Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦିନକରେ ସୁସ୍ଥ ହେଲେ ସର୍ବାଧିକ, ଘରକୁ ଫେରିଲେ ୪୦୫୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୪୦୫୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ରାଜ୍ୟ ପାଇଁ ଏକ ବଡ ଖୁସି ଖବର । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ…

ରାଜ୍ୟ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍

ଭୁବନେଶ୍ୱର : କୃଷି ମନ୍ତ୍ରୀ ତଥା ଉଚ୍ଚ ଶିକ୍ଷା ଅରୁଣ ସାହୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ‘ମୋର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ଘରେ ସଙ୍ଗରୋଧରେ ଅଛି, ମୋ ସ୍ୱାସ୍ଥ୍ୟାବସ୍ଥା ସ୍ଥିର…

କରୋନା ମୁକାବିଲା ପାଇଁ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍ । ଓଡିଶା ସମେତ ଛତିଶଗଡ, ଝାରଖଣ୍ଡ ଓ ଉତ୍ତର ପ୍ରଦେଶକୁ ମଧ୍ୟ କେନ୍ଦ୍ରୀୟ ଟିମ୍ ଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି କେନ୍ଦ୍ରୀୟ ଟିମ୍ କରୋନା ମୁକାବିଲା କ୍ଷେତ୍ରରେ ସରକାରଙ୍କୁ…

ମିଳିଲା ଗ୍ରୀନ୍ ସିଗ୍‌ନାଲ, କଟକରେ ହେବ ଶାରଦୀୟ ଦୁର୍ଗାପୂଜା

କଟକ: ଏ ବର୍ଷ କଟକରେ ହେବ ଦୁର୍ଗାପୂଜା । ଏନେଇ ହାଇକୋର୍ଟ ପକ୍ଷରୁ ଆଜି ଗ୍ରୀନ୍ ସିଗ୍‌ନାଲ ମିଳିଛି । କୋଭିଡ ଗାଇଡଲାଇନ୍‌କୁ ମାନି ବାଲୁ ବଜାର ପୂଜା କମିଟିକୁ ଦୁର୍ଗାପୂଜା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ସମୟରେ ମଣ୍ଡପରେ ଅଜଥା ଭିଡ ନ ଜମାଇବାକୁ କୋର୍ଟ କହିଛନ୍ତି। ଗତ…

ଏଥର ଭୁବନେଶ୍ୱରରେ ନିରାଡମ୍ବର ଦୂର୍ଗାପୂଜା

ଭୁୁବନେଶ୍ୱର: ଏଥର ରାଜଧାନୀ ଭୁବନେଶ୍ୱରରେ ଜମିବନି ଦୁର୍ଗାପୂଜା । ଚଳିତ ବର୍ଷ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜିତ ହେବ ଭୁବନେଶ୍ୱରରେ। ବିଭିନ୍ନ ପୂଜା କମିଟି ସହ ପୋଲିସ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ପୂଜାରେ ତୋରଣ ଓ…

ତହସିଲଦାର କରୋନା ଆକ୍ରାନ୍ତ ଚିହ୍ନଟ

ଚାନ୍ଦବାଲି: ଚାନ୍ଦବାଲିର ତହସିଲଦାର ସୁଶାନ୍ତ ସୁତାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଭଦ୍ରକ ପ୍ରଶାସନ । ସୂଚନାନୁଯାୟୀ, ଅସୁସ୍ଥତା ଅନୁଭବ କରିବା ପରେ ଶ୍ରୀ ସୁଶାନ୍ତ ଶନିବାର ଦିନ କରୋନା ଟେଷ୍ଟ କରାଇଥିଲେ । ଟେଷ୍ଟ ରିପୋର୍ଟ ରବିବାର ଦିନ…

କୋଭିଡ ସଂକ୍ରମିତ ମହିଳାଙ୍କ ସନ୍ତାନ ପ୍ରସବ

ଝାରସୁଗୁଡା: ଝାରସୁଗୁଡାର ଏକ କୋଭିଡ ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ମହିଳା ସୋମବାର ଦିନ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରବିବାର ବିଳମ୍ବିତ ରାତିରେ ମହିଳାଙ୍କ…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୬୦୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୦୩ ହଜାର ୫୩୬ରେ ପହଞ୍ଚିଛି।ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

କରୋନାରେ ରାଜ୍ୟରୁ ଆଉ ୧୦ ଜଣଙ୍କର ମୃତ୍ୟୁ, ମୃତ୍ୟୁସଂଖ୍ୟା ୪୯୨

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୬ଟି ଜିଲ୍ଲାର ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ମହିଳା ଓ ୮ ପୁରୁଷ । କନ୍ଧମାଳ ଜିଲ୍ଲାରୁ ୩, ଖୋର୍ଦ୍ଧା- ୩ (ଭୁବନେଶ୍ୱରରୁ ଜଣେ) ଜଣ…

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ସଂକ୍ରମିତ

ଭୁବନେଶ୍ୱର: ଚାନ୍ଦବାଲିର ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା । ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବ୍ୟୋମକେଶ । ବ୍ୟୋମକେଶ ରାୟ ଲେଖିଛନ୍ତି, ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ନିକଟ ଅତୀତରେ ଯେଉଁମାନେ ସଂସ୍ପର୍ଶରେ…