Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗରେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା

ଭୁବନେଶ୍ୱର: ଭୁବନେଶ୍ୱର:ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା । କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ନାଁରେ ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଅରୂପ ପଟ୍ଟନାୟକ ଗଡମାଣିତ୍ରୀ ଗାଁକୁ ଯାଇଥିବା…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୫୭୭ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୭୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…

ଗୋଟିଏ ଦିନରେ ଭୁବନେଶ୍ୱରରୁ ୨୭୧ କରୋନା ପଜିଟିଭ; ୩୧୩ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୭୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ୨୫,୭୩୫ କରୋନା ପଜିଟିଭ ମାମଲା ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ…

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ: ମୁଖ୍ୟମନ୍ତ୍ରୀଙ୍କୁ ଦସ୍ତାବିଜ ପଠାଇଲେ ଅପରାଜିତା

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଚିଠି ମାଧ୍ୟମରେ ସେ ବିଜେଡି ବିଧାୟକ, ନେତା, ମନ୍ତ୍ରୀ ଓ ରାଜ୍ୟ କାର୍ଯ୍ୟାଳୟରେ ନିୟମ ଉଲ୍ଲଙ୍ଘନର ସମସ୍ତ ଫଟୋ ଓ ଭିଡିଓଗୁଡିକୁ…

ରିସର୍ଚ୍ଚରୁ ଖୁଲ୍ଲାସା: ବ୍ୟାଙ୍କ ନୋଟରୁ ବ୍ୟାପୁଛି କରୋନା !

ସିଡନୀ: କରୋନା ଉପରେ ରିସର୍ଚ୍ଚ ବେଳେ ସାମନାକୁ ଆସିଲା ନୂଆ ତଥ୍ୟ । କରୋନା ଭୂତାଣୁ (ସାର୍ସ-ସିଓଭି-୨) ବ୍ୟାଙ୍କ ନୋଟରେ ସପ୍ତାହ ସପ୍ତାହ ଧରି ସକ୍ରିୟ ରହୁଛି । ସେହିପରି ମୋବାଇଲ୍ ସ୍କ୍ରିନ୍, କାଚ, ଇସ୍ପାତ ଭଳି ପୃଷ୍ଠ ଉପରେ ପାଖାପାଖି ୨୮ ଦିନ ସକ୍ରୟ ରହୁଛି ଭୂତାଣୁ । ଅଷ୍ଟ୍ରେଲିଆର…

ଥମୁନି କରୋନା ମୃତ୍ୟୁ: ରାଜ୍ୟରେ ଆଖି ବୁଜିଲେ ଆଉ ୧୮

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ଜନିତ ମୃତ୍ୟୁ । ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମାରାତ୍ମକ ଭାଇରସ । ଗତ ୨୪ ଘଂଟାରେ କରୋନାରେ ରାଜ୍ୟରେ ପୁଣି ଆଉ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୪୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

କଟକ ପରେ ଅନୁଗୁଳରେ ବଢ଼ୁଛି ସଂକ୍ରମଣ, ଆଜି ରାଜ୍ୟରେ ୨୪୨୩ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଟ୍ରେଣ୍ଡ । ଲଗାତର ତିନି ଦିନ ହେଲା ୩ ହଜାର ତଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୪୨୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୧୭ଜଣ କ୍ବାରେଣ୍ଟାଇନ୍‌ରେ…

ମାସ୍କ ପିନ୍ଧି ନଥିଲେ ବୋଲି… ମହିଳାଙ୍କୁ ପୋଲିସର ମାଡ

କଟକ: ପୋଲିସର ମାସ୍କ ଚେକିଂ ବେଳେ ଲଙ୍କାକାଣ୍ଡ । ମହିଳାଙ୍କୁ ନିର୍ଘାତିଆ ମାଡ ମାରିଥିବା ଅଭିଯୋଗ । କଟକ ଜିଲ୍ଲା ଓଲଟପୁର ଥାନା ଅଧିନ ଅଡଶପୁର ଛକରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ପରେ…

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରୁ ୬୬ ହଜାର ଆକ୍ରାନ୍ତ, ୮୧୬ ମୃତ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ପଜିଟିଭ୍ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି ।…

କଟକଣାରେ ଖୋଲିଲା ବିଶ୍ୱପ୍ରସିଦ୍ଧ କାମାକ୍ଷା ମନ୍ଦିର !

ଆସାମ: କରୋନା ମାହାମାରୀ ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଆସାମର ବିଶ୍ୱପ୍ରସିଦ୍ଧ କାମାକ୍ଷା ମନ୍ଦିର । ତେବେ ବହୁଦିନର ବ୍ୟବଧାନ ପରେ ଶେଷରେ କୋଭିଡ୍ କଟକଣା ମଧ୍ୟରେ ରବିବାର ମନ୍ଦିର ଖୋଲାଯାଇଛି । ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିଥିଲେ ବି ଏକାଧିକ କଟକଣା ଶ୍ରଦ୍ଧାଳୁଙ୍କୁ ସାମାନ୍ୟ…