Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ମାଡୁଛି ମହାମାରୀ: ୨୪ ଘଣ୍ଟାରେ ୨୩ ହଜାର ପଜିଟିଭ୍, ମହାରାଷ୍ଟ୍ରରେ କେବଳ ୧୪ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ଚାଲିଥିବା ବେଳେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି । ଗତକାଲି ୨୨ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୩ ହଜାର ଟପିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୩ହଜାର ୨୮୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ କରୋନା…

କେନ୍ଦ୍ର ସରକାର ଘୋଷଣା କଲେ କରୋନା ଟିକାର ନୂଆ ଦର

ନୂଆଦିଲ୍ଲୀ : କରୋନା ଟିକାର ନୂଆ ଦର ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବରୁ ଟିକାର ଦର ୨୫୦ ଟଙ୍କା ଥିବା ବେଳେ, ବର୍ତ୍ତମାନ ଟିକାର ଦାମ କମାଇ ୨୦୦ ଟଙ୍କା କରିଛନ୍ତି ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ସୂଚନା ଦେଇଛନ୍ତି । ତେବେ ଘରୋଇ ହସ୍ପିଟାଲରେ ଏହି ଦର ୨୫୦…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୮୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । କଟକରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ସମ୍ବଲପୁରରୁ…

ଭାରତୀୟ ଫୁଟବଲ ଅଧିନାୟକ ସୁନିଲ ଛେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଗୁରୁବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ସୁସ୍ଥ ଅଛନ୍ତି। ସେ ଖୁବ୍ ଶୀଘ୍ର ଫୁଟବଲ୍ ପଡ଼ିଆକୁ ଫେରିବେ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି"।…

ଯାତ୍ରୀଙ୍କୁ ମିଳିବ ଡିଜିଟାଲ୍ ହେଲ୍ଥ ସାର୍ଟିଫିକେଟ୍, ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଭାଇରସ୍ ପାସପୋର୍ଟ ଲଞ୍ଚ୍ କଲା…

ବେଜିଙ୍ଗ: ଚୀନ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ହେଲ୍ଥ ସାର୍ଟିଫିକେଟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ବର୍ତ୍ତମାନ ଦେଶକୁ ଆସିଥିବା ଏବଂ ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଖରେ ଏକ ଡିଜିଟାଲ ସାର୍ଟିଫିକେଟ ରହିବ ଯାହା ୟୁଜର୍ସଙ୍କ ଭ୍ୟାକସିନ ଷ୍ଟେଟସ ଏବଂ ଟେଷ୍ଟ ଫଳାଫଳ ଦର୍ଶାଇବ । ଏହିଭଳି…

ରାଜ୍ୟରୁ ଆଜି ୬୩ କରୋନା ଆକ୍ରାନ୍ତ, ମୟୂରଭଞ୍ଜରୁ ସବୁଠୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ୧୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ କରୋନା ଆକ୍ରାନ୍ତ । ୧୬ ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୬୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୮ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଓଡ଼ିଶାରେ ୪୫ ଦିନରେ ଦିଆଯାଇଛି ୧୦ ଲକ୍ଷ ଡୋଜରୁ ଅଧିକ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ । ବର୍ତ୍ତମାନ ସୁଦ୍ଧା ଦିଆଗଲାଣି ୧୦ ଲକ୍ଷ ଡୋଜରୁ ଅଧିକ ଟିକା । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ଓ୍ୱାର୍କର୍ସ ଓ ବରିଷ୍ଠ ନାଗରିକଙ୍କୁ ପର୍ୟ୍ୟାୟ କ୍ରମେ ଟିକାକରଣ ହୋଇଛି । ମାତ୍ର ୪୫ ଦିନ ଭିତରେ ୧୦ ଲକ୍ଷ କୋଭିଡ୍ ଟିକା ଦିଆଯାଇଛି । ଏନେଇ…

ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଉପରେ ପ୍ରଭାବୀ ଦେଶୀ ଟିକା କୋଭାକ୍ସିନ୍

ପୁନେ: ଦେଶୀ କୋଭିଡ୍ ଟିକା କୋଭାକ୍ସିନ୍ ଲାଗି ଖୁସି ଖବର । ଦୁନିଆରେ କରୋନାର ଭିନ୍ନ ଭିନ୍ନ ଷ୍ଚ୍ରେନକୁ ନେଇ ଆତଙ୍କ ଖେଳିଯାଇଛି । କାରଣ ପୂର୍ବାପେକ୍ଷା କରୋନାର ନୂତନ ଷ୍ଟ୍ରେନ୍ ଶୀଘ୍ର ସଂକ୍ରମିତ କରୁଛି । ଗବେଷଣାରୁ ଜଣାପଡ଼ିଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦେଶୀ କରୋନା ଟିକା…

ଦେଶରେ ଆଜି ୨୨ ହଜାର ପାର କଲା କରୋନା ସଂକ୍ରମଣ, ୧୨୬ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଆଜି ୨୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୮୫୪ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୨ଲକ୍ଷ ୮୫ହଜାର ୫୬୧କୁ ବୃଦ୍ଧି ପାଇଛି ।…

ରାଜ୍ୟରୁ ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୨ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହେବା ଏମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ପୁରୀରୁ ସର୍ବାଧିକ ୧୨ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର ଓ…