Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଷ୍ଟ୍ରପତି ନେଲେ କରୋନା ଟିକାର ପ୍ରଥମ ଡୋଜ୍

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କରୋନା ଟିକା ନେଇଛନ୍ତି। ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସ୍ଥିତ ଆରଆର ହସ୍ପିଟାଲରେ କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଇଛନ୍ତି। ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି ।…

ରାଜ୍ୟରେ ଚିହ୍ନଟ ହେଲେ ୯୭ ନୂଆ କରୋନା ଆକ୍ରାନ୍ତ, ୯ ଫେବୃଆରୀ ପରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ ସୂଚନା 

ଭୁବନେଶ୍ବର: କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୪୪୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ଦୁଇ ଦିନରେ ରାଜ୍ୟରେ ଟିକା ନେଲେଣି ୩୩ହଜାର ୩୧୫ ଜଣ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ୟ୍ୟାୟ ଟିକାରଣ । ଏବେ ବୟସ୍କ ବ୍ୟକ୍ତଙ୍କୁ ଟିକା ଦିଆଯାଉଛି । ଦୁଇ ଦିନରେ ରାଜ୍ୟରେ ୩୩ହଜାର ୩୧୫ ଜଣ ଟିକା ନେଇଛନ୍ତି । ଗତକାଲି ୬୦ ବର୍ଷରୁ ଅଧିକ ୨୦ହଜାର ୯୫୨ ଜଣଙ୍କର ଟିକା ନେଇଛନ୍ତି । ବହୁବିଧ ରୋଗରେ ପୀଡ଼ିତ ୪୫ରୁ ୫୯ ବର୍ଷ ଭିତରେ ୭୭୪…

ଦେଶରେ ଗତ ୨୪ ଘଣ୍ଟାରେ ୧୪,୯୮୯ ନୂଆ ମାମଲା ଚିହ୍ନଟ; ମୃତ୍ୟୁ ସଂଖ୍ୟା ୯୮

ନୂଆଦିଲ୍ଲୀ: କରୋନାର ସକ୍ରିୟ ମାମଲା ଦେଶରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୯୮୯ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହେତୁ ୯୮ ଜଣଙ୍କର ମୃତ୍ୟୁ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଏବେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା…

କରୋନା ସଂକ୍ରମଣ ଭୟ; ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସତର୍କତା ପାଇଁ ନୋଟିସ ଜାରି

ସମ୍ବଲପୁର: ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ କରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ। ଏପରିକି ସଂକ୍ରମଣ ଆଶଙ୍କାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟ ହଷ୍ଟେଲର ମୁଖ୍ୟ ୱାର୍ଡେନ…

ଭାରତରେ କରୋନାର ଆଉ ୧୨,୨୮୬ ନୂଆ ମାମଲା, ୧୨ ‌ହଜାରରୁ ଅଧିକ ସୁସ୍ଥ

ନୂଆଦିଲ୍ଲୀ:  ଦେଶରେ ଏକ ବର୍ଷ ଭିତରେ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୨ ହଜାର ୨୮୬ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୧ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରୁ ୧୨ ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ…

ପୂର୍ବତନ ବୋଲର ସଲିଲ ଅଙ୍କୋଲା କୋଭିଡ ୧୯ରେ ସଂକ୍ରମିତ,ପୋଷ୍ଟ ଲେଖି କହିଲେ- ‘ଏହା ଅତ୍ୟନ୍ତ ଭୟାନକ’

ମୁମ୍ବାଇ: ଅଭିନେତା ତଥା ପୂର୍ବତନ ବୋଲର ସଲିଲ ଅଙ୍କୋଲାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି । ସଲିଲ ତାଙ୍କ ଇନଷ୍ଟାଗ୍ରାମରେ ହସପିଟାଲର ଏକ ଫଟୋ ସେୟାର କରିଛନ୍ତି । କୋଭିଡ ୧୯ ଦ୍ୱାରା ସଂକ୍ରମିତ ହେବା ପରେ…

ଟିଏମସି ସାଂସଦ ନୁସରତ ଜହାନ କରୋନା ସଂକ୍ରମିତ, ସମସ୍ତ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ: ବଙ୍ଗଳା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାନ କୋଭିଡ୍ ୧୯ ରେ ସଂକ୍ରମିତ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ନୁସରତଙ୍କର ସମସ୍ତ ମିଟିଙ୍ଗ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ନୁସରତଙ୍କର କରୋନା ପଜିଟିଭ୍ ହେବାର ପ୍ରଭାବ…

ଓଡ଼ିଶାରୁ ୮୬ ନୂଆ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୭୭ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।…