Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ମସ୍କୋରେ ମୁଣ୍ଡ ଟେକିଲା କରୋନା, ଲାଗୁ ହେଲା ଲକଡାଉନ୍

ମସ୍କୋ : ଋଷରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା । ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଲାଣି । ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ, ରାଜଧାନୀ ମସ୍କୋରେ ଲାଗୁ ହୋଇଛି ଲକଡାଉନ । ଅଧିକାଂଶ ସହରରେ ଆକ୍ରାନ୍ତ ସଂଖ୍ୟା ବଢିଥିବାରୁ ଏଭଳି ଲକଡାଉନ ଜାରି ହୋଇଛି । ପ୍ରତିଦିନ ମାମଲା ବଢୁଥିବାରୁ…

ରାଜ୍ୟରୁ ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ; ୫୬ ଛୁଆ ପଜିଟିଭ

ଭୁବନେଶ୍ବର: ଆଜି ରାଜ୍ୟରେ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୫୬ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୧୨ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୫୩ଟି ଲୋକାଲ୍‌…

ଦଶହରା ପରେ କୋଲକାତାରେ ମାଡୁଛି କରୋନା, ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା କାୟା କମୁଛି । କିନ୍ତୁ ପଶ୍ଚିମବଙ୍ଗରେ ବଢୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ସପ୍ତାହ ହେବ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଏନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର…

ରାଜ୍ୟରୁ ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ; ୭୧ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଆଜି ସାମାନ୍ୟ କମିଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୧ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪୯ ଜଣ ସଂକ୍ରମିତ…

ଆଜି ସାମାନ୍ୟ ବଢିଛି କରୋନା ମାମଲା; ରାଜ୍ୟରୁ ୫୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ତୁଳନାରେ ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୫୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୩୨୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩୮ । ୧୮ ବର୍ଷ ଭିତରେ ଆଉ ୭୧ ଜଣ ପଜିଟିଭ୍…

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ । କେବେ କମୁଛି ତ କେବେ ସାମାନ୍ୟ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୫୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୩୨୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩୨ । ୧୮ ବର୍ଷ ଭିତରେ ଆଉ ୮୭ ଜଣ ପଜିଟିଭ୍…

ନିଅନ୍ତୁ କୋଭିଡ୍ ଭାକ୍ସିନ୍‌, ଜିତନ୍ତୁ ଟିଭି ଓ ମୋବାଇଲ୍ ଫୋନ୍‌

ଓଡିଶା ସମ୍ବାଦ ବ୍ୟୁରୋ: ଏଥର କୋଭିଡ୍ ଟୀକା ନେଲେ ପୁରସ୍କାର ସ୍ୱରୂପ ମିଳିବ ଟିଭି, ମୋବାଇଲ୍ କିମ୍ବା ବ୍ଲାଙ୍କେଟ୍ । ଏଥିପାଇଁ ଏକ ଲକି ବମ୍ପର୍ ଡ୍ରରେ ଭାଗ ନେବାକୁ ପଡିବ । ମଣିପୁରର ପଶ୍ଚିମ୍ ଇମ୍ଫାଲ୍ ଜିଲ୍ଲାରେ ରହୁଥିବା ଲୋକଙ୍କୁ ଏଭଳି ଲୋଭନୀୟ ଅଫର ମିଳିଛି । ଏଥିପାଇଁ ସ୍ଥାନୀୟ…

ଆଜି ରାଜ୍ୟରୁ ୪୪୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୧ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ପାଖାପାଖି ୧୦୦ ଅଧିକ । ଗତକାଲି ରାଜ୍ୟରୁ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଏହି ସଂଖ୍ୟା ରହିଛି ୪୪୩ । କ୍ୱାରେଣ୍ଟିନରୁ ୨୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୫ । ୧୮ ବର୍ଷ…

ଆଜି ୪୦୦ ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୪୦୦ ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୫୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୯ । ୧୮ ବର୍ଷ ଭିତରେ ଆଉ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୨୩ ଜିଲ୍ଲାରୁ ବାହାରିଛନ୍ତି…

ଆଜି ରାଜ୍ୟରୁ ୪୬୭ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଖସିଛି କରୋନା ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪୬୭ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୬୬ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ସଂକ୍ରମଣ । ଗତକାଲି ରାଜ୍ୟରୁ ଚିହ୍ନଟ ହୋଇଥିଲେ ୫୨୧…