Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; ଆଜି ୩୬୦୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୬୦୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪ରେ ପହଞ୍ଚିଛି ।…

ହ୍ୱାଇଟ ହାଉସରେ କରୋନା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ପଜିଟିଭ୍

ଓ୍ୱାଶିଂଟନ୍: କରୋନା କବଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ତାଙ୍କ ସହ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ବି ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ନିଜେ ଟ୍ୱିଟ୍ କରି ସୂଚନା…

ଗୋଟିଏ ଦିନରେ ରାଜ୍ୟରେ ୪୮ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮ ହଜାର ୨୧୭ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୯,୩୩୮ ଜଣଙ୍କର ଆଣ୍ଟିଜେନ, ୮୭୯୧ ଟି ଆରଟି-ପିସିଆର୍ ଓ ୮୮ ଟି ଟ୍ରୁନଟ୍…

କାଲି ଦେଶରେ ଲକ୍ଷେ ଟପିବ କରୋନା ମୃତ୍ୟୁସଂଖ୍ୟା, ଜାଣନ୍ତୁ ୨୪ ଘଣ୍ଟାର କୋଭିଡ୍ ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଲକ୍ଷେ ଟପିବ କରୋନା ଡେଥ୍ କେସ୍ । ୯୯ ହଜାର ପାର କରିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ହଜାରେ ୯୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସାରା ଦେଶରେ କରୋନା ନେଲାଣି ୯୯ ହଜାର ୭୭୩ ଜୀବନ । ସେହିପରି ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୪…

କୋଭିଡ୍ ଟେଷ୍ଟ କରାଇଲେ ଡୋନାଲ୍ଟ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ, ରିପୋର୍ଟକୁ ଅପେକ୍ଷା

ଓ୍ୱାଶିଂଟନ୍: କୋଭିଡ୍ ଟେଷ୍ଟ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ରିପୋର୍ଟକୁ ଏବେ ସେମାନେ ଅପେକ୍ଷା କରିଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କର ଜଣେ ଘନିଷ୍ଠ ପରାମର୍ଶଦାତା ହୋପ୍…

ରାଜ୍ୟରୁ ସୁସ୍ଥ ହେଲେ ୪୩୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧାରୁ ୭୭୦, କଟକରୁ ୫୫୮, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୨୩୩ ଜଣ ଲେଖାଏଁ, ଯାଜପୁରରୁ…

ଗଞ୍ଜାମରେ କଣ୍ଢେଇ ନାଚ ମାଧ୍ୟମରେ କୋଭିଡ ସତର୍କ ବାର୍ତ୍ତା

ଗଞ୍ଜାମ: ନୃତ୍ୟ ଏବଂ ସଙ୍ଗୀତର ମାଧୁର୍ଯ୍ୟତା ଅନେକ ରହିଛି । ଏହାର ପ୍ରଭାବ ଲୋକ ମାନଙ୍କ ଉପରେ ଅନେକ ମାତ୍ରାରେ ପଡିଥାଏ । ସେପ୍ଟେମ୍ବର ୨୪ ରୁ -ଅକ୍ଟୋବର ୧ ଯାଏଁ ଗଞ୍ଜାମରେ କୋଭିଡ ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ତାହାର ଶେଷ ଦିନ। ତେବେ କୋଭିଡ ସପ୍ତାହର ଶେଷ ଦିନରେ ଗଞ୍ଜାମ ଜିଲ୍ଲାର…

ଭୁବନେଶ୍ୱରରେ ୨୨ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୩୪୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୫୦ ପାର୍‌, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଜଣଙ୍କ ପ୍ରାଣ ନେଉଛି କିଲର ଭାଇରାସ କରୋନା । ଆଜି ପୁଣି କରୋନରେ ଆଉ ୧୭ ଜଣ ଆଖି ବୁୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୯ରେ ପହଂଚିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪…

ରାଜ୍ୟରେ ୨ ଲକ୍ଷ ୨୦ ହଜାର ଟପିଲା କରୋନା କେସ୍, ଜାଣନ୍ତୁ ଆଜି କେତେ ପଜିଟିଭ୍ ?

ଭୁବନେଶ୍ୱର: ରାଜ୍ୟରେ ୨ ଲକ୍ଷ ୨୦ ହଜାର ଟପିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୬୧୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୧ଶହ ୧୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ ଶହ ୯୭ । ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ପଜିଟିଭ୍ ବାହାରିଥିବା ବେଳେ କଟକରୁ ୩୭୧, ପୁରୀରୁ…