Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଚାରି ମାସ ପରେ ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଏବେ ପ୍ରତିଦିନ ଆଶ୍ୱସ୍ତିକର ଖବର ସାମନାକୁ ଆସୁଛି । ଦେଶରେ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୦ ହଜାରରୁ କମ୍ ସଂକ୍ରମିତ ହୋଇଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ୨୯ ହଜାର ୧୬୪ ନୂଆ ଆକ୍ରାନ୍ତ । ଚାରି ମାସରେ ପ୍ରଥମ ଥର ଦିନକରେ ୩୦…

ତୃତୀୟ ଲହର ଅତିକ୍ରମ କରି ସାରିଛି ଦିଲ୍ଲୀ, ଆଉ ହେବ ନାହିଁ ଲକଡାଉନ; ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବା ସତ୍ତ୍ୱେ ଏଠାରେ ଆଉ ଲକଡାଉନ ହେବନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଦାବି କରିଛନ୍ତି। ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହର ସ୍ପର୍ଶ କରି ସାରିଛି। ବର୍ତ୍ତମାନ କେବଳ ମାସ୍କ ପିନ୍ଧିବା ଆବଶ୍ୟକ । ଲକଡାଉନ କରିବାର…

ଭଲ ଖବର: ମଡେର୍ଣ୍ଣା ଟିକା ୯୫% ସୁରକ୍ଷିତ

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ସପ୍ତାହେ ଭିତରେ ଆମେରିକାରୁ ପୁଣି ଆସିଛି ଖୁସି ଖବର। ଭ୍ଯାକସିନ ନେଇ ଭତ୍ସାହଜନକ ଖବର ସାମନାକୁ ଆସିଛି। ମଡେର୍ଣ୍ଣା ଟିକା ୯୫% ସଫଳ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ମିଳିଛି। ଆମେରିକାର ୩୦ ହଜାର ଲୋକଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା ।…

କ୍ରମାଗତ ୪୪ ଦିନ ପାଇଁ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ବିଗତ ୪୪ ଦିନ ହେବ ଦୈନିକ ଭାରତରେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ତୁଳନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହି ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୫୪୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୩,୮୫୧। ଏହାଦ୍ୱାରା ସକ୍ରିୟ କରୋନା…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୯୭ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୯୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ, ଓଡିଶାରେ ୩,୦୯,୪୦୮ କରୋନା ମାମଲା ରହିଥିବା ବେଳେ ମୋଟ୍ ୨,୯୯,୧୫୯ ଜଣ ଆରୋଗ୍ୟ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ ମାମଲା; ଆଜି ୫୨ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମୁଥିବା ବେଳେ ଆଜି  ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୩୦ ହଜାର ୧୭୯ରେ ପହଞ୍ଚିଛି । https://twitter.com/bmcbbsr/status/1328296669427888129?s=19 ଭୁବନେଶ୍ୱର ମହାନଗର ନିଗମ…

ରାଜ୍ୟରୁ କରୋନା ନେଲା ଆଉ ୧୬ ଜୀବନ, ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗି ପାରୁନି ବ୍ରେକ । ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୯ଟି ଜିଲ୍ଲାରୁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୯ ଜଣ ପୁରୁଷ । 3.A…

ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟରୁ ୮୦୦ରୁ କମ୍ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଓଡ଼ିଶାରେ ବି ଖସୁଛି ଦୈନିକ ଟ୍ରେଣ୍ଡ । ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟରୁ ୮ଶହରୁ କମ୍ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୪୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩୭ ଓ ଲୋକାଲ୍…

ବିଶ୍ୱ କରୋନା; ୨୪ ଘଣ୍ଟାରେ ୪.୯୦ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ ଦିନକୁ ଦିନ ବଢିଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ, ବିଶ୍ୱରେ ୪ ଲକ୍ଷ ୯୦ ହଜାର ନୂତନ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୬ ହଜାର ୬୧୩ ଜଣଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନରେ…

ଭଲ ଖବର: ୨୪ଘଣ୍ଟାରେ ଦେଶରୁ ୩୦ ହଜାର କରୋନା ପଜିଟିଭ୍, ଚାରି ମାସରେ ସବୁଠୁ କମ୍

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଦେଶରୁ ଆସିଲା ଭଲ ଖବର । ଚାରି ମାସରେ ଦୈନିକ ସବୁଠୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦ ହଜାର ୫୪୯ ସଂକ୍ରମିତ । ଯାହାକି ଗତ ଚାରି ମାସରେ ସବୁଠୁ କମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ…