Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନାର ନୂଆ ରେକର୍ଡ: ୨୪ ଘଣ୍ଟାରେ ରାଜ୍ୟରେ ୩, ୬୮୨ ପଜିଟିଭ୍

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ ବୃଦ୍ଧି । ରାଜ୍ୟରେ କରୋନା ସଂକ୍ରମଣ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୬୮୨ ନୂଆ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ । କ୍ୱାରେଣ୍ଟିନ ସେଣ୍ଟରରୁ ୨ ହଜାର ୨୪୧ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ…

ଦେଶରେ ଦିନକରେ ରେକର୍ଡ ୭୭, ୨୬୬ ନୂଆ ଆକ୍ରାନ୍ତ, ୧, ୦୫୭ ମୃତ

ନୂଆଦିଲ୍ଲୀ: ନିଜ ରେକର୍ଡ ନିଜେ ଭାଙ୍ଗୁଛି କରୋନା । ଦେଶରେ ଗୋଟିଏ ଦିନରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୭ ହଜାର ୨୬୬ ନୂଆ ପଜିଟିଭ୍ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୧କୁ ବୃଦ୍ଧି ପାଇଛି । ସଂକ୍ରମଣ ସହ ଦେଶରେ…

ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୮ ହଜାର ୮୪୦ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୦,୦୨୩ ଜଣଙ୍କର ଆଣ୍ଟିଜେନ, ୮୬୮୦ ଟି ଆରଟିପିସିଆର୍ ଓ ୧୩୭ ଟି ଟ୍ରୁନଟ୍‌…

ସପ୍ତାହେ ସଟଡାଉନ୍ ରହିବ ଝାରସୁଗୁଡ଼ା ସହର

ଝାରସୁଗୁଡ଼ା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ସପ୍ତାହେ ସଟଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ୩୦ ତାରିଖରୁ ଲାଗୁ ହେବ କଟକଣା । ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ ମିଳିବ ଗ୍ରୋସରି ସାମଗ୍ରୀ, ପନିପରିବା, କ୍ଷୀର, ଅଣ୍ଡା, ମାଛ ଓ ମାଂସ । ସଟଡାଉନ୍ ବେଳେ ଖୋଲା ରହିବ ଔଷଧ…

ଆଜିଠୁ ଭୁବନେଶ୍ୱରରେ ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ରୂପ ନେଉଛି କରୋନା ଭୁତାଣୁ । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଏହା କାୟା ମେଳାଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ଏହି ସେରୋ ସର୍ଭେ ଭୁବନେଶ୍ୱର ମହାନଗର ନିଗମର ପ୍ରଶାସନିକ…

ଆଣ୍ଡାମାନର ବିରଳ ଆଦିବାସୀଙ୍କୁ କରୋନା

ପୋର୍ଟବ୍ଲେୟାର: ବ୍ୟାପୁଛି କରୋନା । ଦିନକୁ ଦିନ ନେଉଛି ଭୟଙ୍କର ରୂପ । ବିଶ୍ୱର ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜର ଏକ ବିରଳ ଆଦିବାସୀ ସମ୍ପ୍ରଦାୟରେ ବ୍ୟାପିବାରେ ଲାଗିଲାଣି କରୋନା। ଏଠାରେ ଥିବା ବିରଳ ଆଦିବାସୀ ସଂପ୍ରଦାୟର ଏହି ଜନଜାତିରେ ୪…

କରୋନା ପାଇଁ ଏବର୍ଷ କମିଛି ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶରେ ଜିଏସ୍‌ଟି ଆଦାୟ କମିଛି । ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହ ୨.୩୫ ଲକ୍ଷ କୋଟି ଟଙ୍କା କମ୍ ରହିଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ୪୧ତମ ଜିଏସ୍‌ଟି ବୈଠକ ବସିଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୫୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୦୯ ଜଣଙ୍କ ମଧ୍ୟରୁ ୪୩୫ ଜଣ ଖୋର୍ଦ୍ଧା, ୨୭୭ ଜଣ ଗଞ୍ଜାମରୁ, ୨୨୫ ଜଣ କଟକରୁ, ୨୧୮ ଜଣ ପୁରୀରୁ, ୧୮୨…

ଭୁବନେଶ୍ୱରରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଆଜି ପୁଣି ୩୮୬ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦନ ବଢ଼ୁଛି ବିପଦ । ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଏଠି ବଢ଼ି ଚାଲଇଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ରାଜଧାନୀରୁ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୮୩ଜଣ ରହିଥିବା ବେଳେ…

ମହରମରେ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: କୋଭିଡି କଟକଣା ଭିତରେ ମହରମରେ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟ ପକ୍ଷରୁ ମିଳିଛି ରେଡ୍ ସିଗ୍‌ନାଲ । ମହରମ ଅବସରରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଲାଗି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି। ଯଦି ଶୋଭାଯାତ୍ରା ଲାଗି ଅନୁମତି ଦିଆଯାଏ ତେବେ…