Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା, ଧରାପଡିଲେ ୫୦୦୦ ଟଙ୍କା ଯାଏଁ ଫାଇନ୍

ପୁରୀ: ଏଣିକି ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା । ମନ୍ଦିର ଭିତରକୁ ପାନ, ଗୁଟଖା ଖାଇ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପରିସରରେ କୌଣସି ସେବାୟତ ଯଦି ପାନ ଛେପ ପକାନ୍ତି ତେବେ ତାଙ୍କଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯିବ । ପ୍ରଥମ ଏବଂ…

୨୨୫ ଟଙ୍କାରେ କରୋନା ଟିକା !

ନୂଆଦିଲ୍ଲୀ: ଭାରତୀୟଙ୍କୁ ୨୨୫ ଟଙ୍କାରେ କରୋନା ଟିକା ଯୋଗାଇବ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହାସହ ବିଶ୍ୱର ଅନ୍ୟ ପଛୁଆ ଦେଶରେ ସସ୍ତା ଦରରେ ଏହି ଟିକା ବିତରଣ କରାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୨୦ କୋଟି ଟିକା ଉତ୍ପାଦନ…

ଉପରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ କରୋନା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏନ୍ ଭେଙ୍କୟାନାଇଡୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଉପରାଷ୍ଟ୍ରପତିଙ୍କର କାର୍ଯ୍ୟାଳୟରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । The Vice President of India who underwent a routine COVID-19 test today morning has been tested…

ରାଜ୍ୟରୁ ସୁସ୍ଥ ହେଲେ ୩୮୯୬ କରୋନା ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୬୫୭, କଟକରୁ ୪୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୨୨୬ ଜଣ, ଅନୁଗୁଳରୁ ୨୧୭ ଜଣ,…

ଭୁବନେଶ୍ୱରରୁ ୩୨୯ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୨୫୬ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ହିଞ୍ଜିଳିରେ ଜିଲ୍ଲାପାଳଙ୍କ ମାସ୍କ ବଣ୍ଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଠାରେ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଛନ୍ତି। ସୂଚନା ଅନୁସାରେ, ଜନସାଧାରଣ କିଭଳି କୋଭିଡ ନିୟମ ପାଳନ କରୁଛନ୍ତି, ସେନେଇ ତଦାରଖ ପାଇଁ ଜିଲ୍ଲାପାଳ ହିଞ୍ଜିଳି ଯାଇଥିଲେ। ହେଲେ ସେଠାରେ ଅନେକ ଲୋକ ମାସ୍କ ପିନ୍ଧିନଥିବା…

ଗରିବ ରାଷ୍ଟ୍ରଙ୍କ ପାଇଁ ୨୦୦ ମିଲିୟନ କରୋନା ଟୀକା ପ୍ରସ୍ତୁତ କରିବ ଭାରତ!!

ଲଣ୍ଡନ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆସନ୍ତା ବର୍ଷ ଭାରତ ସମେତ ଅନ୍ୟ ଗରିବ ଦେଶମାନଙ୍କ ପାଇଁ ୨୦୦ ମିଲିୟନ କୋଭିଡ ଟୀକା ପ୍ରସ୍ତୁତ କରିବା ନେଇ ସୂଚନା ଦେଇଛି । ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଏବଂ GAVI ଟିକା ମିଳିତ ଭାବେ ଫଣ୍ଡକୁ ଦୁଇଗୁଣ ବୃଦ୍ଧି କରିଥିବା କମ୍ପାନୀ…

ଦେଶରେ ୮୩ % ଛୁଇଁଲା ସୁସ୍ଥତା ହାର

ନୂଆଦିଲ୍ଲୀ : କ୍ରମାଗତ ଭାବରେ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଆରୋଗ୍ୟ ହାରରେ ଭାରତ ୮୩ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୦,୫୮୯ ରହିଥିବା ବେଳେ ୮୪,୮୭୭ ଜଣ…

କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଲା କଟକ, ୨୦ ହଜାର ଡେଇଁଲା ପଜିଟିଭ୍ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା କଟକ । ଗଞ୍ଜାମକୁ ପଛକୁ ଠେଲି ଦୁଇ ନମ୍ବରକୁ ଉଠିଛି । ଆଜି କଟକ ଜିଲ୍ଲାରେ ୨୦ ହଜାର ପାର କରିଛି ପଜିଟିଭ୍ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୩୦ ଆକ୍ରାନ୍ତ । କଟକରେ ୨୦ ହଜାର ସଂକ୍ରମିତ କଟକ…

କରୋନା ନେଲା ଆଉ ୧୫ ଜୀବନ, ରାଜ୍ୟରେ ମୃତ୍ୟୁସଂଖ୍ୟା ୮୨୮

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫ ଆକ୍ରାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ଘଣ୍ଟାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି । Regret to inform the demise of fifteen…