Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କମୁଛି କରୋନା କାୟା: ୨୪ ଘଣ୍ଟାରେ ରାଜ୍ୟରୁ ୧୩୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା କାୟା କମୁଛି । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୯ ଜଣ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୫ଟି । ମୋଟ୍ ୨୧ ଜିଲ୍ଲାରୁ…

ଦେଶରେ ୧୩ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ ହ୍ରାସ ପାଉଛି । ଟିକାକରଣ ଭିତରେ କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୭୮୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୭୧ହଜାର ୭୭୩କୁ ବୃଦ୍ଧି ପାଇଛି । ଦେଶରେ…

ଟିକାଦାନରେ ବିଶ୍ବ ରେକର୍ଡ: ପ୍ରଥମ ଦିନରେ ଭାରତରେ ୨ଲକ୍ଷ ୭ହଜାର ଟିକାଦାନ

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୨୪ ହଜାର ୩୦୧ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି। ଆଜି କେବଳ ଦେଶର ୬ଟି ରାଜ୍ୟରେ ଟିକାକରଣ ହୋଇଛି। ଗତକାଲି ପ୍ରଥମ ଦିନରେ ୨ ଲକ୍ଷ ୭ହଜାର ୨୨୯ ଜଣ ଟିକା ନେଇଥିଲେ। ଯାହାକି ଏକ ରେକର୍ଡ। ବିଶ୍ବର କୌଣସି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ…

ଦିନକରେ ଓଡ଼ିଶାରୁ ୨୨୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1350801812895383554?s=19 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ଆରୋଗ୍ୟଙ୍କୁ ମିଶାଇ…

ଦିନକରେ ରାଜ୍ୟରୁ ୧୮୩ କରୋନା ପଜିଟିଭ୍ ଚିହ୍ନଟ, ୧ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮୩ ନୂଆ ଆକ୍ରାନ୍ତ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/IPR_Odisha/status/1350690158576758784?s=19 ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୦୬…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୭ ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ଆତଙ୍କ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ ୯୨,୦୦୦ରୁ ଅଧିକ କରୋନା ମାମଲା ପଞ୍ଜିକୃତ ହୋଇଛି। ଯାହା ପରେ ମୋଟ ସଂଖ୍ୟା ୯ କୋଟି ୪୯ ଲକ୍ଷ ୨୨ ହଜାର ୯୬୪ ହୋଇଛି। ଏଥି ସହିତ ଦିନରେ ୧୩ ହଜାର ଲୋକ କରୋନାଙ୍କ କବଳରେ ମୃତ୍ୟୁ ବରଣ କରିଛନ୍ତି। ଯାହା…

କରୋନା ଟିକା ନେବା ପରେ ଗଲାଣି ୨୩ ଜୀବନ, ଅନେକ ଅସୁସ୍ଥ

ନରଓ୍ୱେ: କରୋନା କବଳରୁ ମୁକ୍ତି ପାଇବାକୁ ସାରା ବିଶ୍ୱରେ ଟୀକାକରଣ ଆରମ୍ଭ ହୋଇ ଯାଇଛି। ଏହାକୁ ନେଇ ସବୁ ଆଡେ ଏକ ପ୍ରକାର ଆଶ୍ୱସ୍ତି ଦେଖାଦେଇଥିବା ବେଳେ ନରଓ୍ୱେରରୁ ଆସିଛି ବିକଳ୍ପ ଚିତ୍ର। ଏଠାରେ ଟିକା ନେବା ପରେ ପାଖାପାଖି ୨୩ ଜଣଙ୍କର ପ୍ରାଣ ଯାଇଥିବା ବେଳେ ଅନେକ ଅସୁସ୍ଥ…

କମୁଛି କରୋନା କାୟା: ଦେଶରେ ୨%ରୁ କମ୍ ଆକ୍ଟିଭ୍ କେସ୍, ବଢୁଛି ସୁସ୍ଥହାର

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ହଜାର ୧୪୪ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୫୭ହଜାର ୯୮୫କୁ ବୃଦ୍ଧି ପାଇଛି । ବଢୁଛି ମୃତ୍ୟୁସଂଖ୍ୟା ।…

ରାଜ୍ୟରେ ଟିକାକରଣ ସଫଳ, ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ଭୁବନେଶ୍ୱର: ପ୍ରଥମ ଦିନରେ ରାଜ୍ୟରେ କରୋନା ଟିକାକରଣ ସଫଳତାର ସହ ଶେଷ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଯେଉଁଥିରେ ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତି ଏହି ଟିକା ନେବା ପରେ ତାଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। ଆସନ୍ତା ୧୦ ଦିନ ମଧ୍ୟରେ ପଞ୍ଜୀକୃତ ହୋଇଥିବା…

ସୁନ୍ଦରଗଡ଼ରେ ପ୍ରଥମ ଦିନରେ ୬୨୩ ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀ ନେଲେ ଟିକା

ସୁନ୍ଦରଗଡ଼: ସାରା ଦେଶରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ସାମିଲ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉରକେଲା…