Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ଯୋଦ୍ଧାଙ୍କ ସମେତ ସୁନ୍ଦରଗଡରେ ୮୩ ନୂଆ କରୋନା ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ। ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ଟି…

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବୁର୍ଲା ଅଗ୍ନିଶମ କେନ୍ଦ୍ର ସିଲ୍

ସମ୍ୱଲପୁର: କରୋନା ଯୋଦ୍ଧାଙ୍କୁ କରୋନା । ବୁର୍ଲା ଅଗ୍ନିଶମ କେନ୍ଦ୍ରର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ । ଏହାପରେ ଆଜିଠୁ ସାତ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଅଗ୍ନିଶମ କେନ୍ଦ୍ର । ସଂକ୍ରମଣ ବଢ଼ିବା ଆଶଙ୍କାରେ ଓ ଅଗ୍ନିଶମ କେନ୍ଦ୍ରକୁ ସାନିଜାଇଜ୍ କରିବା ପାଇଁ ବନ୍ଦ ନିଷ୍ପତ୍ତି ନେଇଛି…

ଗଞ୍ଜାମରେ କରୋନା ନେଇଛି ୩୦ ମୁଣ୍ଡ, ସାତ ଦିନରେ କେବଳ ୧୭

ଗଞ୍ଜାମ: ଜିଲ୍ଲାରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା । ଜୁଲାଇରେ ବଢୁଛି ସଂକ୍ରମଣ । ତାସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ଜିଲ୍ଲାରେ ଏଯାଏଁ ୩୦ ମୁଣ୍ଡ ନେଲାଣି ପ୍ରାଣଘାତୀ ଭାଇରସ୍ । କିନ୍ତୁ ଚିନ୍ତାଜନକ ପ୍ରସଙ୍ଗ ହେଉଛି ଏଯାଏଁ ଯେତିକି ମଲେଣି ତାଭିତରୁ କେବଳ ୧୭ ଜଣ ଚଳିତ ମାସରେ (ଜୁଲାଇ)…

ରାଜ୍ୟରେ ହାପ୍ ସେଞ୍ଚୁରି ଟପିଲା କରୋନା ମୃତ୍ୟୁ ସଂଖ୍ୟା: ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣରେ ଗୁରୁବାର ଦିନ ଆଉ ୪ଟି ପ୍ରାଣ ଯାଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫୨ ରେ ପହଞ୍ଚିଛି । କରୋନା ଡେଥ ଲିଷ୍ଟରେ ଯୋଡି ହୋଇଛି ଭଦ୍ରକ ଜିଲ୍ଲା। ଏମାନଙ୍କ ମଧ୍ୟରେ ଆଜି ଗଞ୍ଜାମରୁ ସର୍ବାଧିକ ତିନି…

୨୦୨୧ ଫେବ୍ରୁଆରୀ ବେଳକୁ ଭାରତରେ ପ୍ରତିଦିନ ଆସିବ ୨ ଲକ୍ଷ ୮୭ ହଜାର କରୋନା କେସ୍ !

ଭାରତରେ କରୋନା କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ହଜାର ହଜାର ନୂଆ ସଂକ୍ରମିତ । କେବେ ୨୨ ତ ପୁଣି କେବେ ୨୫ ହଜାର ପଜିଟିଭ୍ କେସ ବାହାରୁଛି । ଆଗକୁ ଆସୁଛି କରୋନା ଝଡ଼ । ଛାତି ଧରାଇଲା ଭଳି ଭବିଷ୍ୟବାଣୀ କରିଛି ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏମଆଇଟି । ଗବେଷଣାରୁ…

୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୫୭୭ ନୂଆ ଆକ୍ରାନ୍ତ: ୧୧ ହଜାର ଟପିଲା ମୋଟ ମାମଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୫୭୭ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ ରେ ପହଞ୍ଚିଛି ।ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ହୋମ୍ କ୍ବାରେନଣ୍ଟାଇନରେ ଡାକ୍ତର ଓ ନର୍ସ

ସମ୍ବଲପୁର: ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ବୁଧବାର ଦିନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ର ପାଞ୍ଚଜଣ ଡାକ୍ତର ଏବଂ ୧୦ ଜଣ ନର୍ସଙ୍କୁ ହୋମ୍ କ୍ବାରେନଣ୍ଟାଇନରେ ରଖାଯାଇଛି। ଅନ୍ୟ ଚିକିତ୍ସା ପାଇଁ ଜଣେ…

ଆଜି ଭାରତରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ କରୋନା ଆକ୍ରାନ୍ତ: ୭ ଲକ୍ଷ ୬୭ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୪,୮୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୭ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୬୭,୨୯୬…

ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଆଜିଠୁ ପାଞ୍ଚ ଦିନ ସଟଡାଉନ୍

ଗଞ୍ଜାମ: କରୋନା ଚେକ୍ ଭାଙ୍ଗିବା ପାଇଁ ଆଜିଠୁ ଗଞ୍ଡାମ ଜିଲ୍ଲାର ସହରାଞ୍ଚଳରେ ଲାଗୁ ହୋଇଛି ସଟଡାଉନ୍ । ଆସନ୍ତା ୧୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ମ୍ୟୁନିସିପାଲିଟି, ହିଞ୍ଜିଳାକାଟୁ ପୌରାଞ୍ଚଳ, ବ୍ରହ୍ମପୁର ମହାନଗର ନିଗମ ଓ ବ୍ଲକ ହେଡକ୍ୱାର୍ଟର ଅଞ୍ଚଳରେ କଟକଣା ବଳବତ୍ତର ରହିବ । ଏହି…

ଗାନ୍ଧୀ ଜୟନ୍ତୀରୁ ଅନଲାଇନରେ ହେବ ସବୁ ସରକାରୀ ସେବା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ସମସ୍ତ ସରକାରୀ ସେବା ଅନ୍ଲାଇନ୍ରେ ଉପଲବ୍ଧ ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟିରେ ୮ଟି ବୈଷୟିକ କୌଶଳର ଶୁଭାରମ୍ଭ କରିଛନ୍ତି। ସରକାରୀ ସେବା ପାଇଁ ଆଉ ଅଫିସ ଆସିବାକୁ ପଡ଼ିବ ନାହିଁ । ଗୃହ, ସାଧାରଣ ପ୍ରଶାସନ ଓ…