Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବଢୁଛି ସ୍ଥାନୀୟ ସଂକ୍ରମଣ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା କଟକ ମାଲଗୋଦାମ ବେହେରା ସାହି

କଟକ: କଟକରେ ଦିନକୁ ଦିନ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । କଟକ ମହାନଗର ନିଗମ ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ମାଲଗୋଦାମ ବେହେରା ସାହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସମ୍ପୃକ୍ତ ଅଞ୍ଚଳରେ ଏକାଧିକ…

ସୁନ୍ଦରଗଡରେ ୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨୯୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।…

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ସୋନପୁରର ଏହି ସହର

ସୋନପୁର: ସୋନପୁରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସ୍ଥାନୀୟ ଅଞ୍ଚଳରୁ ପଜିଟିଭ ଚିହ୍ନଟ ହେବା ପରେ ସୋନପୁର ସହରର ଠାକୁରାଣୀ ପଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରେ ପରିବହନ କାର୍ଯ୍ୟାଳୟ ଯାଏଁ, ପଶ୍ଚିମରେ ସାକ୍ଷୀ ସେଣ୍ଟର ଯାଏଁ,…

ଗଞ୍ଜାମ ପାଇଁ ଗୁଡ୍ ନିଉଜ୍: କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଗଞ୍ଜାମ: ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ । କରୋନା ଆକ୍ରାନ୍ତ ସଂଖ୍ୟା ପାଖାପାଖି ୧୦ ହଜାର । ଚଳିତ ମାସରେ ବଢ଼ିଛି ସଂକ୍ରମଣ । କିନ୍ତୁ ମାସର ଶେଷ ସପ୍ତାହ ତଥ୍ୟ କହୁଛି, ଜିଲ୍ଲାରେ ପଜିଟିଭ୍ କେସ୍ କମୁଛି । ପୂର୍ବ ସପ୍ତାହ ଅପେକ୍ଷା ଖସିଛି । ସେହିପରି ସୁସ୍ଥ ହେଉଛନ୍ତି…

ସମ୍ବଲପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା

ସମ୍ୱଲପୁର: ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ସଂକ୍ରମଣ । ସମ୍ବଲପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସମ୍ୱଲପୁର ଜିଲ୍ଲାରେ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ ୬୭ ବର୍ଷ । ତାଙ୍କର ଉଚ୍ଚ ରକ୍ତଚାପ…

ରାଜ୍ୟରୁ ଆଉ ୧୦ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୬୯

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣଙ୍କର ଜୀବନ ଯାଇଛି । ୧୬୯କୁ ବୃଦ୍ଧି ପାଇଛି ମୋଟ୍ ମୃତ୍ୟୁ ସଂଖ୍ୟା । ଗଞ୍ଜାମ ଜିଲ୍ଲାରୁ ଆଉ ୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ମୋଟ୍ ମୃତ୍ୟୁ ସଂଖ୍ୟା ୯୦ରେ…

୨୪ ଘଣ୍ଟାରେ ୧୨୦୩ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୩୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୦୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୨୦୩ ଜଣ କରୋନା ପଜିଟିଭ ଚିହ୍ନଟ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍…

ଅବ୍ୟବସ୍ଥା ଅଭିଯୋଗ: ସଙ୍ଗରୋଧ କେନ୍ଦ୍ର ଛାଡ଼ି ଚାଲିଗଲେ ୫୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ

ରାୟଗଡ଼ା: ସବୁଠି ବଢୁଛି କରୋନା ପ୍ରକୋପ । ଏହିସମୟରେ ଲୋକଙ୍କ ଅସଚେତନତା ହିଁ ପରିସ୍ଥିତିକୁ ଆହୁରି ଜଟିଳ କାଟି ଦେଉଛି। ଏହି ସଙ୍କଟ ସମୟରେ ରାୟଗଡ଼ା ଜିଲ୍ଲା କାଶୀପୁର ସଦର ମହକୁମାରେ ଥିବା କ୍ବାରେଣ୍ଟାଇନରେ କେନ୍ଦ୍ରରୁ ଆସିଛି ଏକ ଅଭାବନୀୟ ଘଟଣାର ଚିତ୍ର। ସଙ୍ଗରୋଧ କେନ୍ଦ୍ର ଛାଡି ଚାକି…

ମାଲକାନଗିରିରେ ଆଜିଠାରୁ ୪ ଦିନିଆ ସଟଡାଉନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଧୀରେଧିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ…

ଚର୍ଚ୍ଚାରେ ପାକିସ୍ତାନୀ କରୋନା ସେଲ୍‌ଫି !

ପାକିସ୍ତାନ: କ୍ରିକେଟର୍‌ଙ୍କ ସହ ସେଲ୍‌ଫି ନେବା ଓ ତାକୁ ସୋସିଆଲ ମିଡିଆରେ ଅପଲୋଡ୍ କରି କ୍ରେଡିଟ୍ ନେବାକୁ ବହୁତ ମଜା ମିଳେ । ହେଲେ ସେହି ମଜା ଯଦି ଆପଣଙ୍କ ପାଇଁ ସଜା ପାଲଟିଯାଏ, ତେବେ କ'ଣ କରିବେ ଆପଣ ? ଜଣେ ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍ ମହମ୍ମଦ ସାହାବ ଘୋରୀକୁ ସେଲ୍‌ଫି ନେବା…