Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆଜି ରାଜ୍ୟରୁ ୧୭୮ କରୋନା ପଜିଟିଭ୍ ଚିହ୍ନଟ, ୧୨ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୭୮ ସଂକ୍ରମିତ । ୧୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୫ ଓ ଲୋକାଲ୍ କଣ୍ଟାକ୍ଟ…

ଚିନ୍ତା ବଢ଼ାଇଲା ଓମିକ୍ରନ: ମୁମ୍ବାଇରେ ଦୁଇ ଦିନ ପାଇଁ ୧୪୪ ଧାରା ଲାଗୁ

ମୁମ୍ବାଇ: ସାରା ବିଶ୍ୱରେ ଓମିକ୍ରନ୍ ଚିନ୍ତା ବଢ଼ାଇଛି । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମୁମ୍ବାଇରେ ସଂକ୍ରମିତ ଚିହ୍ନଟ ପରେ ମହାରାଷ୍ଟ୍ର ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଆଜି ଓ ଆସନ୍ତାକାଲି ଦୁଇ ଦିନ ମୁମ୍ବାଇରେ ଜାରି ହୋଇଛି ୧୪୪ ଧାରା । ଗୋଟିଏ ସ୍ଥାନରେ ଜନ…

ବୁଷ୍ଟର ଡୋଜ୍ ନେଇଥିଲେ, ଏବେ ଓମିକ୍ରନରେ ସଂକ୍ରମିତ

ଦୁବାଇ: ଓମିକ୍ରନକୁ ନେଇ ସାରା ବିଶ୍ୱରେ ଆତଙ୍କ । ସବୁଦିନ ନୂଆ ନୂଆ ଖବର ସାମନାକୁ ଆସୁଛି । ବୁଷ୍ଟର ଡୋଜ୍ ନେଇଥିଲେ ବି ଆଟାକ୍ କରୁଛି ଓମିକ୍ରନ୍ । ସିଙ୍ଗାପୁରରେ ବୁଷ୍ଟର ଡୋଜ୍ ନେଇଥିବା ଦୁଇ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଦୁବାଇରେ ଜଣେ ୨୪ ବର୍ଷୀୟ ମହିଳା ଓ ଜଣେ ପୁରୁଷ…

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଖୋଲିବା ପରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସଂକ୍ରମିତ ହେଉଛନ୍ତି । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା । କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଜିଟିଭ୍ ବାହାରିଛନ୍ତି । ଏହାକୁ ମିଶାଇ ଦୁଇ ମାସ…

ବିଧାନସଭା ସଚିବ ଓ ତାଙ୍କ ଡ୍ରାଇଭର କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସଚିବ କରୋନା ପଜିଟିଭ୍ ଚିହ୍ନଟ । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ଡ୍ରାଇଭର ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଦାଶରଥୀ ଶତପଥୀଙ୍କ ବ୍ୟକ୍ତିଗତ ସଚିବ କରୋନା ସଂକ୍ରମିତ ହୋଇଥିଲେ । ସେ ଥଣ୍ଡାରେ ଆକ୍ରାନ୍ତ…

‘ଆଟ୍ ରିସ୍କ କଣ୍ଟ୍ରି’ରୁ ଓଡ଼ିଶା ଆସିଥିବା ୪ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କେହି ଓମିକ୍ରନ୍ ସଂକ୍ରମିତ ହୋଇ ନାହାନ୍ତି । କିନ୍ତୁ 'ଆଟ ରିସ୍କ କଣ୍ଟ୍ରି'ରୁ ଓଡ଼ିଶା ଫେରିଥିବା ୪ ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ସେମାନଙ୍କୁ ସାମ୍ପୁଲ୍ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ…

ଓମିକ୍ରନ ଅଧିକ ସଂକ୍ରାମକ, ବେଶୀ ଘାତକ ନୁହେଁ

ଓ୍ୱାଶିଂଟନ୍: କୋଭିଡର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଆଶ୍ୱସ୍ତିକର ଖବର ଦେଇଛି ଆମେରିକା । ମହାମାରୀ ବିଶେଷଜ୍ଞ ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମେଡିକାଲ୍ ଆଡଭାଇଜର ଆନ୍ଥୋନୀ ଫାଉସୀ କହିଛନ୍ତି, ଓମିକ୍ରନ୍ ଅଧିକ ସଂକ୍ରାମକ । ଡେଲଟା ଭାରିଆଣ୍ଟ ଅପେକ୍ଷା ଅଧିକରୁ ଅଧିକ ସଂକ୍ରମଣ…

IMA ଦେଲା କୋଭିଡ୍ ତୃତୀୟ ଲହର ନେଇ ସତର୍କବାଣୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଡରାଇଛି ଓମିକ୍ରନ । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ମାଡୁଛି । ଭାରତରେ ବି ବିଭିନ୍ନ ରାଜ୍ୟକୁ ଡେଇଁଲାଣି ଓମିକ୍ରନ । ସଂକ୍ରମଣ ନିୟନ୍ତ୍ରଣରେ ସଠିକ ପ୍ରତିଷେଧକମୂଳକ ପଦକ୍ଷେପ ନନେଲ ଖୁବଶୀଘ୍ର ଭାରତରେ ବଡ଼ ଧରଣର କୋଭିଡ୍ ତୃତୀୟ ଲହର ଆସିପାରେ । ଏଭଳି ସତର୍କବାଣୀ…

ଦିଲ୍ଲୀରୁ ବାହାରିଲା ପ୍ରଥମ ଓମିକ୍ରନ୍ କେସ୍, ତାଞ୍ଜାନିଆରୁ ଫେରିଥିଲେ

ନୂଆଦିଲ୍ଲୀ: ଭାରତରେ ମାଡୁଛି କରୋନା । ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ମାଡୁଛି । ଦେଶର ରାଜଧାନୀରୁ ଚିହ୍ନଟ ହୋଇଛି ପ୍ରଥମ ଓମିକ୍ରନ୍ କେସ୍ । ତାଞ୍ଜାନିଆ ଫେରନ୍ତା ସଂକ୍ରମିତ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ…

ଜାନୁଆରୀ-ଫେବ୍ରୁଆରୀରେ ଭାରତରେ ପିକରେ ରହିବ କରୋନା ତୃତୀୟ ଲହର, IIT ପ୍ରଫେସରଙ୍କ ଦାବି

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନ୍ ସାରା ବିଶ୍ୱକୁ ଡରାଇଲାଣି । ନୂଆବର୍ଷରେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ଏଭଳି ଆକଳନ କରୁଛନ୍ତି ବିଶେଷଜ୍ଞ । ଜାନୁଆରୀ ଶେଷ ସପ୍ତାହ କିମ୍ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ପିକ୍ ଛୁଇଁପାରେ ।…