Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଭ୍ୟାକସିନ୍ କାଉଣ୍ଟଡାଉନ୍: କିଛି ଦିନ ଭିତରେ ଓଡ଼ିଶାରେ ପହଞ୍ଚିପାରେ କରୋନା ଟିକା

ଭୁବନେଶ୍ୱର: ଦୁଇଟି ଟିକାକୁ ଜରୁରୀ ବ୍ୟବହାର ଅନୁମତି ମିଳିବା ପରେ କରୋନା ଟିକାକରଣ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଟିକାକରଣ ନେଇ ଓଡ଼ିଶା ତୟାର ରହିଛି । ଗତକାଲି ନେଇ କେନ୍ଦ୍ର ସରକାର ଟିକାକରଣ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଅତି ନିକଟରେ…

ରାଜ୍ୟରୁ ଆଜି ଚିହ୍ନଟ ହେଲେ ୨୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମିଛି କରୋନା କାୟା । ତିନି ଶହ ଭିତରେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୩୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୯୮ଟି । ୨୮ ଜିଲ୍ଲାରୁ ନୂଆ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍‌ର ପରିବର୍ତ୍ତିତ ରୂପ କରୋନା ବୃଦ୍ଧିର ଆଶଙ୍କା ପୁଣି ବଢାଇଛି। ଆମେରିକା ଏବଂ ଭାରତ ହେଉଛି କରୋନା ଦ୍ୱାରା ପ୍ରଭାବିତ ସବୁଠାରୁ ବଡ ଦେଶ। ବର୍ତ୍ତମାନ କରୋନାର ଚିକିତ୍ସା ପାଇଁ ‌ବିଭିନ୍ନ ଦେଶରେ ଟିକା ଅନୁମୋଦନ କରାଯାଇଛି। ଏଥି ସହିତ ଗତ ୨୪ ଘଣ୍ଟା…

ବାଧ୍ୟତାମୂଳକ କୋଭିଡ ରିପୋର୍ଟ ଯୋଗୁଁ କମ ଭକ୍ତ କରୁଛନ୍ତି ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ପାଇଁ ଗତ ତିନି ତାରିଖରୁ ଶ୍ରୀମନ୍ଦିର ଖୋଲିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଭିତରକୁ ଯିବା ବାଧ୍ୟତାମୂଳକ ଥିବାରୁ ବହୁ ସଂଖ୍ୟାରେ ଭକ୍ତ ଫେରିଯାଉଛନ୍ତି । ଗତକାଲି ମାତ୍ର ଦେଢ ହଜାର ଭକ୍ତ ଦର୍ଶନ…

ବନ୍ଦ ହେଲା ରାଜ୍ୟର ୩୧ଟି ଘରୋଇ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: କରୋନା ସଂକ୍ରମଣର ହ୍ରାସ ପାଇବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୩୧ଟି ଘରୋଇ କୋଭିଡ୍ ହସ୍ପିଟାଲକୁ ବନ୍ଦ କରାଯାଇଛି । କିନ୍ତୁ ସମ୍ କୋଭିଡ ହସ୍ପିଟାଲ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଏଥିରୁ ବାଦ ପଡିଛନ୍ତି । ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ କୌଣସି କୋଭିଡ ପଜିଟିଭ୍…

ଓଡ଼ିଶାରେ କମୁଛି ପଜିଟିଭ ସଂଖ୍ୟା; ଆଜି ସୁସ୍ଥ ହେଲେ ଆଉ ୨୭୧ ଜଣ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୬ ହଜାର ୭୭୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ…

କରୋନାଭାଇରସ୍ ନ୍ୟୁ ଷ୍ଟ୍ରେନ୍: ଦେଶରେ ଆଉ ୨୦ ଟି ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ନ୍ୟୁ ଷ୍ଟ୍ରେନ୍ ପ୍ରଭାବ ଜାରି ରହିଛି। ଭାରତରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ବୃଦ୍ଧି ପାଉଛି। ବ୍ରିଟେନରେ ବ୍ୟାପିଥିବା ଏହି ନୂତନ କରୋନା ଭାଇରସ୍ ଷ୍ଟ୍ରେନ୍ ଭାରତରେ ୨୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଯାହା ପରେ ମୋଟ ସଂଖ୍ୟା ୫୮ ରେ ପହଞ୍ଚିଛି। ଏ…

ଟିକାକରଣ ପାଇଁ ତୟାର ଓଡ଼ିଶା: ରାଜ୍ୟରେ ଅଛି ୨୯ ହଜାର ସେସନ୍ସ ସାଇଟ୍

ଭୁବନେଶ୍ୱର: କରୋନା ଟିକା ଆସିବା କ୍ଷଣି ଓଡ଼ିଶାରେ ଆରମ୍ଭ ହେବ ଟିକାକରଣ । ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ଟିକାକରଣ ପାଇଁ ୨୯ହଜାର ସେସନ ସାଇଟ ଅଛି । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ବେଳେ ଏସବୁ ଆବଶ୍ୟକ ହେବନି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର…

ରାଜ୍ୟରୁ ବିଦା ହେଉଛି କରୋନା: ୨୪ଘଣ୍ଟାରେ ୧୯୮ ପଜିଟିଭ୍, ୨ମୃତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଣିକି ଆଉ ଚିହ୍ନଟ ହେଉ ନାହାନ୍ତି ଦୈନିକ ନୂଆ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୭ଜିଲ୍ଲାରୁ ଗାଏବ ହୋଇଛି ମହାମାରୀ । ଅର୍ଥାତ ୨୩ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଆଜି ଚିହ୍ନଟ ହୋଇଛନ୍ତି ୧୯୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ…

ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୫୬ କୋଟି ପାର୍‌

ୱାଶିଂଟନ୍: କରୋନା ମହାମାରୀ ଦୁନିଆରେ ବିପର୍ଯ୍ୟୟ ଘଟାଇ ଚାଲିଛି। ଏହି ବିପଜ୍ଜନକ ଭୂତାଣୁ ଦ୍ବାରା ସଂକ୍ରମିତ ଲୋକଙ୍କ ଆକଳନ ସାଢେ ଆଠ କୋଟି ଅତିକ୍ରମ କରିଛି। ବିଶ୍ୱବ୍ୟାପୀ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୮ ଲକ୍ଷ ୫୨ ହଜାରରୁ ଅଧିକ ହୋଇଛି। ଆମେରିକା, ଭାରତ ଏବଂ…