Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ଆଖି ବୁଜିଲେ ଆଉ ୧୪ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ବଢ଼ି ଚାଲିଛି କରୋନାରେ ପ୍ରାଣ ହରାଉଥିବା ମୃତକଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ପୁଣି ଥରେ ରାଜ୍ୟରେ ଆଉ ୧୪ କରୋନା ରୋଗୀଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍…

ରାଜ୍ୟରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଧୀର ଧୀରେ ରାଜ୍ୟରେ କମୁଛି କରୋନା କାୟା । ଖସୁଛି ଦୈନିକ ପଜିଟିଭି କେସ୍ । ଆକ୍ଟିଭ କେସ୍ କମୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ପୁଣି ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଛନ୍ତି ଆଉ ୯୮୬ ଜଣ । କ୍ୱାରେଣ୍ଟାଇନରୁ ୫୭୨ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି…

ଦେଶରେ ୫ ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, ଜାଣନ୍ତୁ ୨୪ ଘଣ୍ଟାର ରିପୋର୍ଟ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମୁଛି ଆକ୍ଚିଭ କେସ୍ । ବଢୁଛି ସୁସ୍ଥ ହାର । ଦୈନିତ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୭ ହଜାର ୯୦୫ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ଲକ୍ଷ ୮୩…

ଭୁବନେଶ୍ୱରରେ ୬୦ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ହାରୁଛି କରୋନା ଜିତୁଛି ଓଡ଼ିଶା । ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ୬୦ ତଳକୁ ଖସିଛି । ଗତ ୨୪ ଘଂଟାରେ ଭୁବନେଶ୍ୱରରେ ୫୯ଟି ନୂଆ ମାମଲା ସାମ୍ନାକୁ ଆସିଛି । Update on newly detected #COVID19…

ମନ୍ଦିର ଖୋଲିବାକୁ ଦାବି, ଆଜିଠୁ ସେବାୟତଙ୍କ ଘଣ୍ଟ ପ୍ରତିବାଦ ଆରମ୍ଭ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ରାଜ୍ୟର ସବୁ ମନ୍ଦିର ବନ୍ଦ ରହିଛି । ତେବେ ମନ୍ଦିର ଖୋଲିବା ପାଇଁ ଦାବି କରୁଛନ୍ତି ସେବାୟତ । ଏଥିପାଇ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆଜିଠାରୁ ପ୍ରତିଦିନ ୯ ମିନିଟ୍ ଘଂଟ ବାଡେଇ ପ୍ରତିବାଦ ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ଯାଏଁ ଏଭଳି ପ୍ରତିବାଦ…

ରାଜ୍ୟରୁ କରୋନା ନେଲା ଆଉ ୧୫ ଜୀବନ, ବାଲେଶ୍ୱରରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଗଣ୍ଟାରେ ଆଉ ୧୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୮ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ସେହିପରି କଟକ ଜିଲ୍ଲାରୁ…

ପୁଣି ବଢ଼ିଲା: ୨୪ ଘଣ୍ଟାରେ ରାଜ୍ୟରୁ ୧୨ ଶହ ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତକାଲି କମିଥିଲା । ଆଜି ରାଜ୍ୟରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ ଶହ ୨୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୦୩ ଜଣ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୫୧୭ । ଖୋର୍ଦ୍ଧାରେ ଦୁଇ ଦିନ କମିବା ପରେ ପୁଣି…

ଆମେରିକାରେ ଭୟଙ୍କର ସ୍ଥିତି: ଗୋଟିଏ ଦିନରେ ଦୁଇ ଲକ୍ଷ କରୋନା ପଜିଟିଭ୍

କରୋନାର ଥାର୍ଡ ଓ୍ୱେଭରେ ତ୍ରାହି ତ୍ରାହି ଡାକ ଛାଡୁଛି ଆମେରିକା । ମହାମାରୀ ସ୍ଥିତି ସଙ୍ଗୀନ । ଗୋଟିଏ ଦିନରେ ରେକର୍ଡ ଦୁଇ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଆମେରିକାରେ ଏଯାଏ ସର୍ବାଧିକ ୨ ଲକ୍ଷ ୧ ହଜାର ୯୬୧ ଜଣ ସଂକ୍ରମିତ ହୋଇଛନ୍ତି । ଜନ୍ସ ହପକିନ୍ସ…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୮୦ ଲକ୍ଷ ଆକ୍ରାନ୍ତ, ୫ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଛି ସୁସ୍ଥ ହାର । ଦେଶରେ ୮୬ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୪ ହଜାର ୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୬ ଲକ୍ଷ ୩୬ ହଜାର ୧୨କୁ ବୃଦ୍ଧି ପାଇଛି ।…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୧୪୪୮ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୪୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଷ୍ଟେଟ୍ ପୁଲକୁ ସମେତ ରାଜ୍ୟର ୨୯ ଜିଲ୍ଲାରୁ ୧୪୪୮ କୋଭିଡ ସଂକ୍ରମିତ ସୁସ୍ଥ…