ, ୮୩୮୬ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୮ ହଜାର ଟପିବା ସହ ରେକର୍ଡ ଭାଙ୍ଗିଛି। ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୮ ହଜାର ୩୮୬ ନୂଆ ଆକ୍ରାନ୍ତ। କ୍ୱାରେଣ୍ଟାଇନରୁ ୪୭୮୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୦୫ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଅକ୍ସିଜେନ୍ ବ୍ୟବହାର ନେଇ ଏସଓପି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ବଢୁଛି ଚିନ୍ତା । ଆକ୍ରାନ୍ତ ସଂଖ୍ୟା ଯେତିକି ବଢୁଛି ଅକ୍ସିଜେନର ଅଭାବ ମୁଣ୍ଡବିନ୍ଧାର କାରଣ ସାଜିଛି । ଏଭଳି ସ୍ଥିତିରେ ରାଜ୍ୟରେ ଅକ୍ସିଜେନ୍ ବ୍ୟବହାର ନେଇ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଅକ୍ସିଜେନର ସୁପରିଚାଳନା ପାଇଁ ରାଜ୍ୟ ସରକାର ଏସଓପି…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୭୭୩ ପଜିଟିଭ୍

ଭୁବନେଶ୍ବର : ମହାମାରୀ କରୋନାର ଦ୍ବିତୀୟ ଲହରକୁ ନେଇ ସାରା ରାଜ୍ୟରେ ଆତଙ୍କ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୭୭୩ ଜଣ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୪୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୬୩୨ । ସେହିପରି ଭୁବନେଶ୍ବରରୁ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୮୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ନିଜର କାୟା ମେଲାଉଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୪୦୮୯ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା…

ଓଡ଼ିଶାରେ ରେମଡେସିଭିର୍ ମେଡିସିନର ଅଭାବ

ଭୁବନେଶ୍ୱର: ରାଜ୍ୟରେ ରେମଡେସିଭିର ଅଭାବ । ଏବେ ରେମଡେସିଭ୍ ମେଡିସିନର ବହୁତ ଆବଶ୍ୟକତା ରହୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ । କେନ୍ଦ୍ର ସରକାର ନିଜେ ରେମଡେସିଭିର୍ ବିତରଣ କରୁଛନ୍ତି । ଏପ୍ରିଲ ୨୧ରୁ ୩୦ ଯାଏ ଓଡ଼ିଶାକୁ ୨୧ହଜାର ଭାଏଲ ଦେବାକୁ…

ରାଜ୍ୟରେ ୧୮-୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ହୋଇପାରେ ବିଳମ୍ବ

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ରାଜ୍ୟରେ ଏହି ବୟସ ବର୍ଗର ଲୋକଙ୍କୁ ଟିକାକପଣରେ ବିଳମ୍ବ ହୋଇପାରେ । ଟିକା ଆସିବାରେ ବିଳମ୍ବ ହୋଇପାରେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ…

ଓଡ଼ିଶାରେ ୫୦ହଜାର ପାର୍ କଲା କରୋନା ଆକ୍ଟିଭ୍ କେସ୍, ୧୪ ଜିଲ୍ଲାରେ କେବଳ ୮୦%

ଭୁବନେଶ୍ୱର: ରାଜ୍ୟରେ ଆଜି ୫୦ ହଜାର ପାର କରିଛି କରୋନା ଆକ୍ଟିଭ୍ କେସ । ଆଜି ଆଉ ୬ହଜାର ୭୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସକ୍ରିୟ ମାମଲା ୫୦ହଜାର ୯୫୮କୁ ବୃଦ୍ଧି ପାଇଛି । ରେଡ୍ ଜୋନରେ ରହିଛି ୧୪ଟି ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼,…