Latest Odisha News
Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଉରକେଲା ହସ୍ପିଟାଲର ଏହି ଓପିଡି ସେବା ବନ୍ଦ

ଭୁବନେଶ୍ୱର: ୨ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବାପରେ ଶୁକ୍ରବାର ଦିନ ରାଉରକେଲା ହସ୍ପିଟାଲର ଅବସ୍ଟେଟ୍ରିକ୍ସ ଏବଂ ଗାଇନୋକୋଲୋଜିର ଓପିଡିକୁ ୨ ଦିନ ପାଇଁ ବନ୍ଦ କରାଯାଇଛି । ଏଥିସହିତ ଅଲଟ୍ରାସାଉଣ୍ଡ ବିଭାଗର ସେବା ମଧ୍ୟ ବନ୍ଦ କରି ଦିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କରୋନା…

ଗଞ୍ଜାମରେ ଶହେ ତଳକୁ ଖସିଲା ପଜିଟିଭ୍ କେସ, ୯୩% ସୁସ୍ଥ

ଭୁବନେଶ୍ୱର: ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି କରୋନା । ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ କରୋନାର ରେଡହଟ୍ ଥିବା ଗଞ୍ଜାମ ଜିଲ୍ଲାରେ ଦୁଇ ମାସ ପରେ ଶହେ ତଳକୁ ଖସିଲି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଗଞ୍ଜାମରୁ ୯୭ ଜଣ ନୂଆ ଭୂତାଣୁ ସଂକ୍ରମିତ…

ରାଜ୍ୟରେ ଆଉ ୯ ଜଣଙ୍କର ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଚି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ବଲାଙ୍ଗୀର ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ରାୟଗଡାରୁ ପ୍ରାଣ ହରାଇଛନ୍ତି ଜଣେ ସଂକ୍ରମିତ । ମୃତକଙ୍କ ଭିତରେ ୩ ଜଣ ପୁରୁଷ…

ଖୋର୍ଦ୍ଧାରେ ୮୫୯ ଓ ଗଞ୍ଜାମରେ ୯୭, ଗୋଟିଏ ଦିନରେ ୩୨୬୭ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଗଞ୍ଜାମରେ କମୁଛି, ଖୋର୍ଦ୍ଧା ଓ କଟକରେ ମାଡୁଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩ ହଜାର ୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧ ହଜାର ୯୬୧ ଓ ଲୋକାଲ୍ କଣ୍ଟାଣ୍ଟ କେସ ରହିଛି ୧ ହଜାର ୩୦୬ । ନୂଆ ରେକର୍ଡ କରିଛି ଖୋର୍ଦ୍ଧା ।…

କରୋନା ଲକ୍ଷଣ ଥିଲେ ସାଂସଦଙ୍କୁ ମିଳିବନି ପାର୍ଲାମେଣ୍ଟରେ ଏଣ୍ଟ୍ରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୮୪ ହଜାର ନୂଆ ସଂକ୍ରମିତ ହୋଇଛନ୍ତି । କରୋନା କାଳରେ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନରେ ଯୋଗ ଦେବାକୁ ଥିବା ସାଂସଦମାନଙ୍କର ହେବ କୋଭିଡ୍ ଟେଷ୍ଟ ।…

ଦେଶରେ ୩୯ ଲକ୍ଷ ଟପିଲା କରୋନା କେସ୍, ୬୮ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୩ ହଜାର ୩୪୧ ପଜିଟିଭ୍ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ । ସେହିପରି ଗତ ୨୪ ଘଣ୍ଟାରେ ଆଉ ହଜାରେ ୯୪ ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ପ୍ରାଣ…

ଦିନକରେ ଓଡ଼ିଶାରେ ୪୬ହଜାର, ଦେଶରେ ୧୧ ଲକ୍ଷ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ ଟେଷ୍ଟିଂ । ଗତ ୨୪ ଘଣ୍ଟାରେ ୪୬ ହଜାର ୭୫୪ ନମୁନା ପରୀକ୍ଷା ହୋଇଛି । ଜଞ-ଚଉଜ- ୭, ୧୪୪, ଆଣ୍ଟିଜେନ୍୦ ୩୯, ୩୯୨, ଟ୍ରୁନଟ୍- ୨୧୮ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ଲକ୍ଷ ୯୭ ହଜାର ୩୪୫ କୋଭିଡ୍ ଟେଷ୍ଟ କରାଯାଇଛି । ସେପଟେ ଦେଶରେ ବି ବଢିଛି ଟେଷ୍ଟିଂ…

କରୋନା କବଳରେ ଏହି ରାଜ୍ୟର ୩୩ ବିଧାୟକଙ୍କ ସମେତ ୫ ମନ୍ତ୍ରୀ

ଚଣ୍ଡୀଗଡ଼: ଦେଶରେ ଭୟଙ୍କର ରୂପ ନେଲାଣି କରୋନା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ତଥା ରାଜନେତା ଏହାର ଶିକାର ହୋଇ ଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ ରାଜ୍ୟରେ ରାଜନେତା ମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାମଧ୍ୟରେ ପଞ୍ଜାବରେ କରୋନା ସଂକ୍ରମିତ ବିଧାୟକଙ୍କ…

କଟକ ଓ ଖୋର୍ଦ୍ଧାରେ କୋଭିଡ ରଣନୀତି ସୁଦୃଢ କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ମହାମାରୀ କରୋନା । ବିଶେଷ କରି ଏବେ ଖୋର୍ଦ୍ଧା ଏବଂ କଟକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ରାଜ୍ୟରେ କୋଭିଡ…

୭ ଦିନ ଭିତରେ ଏକାମ୍ର ହାଟ ଖାଲି କରିବାକୁ ଦୋକାନୀଙ୍କୁ ନୋଟିସ

ଭୁବନେଶ୍ୱର: ୭ ଦିନ ଭିତରେ ଖାଲି କର ଏକାମ୍ର ହାଟ । ଏଭଳି ନିର୍ଦ୍ଦେଶ ଦେଇଛି ଇଡ୍‌କୋ । ବ୍ୟବସାୟୀଙ୍କୁ ୭ ଦିନ ଭିତରେ ପୂରା ହାଟ ଖାଲି କରିବାକୁ ଇଡ୍‌କୋ କହିଛି । ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ମଧ୍ୟ ବନ୍ଦ କରି ଦିଆଯାଇଛି । ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର…